Browsing Category
Top Stories
ପୋଲିସ ଗୁଳିରେ ମାଓବାଦୀ ନିହତ
ବଲାଙ୍ଗିର: ପୋଲିସ ଗୁଳିରେ ଜଣେ ନକ୍ସଲ ନିହତ । ଖପ୍ରାଖୋଲ ନିକଟ ଜଙ୍ଗଲରେ ପୋଲିସ ଗୁଳିରେ ନକ୍ସଲ ନିହତ । ପୋଲିସ ଓ ଡିଭିଏଫ୍ ଯବାନ ସହ ମୁହାଁମୁହିଁ ବେଳେ ନକ୍ସଲ ନିହତ । ପୋଲିସ ଗୁଳିରେ ନିହତ ଜଣଙ୍କ କ୍ୟାଡର ନକ୍ସଲ…
କୋରାପୁଟ ଓ ନବରଙ୍ଗପୁରରେ ସ୍ମାର୍ଟ ହେଲଥ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ: କୋରାପୁଟ ପାଇଁ ୧୦୦୦ କୋଟିର ପ୍ରକଳ୍ପ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭର୍ଚୁଆଲ ମାଧ୍ୟମରେ କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ସ୍ମାର୍ଟ ହେଲ୍ଥ କାର୍ଡ ବଣ୍ଟନର ଶୁଭାରମ୍ଭ…
ଅଶ୍ୱିନଙ୍କ ଆଉ ଏକ ମାଇଲଖୁଣ୍ଟ; ପାକିସ୍ତାନୀ ଖେଳାଳିଙ୍କୁ ପଛରେ ପକାଇଲେ ଭାରତୀୟ ସ୍ପିନର
ନୂଆଦିଲ୍ଲୀ: ଭାରତୀୟ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ନିଜ ନାମରେ ଆଉ ଏକ ରେକର୍ଡର୍ କରିଛନ୍ତି । ଏହା ସହିତ ଦୁଇ ଦୁଇ ଜଣ ପାକିସ୍ତାନୀ ଖେଳାଳିଙ୍କୁ ପଛରେ ପକାଇଛନ୍ତି ଅଶ୍ୱିନ । ଏହା ମଧ୍ୟରେ ପାକିସ୍ତାନର କିମ୍ବଦନ୍ତୀ…
୨୯ରୁ ରାଜଧାନୀରେ ଖୋଲିବ ସ୍କୁଲ
ନୂଆଦିଲ୍ଲୀ: ମାତ୍ରାଧିକ ପ୍ରଦୂଷଣ ଯୋଗୁଁ ରାଜଧାନୀରେ ବନ୍ଦ ରହିଥିବା ସମସ୍ତ ସ୍କୁଲ ପୁଣି ଥରେ ଖୋଲିବାକୁ ଯାଉଛି । ପ୍ରାୟ ଦୁଇ ସପ୍ତାହ ଧରି ବନ୍ଦ ରହିବା ପରେ ସୋମବାରଠାରୁ ଖୋଲିବ ସମସ୍ତ ସ୍କୁଲ । ଏଭଳି ନିଷ୍ପତ୍ତି…
ଇଣ୍ଟର କାଷ୍ଟ ମ୍ୟାରେଜରେ ମିଳିବ ୫ ଲକ୍ଷ ଟଙ୍କା; ସରକାରଙ୍କ ବଡ଼ ଘୋଷଣା
ଓଡ଼ିଶା ପରେ ଏବେ ଆସାମ । ଇଣ୍ଟର କାଷ୍ଟ ମ୍ୟାରେଜକୁ ନେଇ ଆସାମ ସରକାରଙ୍କ ବଡ଼ ନିଷ୍ପତ୍ତି । ଏଣିକି ଇଣ୍ଟର କାଷ୍ଟ ମ୍ୟାରେଜ କଲେ ମିଳିବ ୫ ଲକ୍ଷ । ଏଣିକି ଆସାମରେ ଅନ୍ୟ ଜାତିରେ ବିବାହ କଲେ ଦମ୍ପତ୍ତିଙ୍କୁ ଆର୍ଥିକ…
ଛୁଟି ନନେଲେ ଦେବାକୁ ପଡ଼ିବ ଜୋରିମାନା, ଜାଣନ୍ତୁ କେଉଁଠି ରହିଛି ଏମିତି ନିୟମ
ସାଧାରଣତଃ ଘରୋଇ କିମ୍ବା ଅଫିସ କର୍ମଚାରୀଙ୍କୁ ଛୁଟି ମିଳିନଥାଏ । ଏମିତି ଅନେକ ବଡ଼ ବଡ଼ କମ୍ପାନୀ ଅଛି ଯେଉଁଠି ଅଧିକ ଛୁଟି ନେଲେ ଆପଣଙ୍କର ଦରମା ମଧ୍ୟ କଟିଥାଏ । କିନ୍ତୁ ଏହାର ବିପରୀତ ଧାରା ଦେଖିବାକୁ ମିଳିଛି…
ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ ମାମଲା: ହୋମଗାର୍ଡଙ୍କ ସହ ୩ ଗିରଫ
ଅସାମାଜିକ ବ୍ୟକ୍ତିଙ୍କ କବଳରୁ ବଞ୍ଚିବା ପାଇଁ ଜଣେ ଯୁବତୀ ପହଞ୍ଚିଥିଲେ ହୋମଗାର୍ଡଙ୍କ ନିକଟରେ, କିନ୍ତୁ ହୋମଗାର୍ଡ ସୁରକ୍ଷା ବଦଳରେ କରିଥିଲେ ଦୁଷ୍କର୍ମ ଉଦ୍ୟମ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଟକ…
ନ୍ୟାୟ ନପାଇ ଭୋ ଭୋ କାନ୍ଦିଲେ ତପସ୍ୱିନୀ, କହିଲେ ନଖାଇ ନପିଇ ବସି ରହିବି… ଦେଖନ୍ତୁ ଭିଡିଓ
ବହ୍ମପୁର: ଶାଶୁ ଘର ଆଗରେ ଧାରଣାରେ ବସିଥିବା ତପସ୍ୱିନୀ ଆଜି କୋର୍ଟରେ ହୋଇଥିଲେ । ବ୍ରହ୍ମପୁର ଏସଡିଜେଏମ କୋର୍ଟରେ ଉଭୟ ଶ୍ୱଶୁର ଘର ପକ୍ଷ ଏବଂ ତପସ୍ପିନୀ ହାଜର ହୋଇଥିଲେ । ତେବେ ଏହି ମାମଲାରେ ଏସଡିଜେଏମ କୋର୍ଟ ୨୯…
ବାପା ହିସାବରେ ମୁଁ କେବଳ ପରାମର୍ଶ ଦେଇଛି: ଉଭୟଙ୍କ ଇଚ୍ଛାକୁ ମୁଁ ସମ୍ମାନ ଜଣାଏ; ଦେଖନ୍ତୁ କଣ କହିଲେ ସୁମିତଙ୍କ ବାପା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ତପସ୍ୱିନୀ ଦାସ ଓ ଡାକ୍ତର ସୁମିତ ସାହୁଙ୍କ ବିବାହ ଓ ଛାଡପତ୍ର ମାମଲାକୁ ନେଇ ମୁହଁ ଖୋଲିଛନ୍ତି ସୁମିତଙ୍କ ବାପା । କୋର୍ଟ ବାହାରେ ବୟାନ ଦେବା ସହିତ ସେ ଉଭୟଙ୍କ ସମ୍ପର୍କକୁ ସମ୍ମାନ…
କୋଭିଡ୍-୧୯ର ନୂତନ ଭାରିଏଣ୍ଟର ପ୍ରକୋପ, ICC ମହିଳା ବିଶ୍ଵ କପ୍ କ୍ଵାଲିଫାୟର ରଦ୍ଦ
ନୂଆଦିଲ୍ଲୀ: କୋଭିଡ୍-୧୯ର ନୂତନ ଭାରିଏଣ୍ଟର ପ୍ରକୋପକୁ ଦୃଷ୍ଟିରେ ରଖି ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ(ଆଇସିସି) ମହିଳା କ୍ରିକେଟ୍ ବିଶ୍ଵ କପ୍ ପାଇଁ ଜିମ୍ବାଓ୍ଵେରେ ଚାଲିଥିବା କ୍ଵାଲିଫାୟର ରଦ୍ଦ କରିଛି। ତେବେ…