Browsing Category

Top Stories

ଆଉ ଜଣେ ଅଭିନେତ୍ରୀଙ୍କ ଆତ୍ମହତ୍ୟା , କାଲି ରାତି ଅଧା କରୁଥିଲେ ସୁଟିଂ

ତାମିଲ ଅଭିନେତ୍ରୀ ଭି.ଜେ ଚିତ୍ରାଙ୍କ ମୃତଦେହ   ଆଜି ଏକ ହୋଟେଲ ରୁ ଉଦ୍ଧାର କରାଯାଇଛି ।  ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ପୁରା ତାମିଲ ସିନେମା ଜଗତରେ ଶୋକର ଛାୟା ଖେଳି ଯାଇଛି । ଏହି ୨୮ ବର୍ଷିୟ…

୩ ଜିଲ୍ଲାରେ ଧାନ କିଣା ପ୍ରକ୍ରିୟା ଧୀର: ରଣେନ୍ଦ୍ର

ଭୁବନେଶ୍ୱର, ୯ା୧୨ (ଓଡିଶା ଭାସ୍କର): ଧାନ କିଣା ପ୍ରକ୍ରିୟା ୩ଟି ଜିଲ୍ଲାରେ ଧୀର ଭାବରେ ଚାଲିଛି ବୋଲି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ଏହାସହ ମନ୍ତ୍ରୀ ଉକ୍ତ ୩ ଜିଲ୍ଲାର…

୨୬ ହଜାର ଜରିମାନା ଦେଲେ ସ୍କୁଟି ଚାଳକ

ଭୁବନେଶ୍ୱର, ୯ା୧୨ (ଓଡିଶା ଭାସ୍କର): କୋଭିଡ୍ ସକାଶେ କୋହଳ ହୋଇଥିବା ଟ୍ରାଫିକ୍ ଚେକିଂ ପୁଣି ଜୋରଦାର କରାଯାଇଛି । ଆଜି ରାଜଧାନୀ ଭୁବନେଶ୍ୱରରେ ଜଣେ ସ୍କୁଟି ଚାଳକଙ୍କଠାରୁ ୨୬ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି ।…

ବଡ଼ ଧରଣର ଆୟକର ଠକେଇ: ୧୭ ଗିରଫ

ଭୁବନେଶ୍ୱର, ୯ା୧୨ (ଓଡିଶା ଭାସ୍କର): ରାଉରକେଲାରେ ଏକ ବଡ଼ଧରଣର ଆୟକର ଠକେଇ ହୋଇଛି । ସୂଚନା ଅନୁଯାୟୀ, ୩ଟି ଶିଳ୍ପ ସଂସ୍ଥା ନାଁରେ ୧୭୦ କୋଟି ଟଙ୍କାର ଟିକସ ଠକେଇ ଅଭିଯୋଗ ହୋଇଛି । ଏନେଇ କେନ୍ଦ୍ରୀୟ ଆୟକର ବିଭାଗ…

ସୁନ୍ଦରୀ ପାଇଁ ନବୀନଙ୍କୁ ଶିବରାଜଙ୍କ ଚିଠି

ଭୁବନେଶ୍ୱର, ୯ା୧୨ (ଓଡିଶା ଭାସ୍କର): ୨୦୧୮ରେ ୨ଟି ବାଘ ମଧ୍ୟପ୍ରଦେଶରୁ ଓଡ଼ିଶା ଆସିଥିଲେ । ସେମାନଙ୍କ ମଧ୍ୟରେ ଓଡ଼ିଶା ଆସିଥିବା ବାଘୁଣୀ ସୁନ୍ଦରୀର ସ୍ୱାସ୍ଥ୍ୟାବସ୍ଥା ନେଇ ଚିନ୍ତାପ୍ରକଟ କରିଛନ୍ତି ମଧ୍ୟପ୍ରଦେଶ…

ରାଷ୍ଟ୍ରପତିଙ୍କୁ ଭେଟିବେ ବିରୋଧୀ ନେତା

ନୂଆଦିଲ୍ଲୀ, ୯ା୧୨: ଆଜି ସନ୍ଧ୍ୟା ୫ଟାରେ ବିରୋଧୀ ନେତାମାନେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ତେବେ ନେତାମାନେ ଚାଷୀ ଆନ୍ଦୋଳନ ନେଇ ରାଷ୍ଟ୍ରପତିଙ୍କ ସହ ଆଲୋଚନା କରିବେ ବୋଲି…

ସାତକୋଶିଆ ଇକୋ-ରିଟ୍ରିଟ୍ ଉଦଘାଟନ ଆଜି

ଭୁବନେଶ୍ୱର, ୯ା୧୨ (ଓଡିଶା ଭାସ୍କର): ସାତକୋଶିଆରେ ଇକୋ-ରିଟ୍ରିଟକୁ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହ୍ଲାଦ ସିଂ ପଟେଲ ଆଜି ଉଦଘାଟନ କରିବେ । ଏହି ଅବସରରେ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ…

ପୂର୍ବାହ୍ନରେ କେନ୍ଦ୍ର କ୍ୟାବିନେଟ

ନୂଆଦିଲ୍ଲୀ, ୯ା୧୨: ଆଜି ପୂର୍ବାହ୍ନ ସାଢ଼େ ୧୦ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟର ବୈଠକ ବସିବ । ଏହି ବୈଠକରେ ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ,…

୨୪ ଘଣ୍ଟାରେ କରୋନାରେ ୪୦୨ ମୃତ

ନୂଆଦିଲ୍ଲୀ, ୯ା୧୨: ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୪୦୨ ଜଣ ମୃତ୍ୟୁବରଣ କରିଥିବା ବେଳେ ୩୨ ହଜାର ୮୦ ଜଣ ଆକ୍ରାନ୍ତ ହୋଇଛନ୍ତି । ତେବେ କରୋନା ମୃତ୍ୟୁସଂଖ୍ୟା ୧ ଲକ୍ଷ ୪୧ ହଜାର ୩୬୦ରେ ପହଞ୍ଚିଥିବା ବେଳେ…