
Browsing Category
Top Stories
ମୁମ୍ବାଇ-ଆଗ୍ରା ହାଇୱେରେ ଭୀଷଣ ସଡ଼କ ଦୁର୍ଘଟଣା, ୩ ମୃତ; ଏକାସାଙ୍ଗରେ ଧକ୍କା ହେଲା ୭-୮ ଗାଡ଼ି
ମୁମ୍ବାଇ: ମୁମ୍ବାଇ-ଆଗ୍ରା ଜାତୀୟ ରାଜପଥରେ ୭ରୁ ୮ ଟି ଗାଡ଼ି ଏକାସାଙ୍ଗରେ ଧକ୍କା ହେବା ଫଳରେ ଭୀଷଣ ସଡ଼କ ଦୁର୍ଘଟଣା ଘଟିଛି । ଏହା ଫଳରେ ୩ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇ ଯାଇଛି । ତେବେ ଏହି ଦୁର୍ଘଟଣାଗ୍ରସ୍ତ ଗାଡ଼ି…
ଏୟାର ଇଣ୍ଡିଆର ମାଗଣା ବିମାନ ଯାତ୍ରା ସୁବିଧା ବନ୍ଦ, ମନ୍ତ୍ରୀ-ଅଫିସରଙ୍କୁ ଉଧାରରେ ମିଳିବ ନାହିଁ ଟିକେଟ୍
ନୂଆଦିଲ୍ଲୀ: ଦେଶର ସବୁଠାରୁ ବଡ଼ ଏୟାରଲାଇନ୍ସ ଏୟାର ଇଣ୍ଡିଆ ପକ୍ଷରୁ ଉଧାରରେ ଟିକେଟ୍ ଦେବା ସୁବିଧାକୁ ବନ୍ଦ କରିଦେଇଛି । ଏହି ପରିପ୍ରେକ୍ଷୀରେ ଅର୍ଥ ମନ୍ତ୍ରାଳୟ ସମସ୍ତ ମନ୍ତ୍ରାଳୟ ଓ ବିଭାଗଗୁ ସୁଚାଇଛି ଯେ, ସେମାନେ…
ସମୀର ୱାଙ୍ଖଡେଙ୍କ ବିରୋଧରେ ଲାଞ୍ଚ ଅଭିଯୋଗର ତଦନ୍ତ କରିବ ମୁମ୍ବାଇ ପୋଲିସ୍, ୪ ଅଫିସର୍ ନିଯୁକ୍ତ
ମୁମ୍ବାଇ: ଏନସିବିର ଜୋନାଲ୍ ଡାଇରେକ୍ଟର୍ ସମୀର ୱାଙ୍ଖଡେଙ୍କ ବିରୋଧରେ ଅଣାଯାଇଥିବା ଲାଞ୍ଚ ଅଭିଯୋଗର ତଦନ୍ତ କରିବ ମୁମ୍ବାଇ ପୋଲିସ୍ । ତେବେ ଯାଞ୍ଚ ପାଇଁ ମୁମ୍ବାଇ ପୋଲିସ୍ ର ୪ ଜଣ ଅଫିସର୍ ଙ୍କୁ ନିଯୁକ୍ତି ଦିଆଯାଇଛି…
ପର୍ସରୁ ରଖନ୍ତୁ ଏହି ସବୁ ଜିନିଷ; ଦୂରେଇ ଯିବ ଆର୍ଥିକ ସଙ୍କଟ
ଯଦି ଆପଣଙ୍କର ଅଯଥାରେ ଟଙ୍କା ଖର୍ଚ୍ଚ ହେଉଛି, ପର୍ସରେ ଅଳ୍ପ ଅରୁଆ ଚାଉଳ ନିଶ୍ଚୟ ରଖନ୍ତୁ।
ଏପରି ମଧ୍ୟ କୁହାଯାଏ ଯେ, ଯଦି ଆପଣଙ୍କର କୌଣସି ମନୋକାମନା ଅଛି, ତେବେ ଏକ କାଗଜରେ ଏହାକୁ ଲେଖି ଲାଲ ରଙ୍ଗର ଲଫାପାରେ…
ରାଶିଫଳ(ଗୁରୁବାର,୨୮ ଅକ୍ଟୋବର,୨୦୨୧)
ମେଷ - ସାମାଜିକ ପ୍ରତିଷ୍ଠା, ମାନସମ୍ମାନ ବୃଦ୍ଧି ହେବ । କର୍ମକ୍ଷେତ୍ରରେ ଦୀର୍ଘଦିନର ଆଶା ପୂରଣ ହେବା ଫଳରେ ପ୍ରଶଂସିତ ହେବେ । ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା, ମାଲିମୋକଦ୍ଦମା ଓ ସାକ୍ଷାତ୍କାରରେ ସଫଳ ହେବେ ।…
ଟି-୨୦ ବିଶ୍ୱକପ୍: ନାମିବ୍ୟାର ସଂଘର୍ଷପୂର୍ଣ୍ଣ ବିଜୟ
ନୂଆଦିଲ୍ଲୀ: ବୋଲରଙ୍କ ସଫଳତା ଏବଂ ଜେଜେ ସ୍ମିଟଙ୍କ ଅଲରାଉଣ୍ଡ ସଫଳତା ବଳରେ ଟି-୨୦ ବିଶ୍ୱକପରେ ପ୍ରଥମ ବିଜୟ ହାସଲ କରିଛି ନାମିବ୍ୟା । ପ୍ରଥମେ ବ୍ୟାଟିଂ କରି ସ୍କଟଲାଣ୍ଡ ମାତ୍ର ୧୦୯ ରନ କରିଥିବା ବେଳେ ୫ଟି ବଲ…
ଗୋଷ୍ଠୀ କନ୍ଦଳରେ ସମ୍ପୃକ୍ତ ଅତନୁ ସବ୍ୟସାଚୀ; ପର୍ଯ୍ୟବେକ୍ଷକଙ୍କ ନିକଟରେ ସଙ୍ଗୀନ ଅଭିଯୋଗ
ମହାକାଳପଡା(ଓଡ଼ିଶା ଭାସ୍କର): ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀ ପାଟକୁରାରେ ଗୋଷ୍ଠୀ କନ୍ଦଳ କରୁଥିବା ନେଇ ସଞ୍ଜୟ ଅଗ୍ରୱାଲ ଅଭିଯୋଗ କରିଛନ୍ତି । ମଙ୍ଗଳବାର ପାଟକୁରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କରିଲୋପାଟଣା…
ବିରୋଧ କଲେ ବିଜେପି ମନ୍ତ୍ରୀ; Lesbian ଆଡ ପ୍ରତ୍ୟାହାର କଲା ଡାବର
ନୂଆଦିଲ୍ଳୀ: ସମଲିଙ୍ଗୀ ମହିଳାଙ୍କୁ କରୱା ଚୌଥ୍ ଆଡରେ ଦେଖାଇବାକୁ ନେଇ ବିବାଦ ସୃଷ୍ଟି ହେବା ପରେ ଏହାକୁ ପ୍ରତ୍ୟାହାର କରିନେଇଛି ଡାବର ଇଣ୍ଡିଆ । ଏଫ୍ଏମସିଜି କମ୍ପାନୀ ଡାବର ପକ୍ଷରୁ ଏକ କରୱା ଚୌଥ୍ ଆଡରେ ଦୁଇ ଜଣ…
ଦିପାବଳୀରେ କରନ୍ତୁ ଅନଲିମିଟେଡ Shopping: ମାସେ ପରେ କରିବେ ପେମେଣ୍ଟ;ଏହି ଆପ୍ ଦେଉଛି ଅଫର୍
ନୂଆଦିଲ୍ଲୀ: ଦୀପାବଳିର ଏହି ପାର୍ବଣ ମାହୋଲରେ ଶପିଂ କରିବାକୁ ସମସ୍ତେ ଚାହାନ୍ତି । ତେବେ ପକେଟରେ ପଇସା ନଥିଲେ ଶପିଂ କରିବା ମୁସ୍କିଲ । ଏହି ସମସ୍ୟାର ସମାଧାନ ପାଇଁ ପେଟିଏମ ପକ୍ଷରୁ ଏକ ଅଭିନବ ଉପାୟ ଅଣାଯାଇଛି । ଏହି…
ପ୍ରମୋଦ ଭଗତଙ୍କୁ ଖେଳରତ୍ନ; ନୀରଜ ଚୋପ୍ରାଙ୍କ ସମେତ ୧୧ ଜଣ ମନୋନୀତ
ନୂଆଦିଲ୍ଳୀ: ଓଡ଼ିଶାର ଗର୍ବ ଓ ଗୌରବ ତଥା ପାରା ଅଲିମ୍ପିଆନ ପ୍ରମୋଦ ଭଗତଙ୍କୁ ମିଳିବ ଖେଳରତ୍ନ । ବୁଧବାର କେନ୍ଦ୍ର କ୍ରୀଡା ଓ ଯୁବବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ୧୧ ଜଣ ଖେଳାଳିଙ୍କୁ ଖେଳରତ୍ନ ପାଇଁ ମନୋନୀତ କରାଯାଇଛି ।…