Browsing Category

Top Stories

ତାଲିବାନୀ ଅକ୍ତିଆରରେ ଆଫଗାନିସ୍ତାନ; ଘନିଙ୍କୁ ନେଇ ଘନେଇଲା ବିବାଦ

ଓଡ଼ିଶା ଭାସ୍କର ବ୍ୟୁରୋ: ପୁଣିଥରେ ତାଲିବାନୀ ଶକ୍ତି ଦେଖାଇଲେ। ଆଫଗାନିସ୍ତାନ ରାଜଧାନୀ କାବୁଲକୁ ନିଜ ଅକ୍ତିଆର କରିନେଲେ ତାଲିବାନୀ। କ୍ଷମତା ହସ୍ତାନ୍ତର ପାଇଁ ପ୍ରକ୍ରିୟା ଚାଲିଥିବା ବେଳେ ରାଷ୍ଟ୍ରପତି ଆସ୍ରଫ…

ବିସ୍ଥାପିତ ବସ୍ତିରେ ’ସ୍ଵାଧୀନତା’ର ସଙ୍ଗୀତ ଗାନ, କଟକରେ ଏମିତି ପାଳିଲେ ସମାଜସେବୀ

ଓଡ଼ିଶା ଭାସ୍କର ବ୍ୟୁରୋ: ସାରା ଦେଶ ପାଳିଛି ଏହାର ୭୫ତମ ସ୍ଵାଧୀନତା ଦିବସ। ଖୁବ ହର୍ଷ ଉଲ୍ଲାସର ସହିତ ସବୁଠି ଶୁଭିଛି ଜନ-ଗଣ-ମନ... ସଂଗୀତର ସୁର। ମହାମାରୀ କରୋନା ଲାଗି କଟକଣା ମଧ୍ୟରେ ପାଳିତ ହୋଇଛି ସ୍ଵାଧୀନତାର…

ଡେଙ୍ଗୁ ପାଇଁ BMCର ନୂଆ ଅଭିଯାନ, ଗଡ଼ିଲା ସଚେତନତା ରଥ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ଵରରେ ଡେଙ୍ଗୁ କାୟା ବିସ୍ତାର କରିଚାଲିଛି। ଏହାକୁ ରୋକିବା ପାଇଁ ସହରର ବିଭିନ୍ନ ସ୍ଥାନରେ ଭୁବନେଶ୍ୱର ମହାନଗର ନିଗମ ତରଫରୁ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ହାତକୁ…

ହସଖୁସିରେ ଯାଉଥିଲେ ସ୍ଵାମୀ-ସ୍ତ୍ରୀ, ହଠାତ୍‌ ଫାଟିଗଲା ସ୍କୁଟି ଚକ, ତାପରେ

ଓଡ଼ିଶା ଭାସ୍କର ବ୍ୟୁରୋ: ସେମାନଙ୍କ ଦାମ୍ପତ୍ୟର ଗାଡ଼ି ଭଲ ଚାଲିଥିଲା। ସ୍କୁଟିରେ ବାହାରିଥିଲେ ସ୍ଵାମୀ-ସ୍ତ୍ରୀ। ହେଲେ ହଠାତ୍‌ ବିପଦ ଏମିତି ଆସିବ ବୋଲି କିଏ ଜାଣିଥିଲା! ରାସ୍ତା ମଝିରେ ଫାଟିଗଲା ସ୍କୁଟି ଚକ। ଆଉ ଏହି…

’ଶବକୁ ସମ୍ମାନ’ ଅଭିଯାନ ପାଇଁ ଭଞ୍ଜନଗରର ୪ ଯୁବକଙ୍କୁ ମିଳିଲା ଜିଲ୍ଲାସ୍ତରୀୟ ସମ୍ମାନ

ଓଡ଼ିଶା ଭାସ୍କର ବ୍ୟୁରୋ: ସ୍ୱାଧୀନତା ଦିବସ ସମାରୋହରେ ଭଞ୍ଜନଗର ଅଞ୍ଚଳର ସ୍ଵେଚ୍ଛାସେବୀ ଅନୁଷ୍ଠାନକୁ ମିଳିଛି ଗଞ୍ଜାମ ଜିଲ୍ଲାସ୍ତରୀୟ ସମ୍ମାନ। ମହାମାରୀ କରୋନା ସମୟରେ ‘ଶବକୁ ସମ୍ମାନ’ ଦେବା ପାଇଁ  ‘ହେଲପିଙ୍ଗ…

ତିନିରଙ୍ଗେ ସଜେଇ ହୋଇଛି କମିସନରେଟ୍‌ ପୋଲିସ୍‌ କାର୍ଯ୍ୟାଳୟ, ଲାଗିଛି ଗହଳି

ଓଡ଼ିଶା ଭାସ୍କର ବ୍ୟୁରୋ: ସ୍ଵାଧୀନତା ଦିବସ ପାଇଁ ନୂଆ ରୂପରେ ସଜେଇ ହୋଇଛି କମିସନରେଟ୍‌ ପୋଲିସ୍‌ ମୁଖ୍ୟ କାର୍ଯ୍ୟାଳୟ। ତିରଙ୍ଗା ସମାନ ତିନି ରଙ୍ଗରେ ଆଲୋକମାଳା ଖୁବ୍‌ ଆକର୍ଷଣୀୟ ହୋଇପାରିଛି। ଖାଲି ସେତିକି ନୁହେଁ…

ଦର୍ଶନ ଦେବେ ଶ୍ରୀଜିଉ, ପୁରୀବାସୀ ଉତ୍ସାହିତ

ଓଡ଼ିଶା ଭାସ୍କର ବ୍ୟୁରୋ: ପ୍ରତୀକ୍ଷାର ଅନ୍ତ ଘଟିଲା। ଦର୍ଶନ ଦେବେ ମହାବାହୁ। ସୋମବାରଠୁ ଶ୍ରୀଜିଉଙ୍କୁ ଦର୍ଶନ କରିପାରିବେ ପୁରୀବାସିନ୍ଦା। ଏଥିପାଇଁ ପୁରୀ ପ୍ରଶାସନ ସ୍ୱତନ୍ତ୍ର ନିୟମ କରିଛି। ୱାର୍ଡ ଅନୁସାରେ ଲୋକଙ୍କୁ…

ପୁଣି କରୋନା ଚିନ୍ତା, ନୂଆ ତାଲିକା ପରେ ସାଧାରଣରେ ଭୟ

ଓଡ଼ିଶା ଭାସ୍କର ବ୍ୟୁରୋ: ପ୍ରଥମ ଥର ପାଇଁ ଦୈନିକ କୋଭିଡ ତଥ୍ୟରେ ନୂଆ ତାଲିକା ପ୍ରକାଶ ପାଇଛି। ୧୮ ବର୍ଷରୁ କମ୍ ବୟସର କରୋନା ସଂକ୍ରମିତଙ୍କ ତଥ୍ୟ ଦେଇଛନ୍ତି ରାଜ୍ୟ ସରକାର। ୧୩୮ ଜଣ ଶିଶୁ ଓ କିଶୋର କରୋନା ପଜିଟିଭ…

ତାଲିବାନ ଅକ୍ତିଆରରେ ଆଉ ଏକ ଅଞ୍ଚଳ; ଜାଣନ୍ତୁ

ଓଡ଼ିଶା ଭାସ୍କର ବ୍ୟୁରୋ: ଆଫଗାନିସ୍ତାନରେ ତାଲିବାନୀଙ୍କ ଆତଙ୍କ ଜାରି ରହିଛି। ଜଣେ ତାଲିବାନୀ କହିବା ଅନୁସାରେ ମାଓବାଦୀମାନେ କାବୁଲର ପଶ୍ଚିମ ଦିଗର ଏକ ପ୍ରମୁଖ ପ୍ରାଦେଶିକ ରାଜଧାନୀକୁ ନିଜ ଅକ୍ତିଆରକୁ ନେଇଛନ୍ତି।…

‘ସଂସଦରେ ଉପଯୁକ୍ତ ବିତର୍କ ହୋଇପାରୁନି’; କ୍ଷୋଭ ପ୍ରକାଶ କଲେ ପ୍ରଧାନ ବିଚାରପତି

ଓଡ଼ିଶା ଭାସ୍କର ବ୍ୟୁରୋ: ସଂସଦରେ ଉପଯୁକ୍ତ ବିତର୍କର ଅଭାବ ରହିଛି। ଗଠନମୂଳକ ଆଲୋଚନା ହୋଇପାରୁନି। ଏହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ପ୍ରଧାନ ବିଚାରପତି ଏନଭି ରମଣା। ସୁପ୍ରିମକୋର୍ଟରେ ସ୍ୱାଧୀନତା ଦିବସ ପାଳନ…