CHARIDHAM
Browsing Category

Top Stories

ମମିତା ମର୍ଡର୍ କେସ୍: ଚର୍ଚ୍ଚାକୁ ଆସିଲା ରୁମ୍ ନମ୍ବର ୨୦

କଳାହାଣ୍ଡି(ଓଡ଼ିଶା ଭାସ୍କର): କଳାହାଣ୍ଡି ମହାଲିଙ୍ଗ ସନସାଇନ୍ ପବ୍ଲିକ୍ ସ୍କୁଲ ଶିକ୍ଷୟତ୍ରୀ ମମିତା ମେହେର ହତ୍ୟା ଘଟଣାରେ ଅଭିଯୁକ୍ତ ଗୋବିନ୍ଦ ସାହୁ ଧରାପଡିଥିବା ବେଳେ ଏବେ ତାକୁ ରିମାଣ୍ଡରେ ନେଇ ପଚରାଉଚରା କରୁଛି…

ଯୁବକ ଅର୍ଡର କରିଥିଲେ iPhone, ମାତ୍ର ବାକ୍ସ ଭିତରୁ ବାହାରିଲା ଭିମ୍ ବାର ଓ ୫ ଟଙ୍କିଆ କଏନ୍

ନୂଆଦିଲ୍ଲୀ: ଆଜିକାଲି ଇ-କମର୍ସ ୱେବସାଇଟରୁ କୌଣସି ଜିନିଷ ଅର୍ଡର କଲେ ଭୁଲ ସାମଗ୍ରୀ ଘରେ ପହଞ୍ଚୁଥିବା ଏକ ସାମାନ୍ୟ କଥା ହୋଇଗଲାଣି । ତେବେ କେରଳରେ ଜଣେ ଯୁବକଙ୍କ ସହିତ ଏପରି ଏକ ଅଜବ ଘଟଣା ଘଟିଛି । ଯୁବକ ଜଣଙ୍କ…

ATMରୁ ଫଟା ନୋଟ୍ ବାହାରିଲେ କେମିତି କରିବେ ଏକ୍ସଚେଞ୍ଜ? ଜାଣନ୍ତୁ କ’ଣ ଉପାୟ କହିଲା SBI

ନୂଆଦିଲ୍ଲୀ: ଟଙ୍କା ବାହାର କରିବାକୁ ଅଧିକାଂଶ ଲୋକେ ଏଟିଏମର ବ୍ୟବହାର କରିଥାନ୍ତି । ଏପରି ପରିସ୍ଥିତିରେ ଅନେକ ଥର ଏଟିଏମରୁ ଫଟା ନୋଟ୍ ବାହାରିଥାଏ । ଫଟା ନୋଟକୁ ଦେଖି ଲୋକମାନଙ୍କର ସମସ୍ୟା ବଢ଼ିଯାଏ । ଯଦି ଆପଣଙ୍କ…

Cryptocurrencyରେ ରହିଛି ଏହିସବୁ ଡାର୍କ ସିକ୍ରେଟ୍, ନିବେଶ ପୂର୍ବରୁ ନିଶ୍ଚୟ ଜାଣିରଖନ୍ତୁ

ଯଦି ଆପଣ କ୍ରିପ୍ଟୋକରେନ୍ସିରେ ନିବେଶ କରିବାକୁ ଚାହୁଁଛନ୍ତି, ତେବେ ପ୍ରଥମେ ଏହା ବିଷୟରେ ସବିଶେଷ ତଥ୍ୟ ଜାଣିବା ନିହାତି ଦରକାର । ଆଜିକାଲି ବିଟକଏନ, ଇଥିରିୟମ ଭଳି ଅନେକ କ୍ରିପ୍ଟୋକରେନ୍ସି ଦ୍ରୁତଗତିରେ ବଢ଼ିବାରେ…

ମମିତା ମେହେରଙ୍କ ଘରେ ମହିଳା କମିଶନ ଅଧ୍ୟକ୍ଷା

କଳାହାଣ୍ଡି(ଓଡ଼ିଶା ଭାସ୍କର): କଳାହାଣ୍ଡି ମହାଲିଙ୍ଗ ସନସାଇନ୍ ପବ୍ଲିକ୍ ସ୍କୁଲ ଶିକ୍ଷୟତ୍ରୀ ମମିତା ମେହେର ହତ୍ୟା ଘଟଣାରେ ଅଭିଯୁକ୍ତ ଗୋବିନ୍ଦ ସାହୁ ଧରାପଡିଥିବା ବେଳେ ଏବେ ତାକୁ ରିମାଣ୍ଡରେ ନେଇ ପଚରାଉଚରା କରୁଛି…

କୋଭିଡ ଯୋଗୁଁ ଭାରତରେ ୨ ବର୍ଷ କମିବ ଆୟୁଷ: ଅଧ୍ୟୟନରୁ ଖୁଲାସା

ନୂଆଦିଲ୍ଲୀ: କରୋନା ମହାମାରୀ ଯୋଗୁଁ ଲୋକମାନଙ୍କ ଜୀବନଶୈଳୀ ବିଶେଷ ଭାବେ ପ୍ରଭାବିତ ହୋଇଛି । ଏକ ନୂଆ ଅଧ୍ୟୟନରୁ ଜଣାପଡିଛି ଯେ, କୋଭିଡ ଯୋଗୁଁ ଭାରତରେ ଅତି କମରେ ୨ ବର୍ଷ ଆୟୁଷ ହ୍ରାସ ପାଇବ । ମୁମ୍ବାଇ ଡେଓନାର…

ଆଜି ଚିହ୍ନଟ ହେଲେ ୪୪୧ ପଜିଟିଭ୍, ୪ ଜଣଙ୍କ ଜୀବନ ଗଲା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଅଧିକାଂଶ ଜିଲ୍ଲା ଏବେ କରୋନା କବଳରୁ ମୁକ୍ତ ହେବାରେ ଲାଗିଛି । ରାଜ୍ୟରେ କିଛିଦିନ ଦୈନିକ ସଂକ୍ରମଣ ୫ ଶହ ତଳେ ରହିବା ପରେ ପୁଣି ଥରେ ୬ ଶହ ପାର କରିଥିଲା । ତେବେ ଖୋର୍ଦ୍ଧା…

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ୭୭ ଲକ୍ଷ କିଷାନଙ୍କ ଖାତାକୁ ଆଜି ଟ୍ରାନ୍ସଫର ହେବ ୧୫୪୦ କୋଟି, ଜାଣନ୍ତୁ କେଉଁଠି

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ କିଷାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି । ୭୭ ଲକ୍ଷ କିଷାନଙ୍କ ଖାତାକୁ ୧୫୪୦ କୋଟି ଟ୍ରାନ୍ସଫର କରାଯିବା ନେଇ ଏକ କାର୍ଯ୍ୟକ୍ରମର ଆୟୋଜନ…

OAS ସ୍ତରରେ ଅଦଳବଦଳ, ଲକ୍ଷ୍ମୀଧର ସାହୁ ହେଲେ ବେଗୁନିଆ ବିଡିଓ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍) ଅଧିକାରୀ ସ୍ତରରେ ଏକ ଛୋଟ ଧରଣର ଅଦଳବଦଳ କରାଯାଇଛି । ରାଜ୍ୟର ୬ ବ୍ଲକରେ ନୂଆ ବିଡିଓଙ୍କୁ ନିଯୁକ୍ତି ଦିଆଯାଇଛି । ସୁନିଲ ମେହେରଙ୍କୁ ବରଗଡ଼ ଜିଲ୍ଲାର…

ରାଶିଫଳ(ଶନିବାର,୨୩ ଅକ୍ଟୋବର,୨୦୨୧)

ମେଷ - ଶୁଭଦିନ ରହିବ ସମୟ ସାଥ ଦେବ ମନମୁତାବକ ପରିବେଷ ମଧ୍ୟରେ ଦିନ କଟିବ, ମାନ ସମ୍ମାନ,ଟଙ୍କାପଇସା କ୍ଷେତ୍ରରେ ଶୁଭଫଳ ମିଳିବ, କୌଣସି ଦିଗରୁ କର୍ମ ସମ୍ବନ୍ଧିୟ ଶୁଭ ଖବର ମିଳିବ, ଶୁଭସମୟ ରହିବ ଫଳରେ ମାନସିକ ସ୍ତରରେ…