Browsing Category
Top Stories
Police ବିଭାଗକୁ ପେଟ ଅଡ଼ୁଆ, ଦୌଡ଼ୁ ଦୌଡ଼ୁ ପଡ଼ିଗଲେ ଇନ୍ସପେକ୍ଟର
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ‘ବିଦା ହେବେ ପେଟୁଆ ପୋଲିସ । ପେଟ କମାଅ, ଫିଟନେସ୍ ରଖ । ଫିଟନେସ୍ ନଥିଲେ ଚାକିରିରେ ରହିପାରିବ ନାହିଁ ।’ ପୂର୍ବରୁ ଡିଜିପି ରାଜ୍ୟର ସମସ୍ତ ପୋଲିସଙ୍କୁ ଏପରି ତାଗିଦ୍ କରିଥିଲେ ।…
ପଶ୍ଚିମ ଆଫ୍ରିକାରୁ ମିଳିଲା ମାରାତ୍ମକ ମାରବର୍ଗ ଭାଇରସର ପ୍ରଥମ ମାମଲା, ସତର୍କ କଲା ଡବ୍ଲୁଏଚଓ
ନୂଆଦିଲ୍ଲୀ: ବିଶ୍ୱ ଏବେ କରୋନା ସହ ଲଢ଼େଇ କରୁଥିବା ବେଳେ ସାମ୍ନାକୁ ଆସିଛି ଆଉ ଏକ ମାରାତ୍ମକ ଭାଇରସ୍ । ଗୁଇନିଆରେ ମାରବର୍ଗ ଭାଇରସ୍ ବ୍ୟାପୁଥିବା ନେଇ ସୂଚନା ଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ବା ଡବ୍ଲୁଏଚଓ ।…
ଏଣିକି SHGଙ୍କୁ ବିନା ଗ୍ୟାରେଣ୍ଟିରେ ଦିଆଯିବ ୨୦ ଲକ୍ଷ Loan, RBIର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି
ନୂଆଦିଲ୍ଲୀ: ଏଣିକି ସେଲ୍ଫ ହେଲପ୍ ଗ୍ରୁପ (ଏସଏଚଜି)ଙ୍କୁ ୨୦ ଲକ୍ଷ ପର୍ଯ୍ୟନ୍ତ ବିନା ଗ୍ୟାରେଣ୍ଟିରେ ଲୋନ୍ ପ୍ରଦାନ କରାଯିବ । ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପକ୍ଷରୁ ଏନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି…
ରାଜ୍ୟରୁ ପୁଣି ୬୪ ଜୀବନ ନେଲା କରୋନା, ଜାଣନ୍ତୁ କେଉଁଠୁ କେତେ
ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କରୋନା ମୃତ୍ୟୁକୁ ନେଇ ପ୍ରଶାସନ ଓ ଜନସାଧାରଣ ଆଶଙ୍କା ମଧ୍ୟରେ ରହିଛନ୍ତି । ଗତ କିଛି ଦିନ ହେଲା କରୋନା ମୃତ୍ୟୁସଂଖ୍ୟା ୬୦ ତଳକୁ ଖସିବାର ନାଁ ଧରୁନାହିଁ । ମୃତ୍ୟୁ କ୍ଷେତ୍ରରେ…
ପାକିସ୍ତାନରେ ୮ ବର୍ଷର ହିନ୍ଦୁ ବାଳକକୁ ଦିଆଯାଇପାରେ ଫାଶୀଦଣ୍ଡ, ଏହା ହେଉଛି କାରଣ
ଇସଲାମାବାଦ: ପାକିସ୍ତାନର ଜଣେ ୮ ବର୍ଷର ହିନ୍ଦୁ ବାଳକକୁ ମୃତ୍ୟୁଦଣ୍ଡର ସାମ୍ନାକୁ କରିବାକୁ ପଡିପାରେ । ତେବେ ଇର୍ଶାନିନ୍ଦା ଅଧୀନରେ ବାଳକ ବିରୋଧରେ ଏକ ମାମଲା ରୁଜୁ ହୋଇଛି ଯେଉଁଥିରେ ଦୋଷୀଙ୍କୁ ସଜା-ଏ-ମୌତ୍ ବା…
ପୁଣି ଦୈନିକ ସଂକ୍ରମଣ ହଜାରେ ଟପିଲା: ଆଜି ୧୦୪୧ ପଜିଟିଭ୍, ଜାଣନ୍ତୁ କେଉଁଠୁ କେତେ
ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କ୍ରମଶଃ କରୋନାର ସ୍ଥିତି ସ୍ୱାଭାବିକ ହେବାରେ ଲାଗିଥିଲେ ହେଁ ଆଶଙ୍କା ହଟିନାହିଁ । ତେଣୁ ଏହାକୁ ନଜରରେ ରଖି ବିଏମସି ପକ୍ଷରୁ ରାଜଧାନୀ ଭୁବନେଶ୍ୱରର ସମସ୍ତ ସରକାରୀ ଓ…
ଭିଜିଲାନ୍ସ ଜାଲରେ ଟେକ୍ନିକାଲ କନ୍ସଲଟାଣ୍ଟ
କେନ୍ଦୁଝର(ଓଡ଼ିଶା ଭାସ୍କର): ଭିଜିଲାନ୍ସ ଜାଲରେ ଫସିଛନ୍ତି ଟେକନିକାଲ କନ୍ସଲଟାଣ୍ଟ । କେନ୍ଦୁଝର ଜିଲ୍ଲା ଯୋଡା ବ୍ଲକ୍ ଟେକନିକାଲ କନ୍ସଲଟାଣ୍ଟଙ୍କ ଘରେ ଭିଜିଲାନ୍ସ ରେଡ୍ ହୋଇଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ…
୭୯ଟି ଗାଁରେ ଜିକା ଭାଇରସର ଆତଙ୍କ, ଜାଣନ୍ତୁ କିପରି ବ୍ୟାପୁଛି
ମୁମ୍ବାଇ: ମହାରାଷ୍ଟ୍ରରେ କରୋନା ଭାଇରସ ବିପଦ ପରେ ଏବେ ଜିକା ଭାଇରସର ଆତଙ୍କ ଦେଖାଦେଇଛି । ପୁଣେ ଜିଲ୍ଲାର ଜିକା ଭାଇରସର ପ୍ରଥମ ମାମଲା ସାମ୍ନାକୁ ଆସିବା ପରେ ଆକ୍ସନ ମୋଡକୁ ଆସିଛି ପ୍ରଶାସନ । ୭୯ଟି ଗାଁରେ ଏହି ଜିକା…
୨ ହଜାର ପାକିସ୍ତାନୀ ସୈନ୍ୟଙ୍କ ଝାଳ ବାହାର କରିଦେଇଥିଲେ ୧୨୦ ଭାରତୀୟ ଯବାନ; Battle of longewala
ନୂଆଦିଲ୍ଲୀ: ଭାରତୀୟ ଯବାନଙ୍କ ବୀରତ୍ୱର କାହାଣୀ ସର୍ବଦା ଦେଶକୁ ଅନୁପ୍ରାଣିତ କରିଥାଏ । ଏପରି ଏକ ଘଟଣା ଘଟିଥିଲା ୧୯୭୧ ମସିହାରେ । ଡିସେମ୍ବର ୪, ୧୯୭୧ ମସିହାରେ ମାତ୍ର ୧୨୦ ଜଣ ଭାରତୀୟ ଯବାନ ଅଦମ୍ୟ ସାହସର…
ସକାଳେ ଏହିପରି ଭାବରେ ପିଅନ୍ତୁ ତୁଳସୀ ପାଣି, ଦୂରରେ ରହିବ ଅନେକ ରୋଗ
ଆମେ ସମସ୍ତେ ଆମର ଗୁରୁଜନମାନଙ୍କଠାରୁ ଶୁଣିଛନ୍ତି ତୁଳସୀ ପତ୍ର ସ୍ୱାସ୍ଥ୍ୟ ପ୍ରତି ଅତ୍ୟନ୍ତ ଲାଭଦାୟକ ଏବଂ ଏହାକୁ ପ୍ରତିଦିନ ଖାଇବା ଉଚିତ୍ । ଏହା କେବଳ ଥଣ୍ଡା ଏବଂ କାଶକୁ ଦୂରେଇ ରଖେ ନାହିଁ, ବରଂ ଏହା ଆମ ରୋଗ…