Browsing Category

Top Stories

ସାମ୍ବାଦିକ ସମ୍ମିଳନୀରେ କାନ୍ଦି ପକାଇଲେ ମେସି; ୨୧ ବର୍ଷ ପରେ ଛାଡିଲେ ବାର୍ସେଲୋନା

ନୂଆଦିଲ୍ଲୀ: ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଫୁଟବଲର ଲିଓନେଲ ମେସି ବାର୍ସେଲୋନା ପାଇଁ ନିଜର ଅନ୍ତିମ ସାମ୍ବାଦିକ ସମ୍ମିଳନୀରେ କାନ୍ଦି ପକାଇଛନ୍ତି । ଦୀର୍ଘ ୨୧ ବର୍ଷର ସମ୍ପର୍କ ଛିନ୍ନ ହେଉଥିବା ବେଳେ ବାର୍ସେଲୋନା ପାଇଁ…

ଦେଶଭକ୍ତି ଭରା ୨୦ଟି ହିନ୍ଦୀ ଗୀତ, ଶୁଣି ଶୁଣାନ୍ତୁ…

ଓଡ଼ିଶା ଭାସ୍କର ବ୍ୟୁରୋ: ଦେଶ ସ୍ୱାଧୀନତାର ଗାଥା ଓ ବ୍ୟଥାକୁ ନେଇ ଅନେକ ଚଳଚ୍ଚିତ୍ର ପ୍ରସ୍ତୁତ ହୋଇଛି । ସେହିପରି ଅନେକ ଦେଶାତ୍ମବୋଧକ ଗୀତ-ସଂଗୀତ ମନପ୍ରାଣକୁ ଉଲ୍ଲସିତ କରିଥାଏ । ବ୍ରିଟିଶ୍ ଶାସନ କାଳର କରୁଣ ଦୃଶ୍ୟ ଓ…

SCBରେ ଏକାସଙ୍ଗେ ମହିଳା ଜନ୍ମକଲେ ୪ ଶିଶୁକନ୍ୟା; ଖୁସି ଜଣାଇଲେ ସବ୍ୟସାଚୀ

ଓଡ଼ିଶା ଭାସ୍କର ବ୍ୟୁରୋ: ଓଡ଼ିଶା ଇତିହାସରେ ଘଟିଲା ବିରଳ ଘଟଣା। ଏକା ସଙ୍ଗେ ମହିଳା ଜନ୍ମଦେଲେ ୪ ନବଜାତଙ୍କୁ । ଆଉ ମାମୁ ବନିଛନ୍ତି ସବ୍ୟସାଚୀ । ଘଟଣା ଅନୁଯାୟୀ କିଛି ଦିନ ତଳେ ଭଞ୍ଜନଗର -ଶରଣକୁଳ ଅଞ୍ଚଳର ଜଣେ ମହିଳା…

ମଙ୍ଗଳ ଗ୍ରହରେ ୧ ବର୍ଷ ବିତେଇବାକୁ ଚାହୁଁଛନ୍ତି କି? ଏହି ଲୋକମାନେ କରନ୍ତୁ ଆବେଦନ

ନୂଆଦିଲ୍ଲୀ: ନାସା ମଙ୍ଗଳ ଗ୍ରହ ପରି ସ୍ଥାନରେ ଗୋଟିଏ ବର୍ଷ ବିତାଇବା ପାଇଁ ଚାରି ଲୋକଙ୍କ ଆବେଦନ ମଗାଇଛି ଆମେରିକା ଅନ୍ତରୀକ୍ଷ ଏଜେନ୍ସି । ଅନ୍ତରୀକ୍ଷ ଯାତ୍ରୀଙ୍କୁ ମଙ୍ଗଳ ଗ୍ରହକୁ ପଠାଇବା ପୂର୍ବରୁ ସେମାନଙ୍କୁ…

ବାହାଘର ଖୁସିରେ ଉଛୁଳି ପଡୁଥିଲା ଘର, ଗୋଟିଏ ମିନିଟରେ ସବୁ ସରିଗଲା, ବିଦ୍ୟୁତ୍ ଆଘାତରେ ଚାଲିଗଲା ବରର ଜୀବନ

ନୂଆଦିଲ୍ଲୀ: ବିବାହ ହେଉଛି ଜୀବନର ଏକ ଖୁବ୍ ସୁନ୍ଦର ମୁହୁର୍ତ୍ତ । ଯାହାକୁ ପ୍ରତିଟି ବ୍ୟକ୍ତି ସ୍ମରଣୀୟ କରିବାକୁ ଚାହେଁ । ତେବେ ବିବାହ ପରେ ଏବଂ ପୂର୍ବରୁ କପଲ୍ ମାନେ ଫଟୋସୁଟ୍ କରିଥାନ୍ତି । ଏବେ ଏକ ଏପରି ମାମଲା…

ଦେଶବିଦେଶରେ ମହକିବ ‘କୋରାପୁଟ କଫି’

କୋରାପୁଟ ଜିଲ୍ଲାର ଏକ ନିର୍ଦ୍ଧିଷ୍ଟ ଅଞ୍ଚଳରେ ଉତ୍ପାଦନ ହେଉଥିବା ‘କୋରାପୁଟ କଫି' ଦେଶବିଦେଶର କୋଣଅନୁକୋଣରେ ନିଜର ଉପସ୍ଥିତି ଜାହିର କରିବାକୁ ଯାଉଛି। ରାଜ୍ୟର କଫି ଚାଷୀଙ୍କ ଉନ୍ନତି ଓ ସମୃଦ୍ଧି ପାଇଁ ଟିଡିସିସିଓଏଲର…

୧୩ ଦିନ ପରେ ନୀରଜ ଚୋପ୍ରା କଲେ ପ୍ରଥମ ଟୁଇଟ୍, ଏପରି ଜାହିର୍ କଲେ ପଦକ ହାସଲ କରିବାର ଖୁସି

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ହାସଲ କରି ଇତିହାସ ସୃଷ୍ଟି କରିଥିବା ଭାରତୀୟ ଜାଭଲିନ୍ ଥ୍ରୋ ଖିଲାଡି ନୀରଜ ଚୋପ୍ରା ୧୩ ଦିନ ପରେ ପ୍ରଥମ ଟୁଇଟ୍ କରିଛନ୍ତି। ଏହି ଟୁଇଟରେ ନୀରଜ ସମସ୍ତଙ୍କୁ ଧନ୍ୟବାଦ…

ଉଦଯାପିତ ହେଲା ଟୋକିଓ-୨୦୨୦; ତିରଙ୍ଗା ଧରିଲେ ବଜରଙ୍ଗ ପୁନିଆ

ନୂଆଦିଲ୍ଲୀ: ଦୀର୍ଘ ୧୬ ଦିନ ଧରି ଆୟୋଜିତ ହେବା ପରେ ସମାପିତ ହୋଇଛି ଟୋକିଓ ୨୦୨୦ । କରୋନା କାରଣରୁ ଏକ ବର୍ଷ ବିଳମ୍ବରେ ହୋଇଥିବା ଏହି ଅଲିମ୍ପିକ୍ସରେ ସମଗ୍ର ବିଶ୍ୱର ୧୧ ହଜାର କ୍ରୀଡାବିତ ଅଂଶଗ୍ରହଣ କରିଥିଲେ । ଏହି…

ଚର୍ଚ୍ଚାରେ ଭାରତର ପ୍ରଥମ Electric Supercar, ଜାଣନ୍ତୁ ଏହା ସହ ଜଡ଼ିତ ୩ ଖାସ୍ କଥା

ନୂଆଦିଲ୍ଲୀ: ଦେଶରେ ଇଲେକ୍ଟ୍ରିକ ବାହନର ଚାହିଦା ବୃଦ୍ଧି ପାଇବାରେ ଲାଗିଛି । ବିଭିନ୍ନ ଇଲେକ୍ଟିକ ଯାନ ନିର୍ମାତା ନୂଆ ନୂଆ ଇଲେକ୍ଟ୍ରିକ କାର ଏବଂ ସ୍କୁଟର ଲଞ୍ଚ କରୁଛନ୍ତି । ଏହି ପରିପେକ୍ଷୀରେ ଭାରତୀୟ ଇଲେକ୍ଟ୍ରିକ…

ଘରୋଇ କର୍ମଚାରୀଙ୍କ ପାଇଁ ଖୁସିଖବର; ୨ ଟଙ୍କା ନିବେଶ କରି ଅବସର ପରେ ପାଇବେ ୩୬ ହଜାର

ନୂଆଦିଲ୍ଳୀ: ସରକାରୀ କର୍ମଚାରୀ ମାନେ ନିଜ ଅବସର ଯୋଜନାକୁ ନେଇ ଏତେ ମାତ୍ରାରେ ଚିନ୍ତିତ ନଥାନ୍ତି ମାତ୍ର ଘରୋଇ କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତି ଏହାକୁ ନେଇ ଚିନ୍ତାରେ ରହିଥାନ୍ତି । ତେବେ କେନ୍ଦ୍ର ସରକାରଙ୍କ…