fbpx
BSKY SKY
BSKY SKY
Browsing Category

Top Stories

+୨ ପରୀକ୍ଷାରେ ସଂସ୍କାର, ପ୍ରଥମ ବର୍ଷରେ ପାସ୍ ଜରୁରୀ

ଭୁବନେଶ୍ୱର,୧୪ ।୧(ଓଡିଶା ଭାସ୍କର): +୨ ପରୀକ୍ଷା ବ୍ୟବସ୍ଥାରେ ଆଉ ଏକ ସଂସ୍କାର ଅଣାଯାଇଛି । ଏଣିକି +୨ ପ୍ରଥମ ବର୍ଷ ପରୀକ୍ଷାରେ ଫେଲ୍ ହେଲେ ଦ୍ୱିତୀୟ ବର୍ଷକୁ ଉନ୍ନତୀ କରିପାରିବେନି ଛାତ୍ରଛାତ୍ରୀ । ୨ୟ ବର୍ଷକୁ ଯିବା…

ନିର୍ଭୟା ମାମଲା, କ୍ୟୁରେଟିଭ ପିଟିସନ ଆବେଦନ ଖାରଜ

ନୂଆଦିଲ୍ଲୀ, ୧୪ା୧: ନିର୍ଭୟା ମାମଲାରେ ଆଜି କ୍ୟୁରେଟିଭ ପିଟିସନ ଆବେଦନ ଉପରେ ଶୁଣାଣି ହୋଇଛି । ଚାରି ଦୋଷୀଙ୍କ ମଧ୍ୟରୁ ଦୁଇ ଦୋଷୀ କ୍ୟୁରେଟିଭ ପିଟିସନ ଆବେଦନ କରିଥିଲେ । ବିନୟ ଓ ମୁକେଶ ଆବେଦନ କରିଥିଲେ କ୍ୟୁରେଟିଭ…

ମାଇକେଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

ଭୁବନେଶ୍ୱର, ୧୪ା୧(ଓଡ଼ିଶା ଭାସ୍କର): ମାଇକେଲ ଦେବବ୍ରତ ପାତ୍ରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡ଼ିଆ ଭାବେ ଆରବିଆଇ ଡ଼େପୁଟି ଗଭର୍ଣ୍ଣର ହୋଇଥିବାରୁ ଶୁଭେଚ୍ଛା ଜଣାଇଛନ୍ତି । ବିରଳ…

ଆସନ୍ତା ୧୬ରୁ ବିଦ୍ୟୁତ କାଟ୍

ଭୁବନେଶ୍ୱର, ୧୪ା୧(ଓଡ଼ିଶା ଭାସ୍କର): ଆସନ୍ତା ୧୬ରୁ ବିଦ୍ୟୁତ କାଟ ହେବ । ବିଲ୍ ଦେଇନଥିବା ବ୍ୟବସାୟିକ ପ୍ରତିଷ୍ଠାନର ବିଜୁଳି କଟିବ । କ୍ଷମତା ଥାଇ ବିଲ ପୈଠ କରିନଥିବା ଉପଭୋକ୍ତାଙ୍କ ବିଜୁଳି କାଟିବ । ବିଦ୍ୟୁତ କାଟ୍…

ବ୍ୟାଟିଂ କରିବ ଭାରତ

ମୁମ୍ବାଇ, ୧୪ା୧: ମୁମ୍ବାଇରେ ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଦିନିକିଆ ମ୍ୟାଚ ଖେଳାଯିବ । ଟସ୍ ଜିତି ଅଷ୍ଟ୍ରେଲିଆ ଫିଲ୍ଡିଂ କରିବା ନିଷ୍ପତ୍ତି ନେଇଛି । ତେବେ ପ୍ରଥମେ ବ୍ୟାଟିଂ କରିବ ଭାରତ ।

ହିମସ୍ଖଳନ ଯୋଗୁଁ ୩ଯବାନ ସହିଦ

ଜାମ୍ମୁକାଶ୍ମୀର, ୧୪ା୧: ଜାମ୍ମୁ ଓ କାଶ୍ମୀରରେ ଗତ ୪୮ଘଣ୍ଟା ଧରି ବରଫପାତ ଜାରି ରହିଛି । ଏନେଇ ଉତ୍ତର କାଶ୍ମୀରରେ ବିଭିନ୍ନ ସ୍ଥାନରେ ହିମସ୍ଖଳନ ହୋଇଛି । ଯାହାଫଳରେ ୩ଜଣ ଯବାନ ପ୍ରାଣ ହରାଇଛନ୍ତି । ବହୁ ଯବାନ ଉଦ୍ଧାର…

ଅତ୍ୟାଧୁନିକ ସମ୍ମିଳନୀ ଗୃହ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୪ ।୧(ଓଡିଶା ଭାସ୍କର): ଲୋକସେବା ଭବନରେ ଅତ୍ୟାଧୁନିକ ସମ୍ମିଳନୀ ଗୃହ ଉଦଘାଟିତ ହୋଇଯାଇଛି । ଏହି ସମ୍ମିଳନୀ ଗୃହକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସମ୍ମିଳନୀ ଗୃହ ସୌର ଶକ୍ତିରେ…

ପୁରୀରେ ମନମୋହନଙ୍କ ଶେଷକୃତ୍ୟ ସମ୍ପନ୍ନ

ପୁରୀ,୧୪ ।୧(ଓଡିଶା ଭାସ୍କର): ପଞ୍ଚମହାଭୂତରେ ବିଲୀନ ହେଲା ବିଶିଷ୍ଟ ଫିଲ୍ମ ନିର୍ମାତା ଓ ନିର୍ଦ୍ଦେଶକ ମନମୋହନ ମହାପାତ୍ରଙ୍କ ପାର୍ଥିବ ଶରୀର । ପୁରୀ ସ୍ୱର୍ଗଦ୍ୱାରରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ…