Browsing Category

Top Stories

ଚନ୍ଦ୍ରପୃଷ୍ଠରେ ‘ବାହୁବଳି’ ପ୍ରଥମେ ପହଞ୍ଚି ଥିଲେ; ପିଲା ଉତ୍ତର ଦେଇ ପାଇଲା ଫୁଲ୍ ମାର୍କ

ଓଡ଼ିଶା ଭାସ୍କର ବ୍ୟୁରୋ: ସୋସିଆଲ୍ ମିଡିଆରେ ଅନେକ ସମୟରେ ଏମିତି କିଛି ଭାଇରାଲ୍ ହେଉଛି, ଯାହାକୁ ଦେଖିବା ପରେ ଲୋକଙ୍କ ଭିତରେ ରହିଥିବା ଲୁକ୍କାୟିତ ପ୍ରତିଭା ଜାଣି ଅନ୍ୟମାନେ ଆଶ୍ଚର୍ଯ୍ୟ ହେଉଛନ୍ତି । ଠିକ୍ ସେହିଭଳି…

ମାଟ୍ରିକ ରେଜଲ୍ଟ ପରେ +୨ ନାମଲେଖା, ସିଟ୍ ବୃଦ୍ଧି ନେଇ ଏପରି କହିଲେ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ମାଟ୍ରିକର ଅଫଲାଇନ୍ ପରୀକ୍ଷା ପରେ ଏବେ +୨ ଆଡମିଶନକୁ ଅନାଇ ବସିଛନ୍ତି ଛାତ୍ରଛାତ୍ରୀ । ଏହାରି ମଧ୍ୟରେ +୨ ଆଡମିଶନକୁ ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା…

କାନରେ ଫାଟିଗଲା Bluetooth, ଚାଲିଗଲା ଜୀବନ

ଓଡ଼ିଶା ଭାସ୍କର ବ୍ୟୁରୋ: ଏଣିକି Bluetooth ଇଅର୍ ଫୋନ୍ ଲଗାଉଥିଲେ ପୂରା ସତର୍କ ହୋଇଯାଆନ୍ତୁ । କାରଣ କେତେବେଳେ ଏହା ବିସ୍ଫୋରଣ ମଧ୍ୟ ହୋଇପାରେ । ଏଭଳି ଏକ ଦୁର୍ଘଟଣା ଘଟି ଜଣେ ଯୁବକଙ୍କ ପ୍ରାଣ ଚାଲିଯାଇଛି ।…

ସୁନ୍ଦରଗଡ଼ ଗସ୍ତରେ ମୁଖ୍ୟ ଶାସନ ସଚିବ ଓ 5T ସଚିବ

ସୁନ୍ଦରଗଡ଼ (ଓଡ଼ିଶା ଭାସ୍କର): ସୁନ୍ଦରଗଡ଼ ଗସ୍ତରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । ମୁଖ୍ୟ ଶାସନ ସଚିବଙ୍କ ସହ ଅଛନ୍ତି 5 T ସଚିବ ଭି କେ ପାଣ୍ଡିଆନ୍, ଏନଏଚଏମ ମିଶନ ନିର୍ଦ୍ଦେଶିକା ଶାଲିନୀ ପଣ୍ଡିତ ଓ…

SCBରେ ଅଗଷ୍ଟ ୧୫ରୁ ଆରମ୍ଭ ହେବ ଇକମୋ ସେବା

କଟକ(ଓଡ଼ିଶା ଭାସ୍କର): ରାଜ୍ୟରେ ଅଗଷ୍ଟ ୧୫ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଇକମୋ ସେବା । ଏନେଇ ସୂଚନା ଦେଇଛନ୍ତି ଡିଏମଇଟି ସିବିକେ ମହାନ୍ତି । ୧୫ରୁ କଟକ ଏସସିବିରେ ଇକମୋ ସେବା ଉପଲବ୍ଧ ହେବ । ଏନେଇ ପ୍ରସ୍ତୁତି ଶେଷ…

ବେଲଗାମ୍ ଘୋଡ଼ାକୁ କଣ୍ଟ୍ରୋଲ କରିବା ନିହାତି ଦରକାର, ଯୋଗୀ କାହାକୁ ଏପରି କହିଲେ?

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଏକ ବୟାନକୁ ନେଇ ଖୁବ୍ ଚର୍ଚ୍ଚା ହେଉଛି । ସୋସିଆଲ ମିଡିଆକୁ ଯୋଗୀ ଏକ ବେଲଗାମ୍ ଘୋଡ଼ା ବୋଲି ଆକ୍ଷେପ କରିଛନ୍ତି । ଏଥିସହ ଏହାକୁ…

ଅଳ୍ପକେ ପଦକ ହରାଇଲେ ଅଦିତି, ତଥାପି ଅଲିମ୍ପିକ୍ସରେ ରଚିଲେ ଇତିହାସ

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ଗଲ୍ଫର୍ ଅଦିତି ଅଶୋକ ଇତିହାସ ସୃଷ୍ଟି କରିବାରେ ବଞ୍ଚିତ ହୋଇଛନ୍ତି । ଅଳ୍ପକେ ପଦକ ହାତଛଡା କରିଛନ୍ତି ଅଦିତି । ମହିଳା ଏକକ ଷ୍ଟ୍ରୋକ ପ୍ଲେ’ରେ ସେ ଚତୁର୍ଥ ସ୍ଥାନରେ…

ଏମାନେ ହେଉଛନ୍ତି ଦେଶର ଭବିଷ୍ୟତ, ଶିଶୁମାନଙ୍କୁ ସ୍ୱାଧୀନତା ଦିବସରେ ଦିଅନ୍ତୁ ଦେଶପ୍ରେମର ବାର୍ତ୍ତା

ନୂଆଦିଲ୍ଲୀ: ଆସନ୍ତା ଅଗଷ୍ଟ ୧୫ ତାରିଖରେ ଭାରତ ପାଳନ କରିବାକୁ ଯାଉଛି ୭୫ତମ ସ୍ୱାଧୀନତା ଦିବସ । ଏହି ଦିବସରେ ଭାରତର ବୀର ସଂଗ୍ରାମୀମାନେ ଅସହ୍ୟ ନିର୍ଯାତନା ସହି ଦେଶକୁ ବ୍ରିଟିଶ କବଳରୁ ମୁକ୍ତ କରିଥିଲେ । ଏହି…

‘କୁଛ୍ ତୋ ଲୋଗ୍ କହେଙ୍ଗେ’

ହିନ୍ଦୀରେ ଗୋଟିଏ ଲୋକକଥା ଅଛି ‘କୁଛ୍ ତୋ ଲୋଗ୍ କହେଙ୍ଗେ, ଲୋଗୋଁ କା କାମ ହୈ କେହନା ।’ ଏହି ଉକ୍ତିଟି ସମସ୍ତ ମଣିଷଙ୍କ ପାଇଁ ଯଥାର୍ଥ । ସେ ସାଧାରଣ ଲୋକଟିଏ ହୋଇଥାଉ କି ସମ୍ବିଧାନର ସର୍ବୋଚ୍ଚ ପଦରେ ଅଧିଷ୍ଠିତ…

୨୮ ପତ୍ନୀ, ୩୫ ପିଲା ଓ ୧୨୬ ନାତି-ନାତୁଣିଙ୍କ ସାମ୍ନାରେ ୩୭ତମ ବିବାହ ରଚିଲେ ବ୍ୟକ୍ତି, ସାମ୍ନାକୁ ଆସିଲା ଭିଡିଓ

ନୂଆଦିଲ୍ଲୀ: ଆପଣମାନେ ରାଜାମାନଙ୍କର ଅନେକ ବାହାଘର କାହାଣୀ ତ ଶୁଣିଥିବେ, କିନ୍ତୁ ଆଜିର ଯୁଗରେ ବି ଏପରି ଘଟଣା ଆପଣ କେବେ କଳ୍ପନା ବି କରିନଥିବେ । ନିକଟରେ ଜଣେ ବ୍ୟକ୍ତି ୩୭ ତମ ବିବାହ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ…