Browsing Category

Top Stories

ଦେବଗଡ଼ରେ ସ୍ମାର୍ଟ ହେଲଥ କାର୍ଡର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଦେବଗଡ଼(ଓଡ଼ିଶା ଭାସ୍କର): ଦେବଗଡ଼ ଜିଲ୍ଲା ପାଇଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନର ଶୁଭାରମ୍ଭ ହୋଇଛି । ଜିଲ୍ଲାରେ ସ୍ମାର୍ଟ କାର୍ଡ ବଣ୍ଟନର ଆଜି ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ…

ବାଜି ମାରିନେଲା ପର୍ଣ୍ଣହବ୍; ଫେସବୁକ୍ ହ୍ୱାଟସଆପ୍ ଡାଉନ୍ ଥିବା ସମୟରେ ଏହି ଅଶ୍ଲୀଳ ସିନେମା ସାଇଟରେ ଲୋକ କଲେ ଟାଇମପାସ୍

ନୂଆଦିଲ୍ଲୀ: ସୋମବାର ଦିନ ଅର୍ଥାତ୍ ଅକ୍ଟୋବର ୪ ତାରିଖ ଦିନ ୬ ଘଣ୍ଟା ଧରି ଫେସବୁକ୍, ହ୍ୱାଟସଆପ୍ ଏବଂ ଇନଷ୍ଟାଗ୍ରାମ; ଏହି ତିନିଟି ଆପ୍ ଡାଉନ୍ ଥିଲା । ତେବେ ଏହି ସମୟରେ ଏହି ତିନିଟି ଆପ୍ ର ସର୍ଭର୍ ଡାଉନ୍ ଥିବାରୁ…

IAS ପରୀକ୍ଷା ପାସ୍ କରି ନଥିଲେ ବି ଆପଣ ପାଇପାରିବେ ବଡ଼ ପଦରେ ନିଯୁକ୍ତି, UPSC ପକ୍ଷରୁ ୩୧ ଜଣଙ୍କୁ ମିଳିଲା ଦାୟିତ୍ୱ

ନୂଆଦିଲ୍ଲୀ: ଏଣିକି ଆପଣ ଆଇଏଏସ ପରୀକ୍ଷା ପାସ୍ କରିନଥିଲେ ବି ବଡ଼ ବଡ଼ ପଦରେ ନିଯୁକ୍ତି ପାଇପାରିବେ । କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟର ଅନୁରୋଧ କ୍ରମେ କେନ୍ଦ୍ରୀୟ ଲୋକସେବା ଆୟୋଗ (ୟୁପିଏସସି) ପକ୍ଷରୁ ୩୧ ଜଣଙ୍କୁ…

ଟ୍ରେନରେ ଯାତ୍ରା କରୁଥିଲେ ପାଳନ କରନ୍ତୁ ଏହି ନିୟମ, ନଚେତ୍ ଗଣିବେ ମୋଟା ଅଙ୍କର ତଣ୍ଡ

ନୂଆଦିଲ୍ଲୀ: ପାର୍ବଣ ଋତୁ ଆରମ୍ଭ ହୋଇଛି, ଫଳରେ ଅନେକ ଲୋକ ନିଜ ନିଜ ଘରକୁ ଯିବା ପାଇଁ ଯୋଜନା କରୁଛନ୍ତି । ଏପରି ପରିସ୍ଥିତିରେ ଅନେକ ଲୋକେ ଘରକୁ ଯିବାପାଇଁ ଟ୍ରେନର ସାହାରା ନେଉଛନ୍ତି । ଯଦି ଆପଣ ବି ଟ୍ରେନ ମାଧ୍ୟମରେ…

ଲଖିମପୁର ଖେରୀ ହିଂସା ମାମଲା: କ୍ରାଇମବ୍ରାଞ୍ଚରେ ମନ୍ତ୍ରୀଙ୍କ ପୁଅ ହାଜର, ଚାରିପଟେ ପୋଲିସ୍ ଛାଉଣୀ

ଲକ୍ଷ୍ନୌ: ଲଖିମପୁର ଖେରୀ ହିଂସା ମାମଲାର ମୁଖ୍ୟ ଅଭିଯୁକ୍ତ ତଥା କେନ୍ଦ୍ର ଗୃହ ରାଜ୍ୟମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅକୁ ଦ୍ୱିତୀୟ ଥର ପାଇଁ ସମନ ଜାରି କରାଯିବା ପରେ ସେ ଆଜି କ୍ରାଇମବ୍ରାଞ୍ଚ ଅଫିସ୍ ରେ ହାଜର ହୋଇଛନ୍ତି…

କାହିଁକି ଚଳିତ ବର୍ଷ ଅଧିକ ମାତ୍ରାରେ ବ୍ୟାପୁଛି ଡେଙ୍ଗୁ? ବର୍ତ୍ତିବା ପାଇଁ ଆପଣାନ୍ତୁ ଏହି ସବୁ ପ୍ରତିକାର

ନୂଆଦିଲ୍ଲୀ: ପ୍ରତିବର୍ଷ ଦେଶ ଓ ରାଜ୍ୟ ମାନଙ୍କରେ ଅନେକ ପ୍ରକାର ସଂକ୍ରମଣକାରୀ ରୋଗ ବ୍ୟାପୁଛି । ଗତବର୍ଷ ୨୦୨୦ ଠାରୁ କରୋନା ମହାମାରୀ କାରଣରୁ ଲୋକମାନେ ସଂକ୍ରମଣ ଭୟରେ ଦିନ କାଟୁଥିବା ବେଳେ ଡେଙ୍ଗୁ ଆଉ ଏକ ବଡ଼ ସମସ୍ୟା…

OAS ସ୍ତରରେ ଅଦଳବଦଳ, ବେଦବର ପ୍ରଧାନଙ୍କୁ ଜୟପୁର ଉପଜିଲ୍ଲାପାଳ ଦାୟିତ୍ୱ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ସରକାର ଓଡ଼ିଶା ପ୍ରଶାସନିକ ସେବା (ଓଏଏସ) ଅଧିକାରୀ ସ୍ତରରେ ଏକ ଛୋଟ ଧରଣର ଅଦଳବଦଳ କରିଛନ୍ତି । ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ଇଷ୍ଟେଟ ନିର୍ଦ୍ଦେଶକ ସୁଶାନ୍ତ କୁମାର ଦାଶଙ୍କୁ…

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଓଡ଼଼ିଶାରେ ପିଏମ ସ୍ୱାମୀତ୍ୱ ଯୋଜନାକୁ ତ୍ୱରାନ୍ୱିତ କରିବାକୁ ସେ ଅନୁରୋଧ କରିଛନ୍ତି ।…

ଆଜି ରାଜ୍ୟରୁ ପୁଣି ୪ ଜଣଙ୍କ କରୋନାରେ ଜୀବନ ଗଲା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ସଂପ୍ରତି କରୋନାର ସ୍ଥିତି ସ୍ଥିର ରହିଛି । ଫଳରେ ମୃତ୍ୟୁସଂଖ୍ୟା, ଆକ୍ଟିଭ କେସ, ଆଇସିୟୁ ସଂଖ୍ୟା, ହସ୍ପିଟାଲାଇଜେସନ ସଂଖ୍ୟା କମୁଛି । ଯାହାକି ରାଜ୍ୟ ପାଇଁ ଆଶ୍ୱସ୍ତିକର ବିଷୟ…

ରାଜ୍ୟରେ ୫ ଶହ ତଳକୁ ଖସୁନି ଦୈନିକ ସଂକ୍ରମଣ: ଆଜି ୫୨୬ କରୋନା ପଜିଟିଭ୍, ଜାଣନ୍ତୁ କେଉଁଠୁ କେତେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଅଧିକାଂଶ ଜିଲ୍ଲା ଏବେ କରୋନା କବଳରୁ ମୁକ୍ତ ହେବାରେ ଲାଗିଛି । ରାଜ୍ୟରେ କିଛିଦିନ ଦୈନିକ ସଂକ୍ରମଣ ୫ ଶହ ତଳେ ରହିବା ପରେ ପୁଣି ଥରେ ୬ ଶହ ପାର କରିଥିଲା । ତେବେ ଖୋର୍ଦ୍ଧା…