fbpx
Browsing Category

Top Stories

ସାବଧାନ! ରାଜ୍ୟରେ ଆଉ ୪ ଦିନ ପ୍ରବଳ ଛେଚିବ

ଭୁବନେଶ୍ବର,୧/୭(ଓଡିଶା ଭାସ୍କର): ରାଜ୍ୟରେ ମୌସୁମୀ ପ୍ରଭାବ ଯୋଗୁ ବର୍ଷା ଲାଗି ରହିଛି। ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ୨ ତାରିଖରୁ ୪ ତାରିଖ ପର୍ଯ୍ୟନ୍ତ ରାଜ୍ୟର…

ବାସି ରୁଟିକୁ ଖାଆନ୍ତୁ ଏହି ଉପାୟରେ, ପାଇବେ ଚମତ୍କାରୀ ଫାଇଦା

ଅନେକ ଥର ରାତିରେ ବଳକା ଥିବା ରୁଟି ବା ବାସି ରୁଟିକୁ ଲୋକମାନେ ସକାଳେ ଫିଙ୍ଗିଦେଇଥାନ୍ତି । କିନ୍ତୁ ବାସି ରୁଟିକୁ ଖାଇବାକୁ କେହି ବି ପସନ୍ଦ କରନ୍ତି ନାହିଁ । କିନ୍ତୁ ବାସି ରୁଟି ସ୍ୱାସ୍ଥ୍ୟ ପାଇଁ କେତେ ଯେ ଲାଭଦାୟକ…

ଆଜି ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା

ପୁରୀ, ୧/୭(ଓଡିଶା ଭାସ୍କର): ଆଜି ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା। ମାଉସୀଙ୍କ ଘରୁ ଶ୍ରୀମନ୍ଦିର ବାହୁଡିଯିବେ ତିନି ଠାକୁର। ଏବେ ମହାପ୍ରଭୁଙ୍କ ମଙ୍ଗଳ ଆଳତି, ମଇଲମ, ତଡପଲାଗି, ରୋଷ ହୋମ, ଅବକାଶ, ଦ୍ୱାରପାଳ ପୂଜା…

ଅନୁଗୁଳରେ ପ୍ରଥମ କରୋନା ମୃତ୍ୟୁ

ଅନୁଗୁଳ, ୩୦/୬(ଓଡିଶା ଭାସ୍କର):  ଅନୁଗୁଳ ଜିଲ୍ଲାରୁ ପ୍ରଥମ କରୋନା ମୃତ୍ୟୁ ଖବର ଆସିଛି। ମୃତକ ଜଣକ ନାଲକୋର ଜଣେ ଡିଜିଏମ ପାହ୍ୟା ଅଧିକାରୀ ବୋଲି ଜଣାପଡିଛି। ଏନେଇ ସୂଚନା ଦେଇଛନ୍ତି ଅନୁଗୁଳ ଜିଲ୍ଲାପାଳ ମନୋଜ କୁମାର…

କାର-ପିକଅପ ଭ୍ୟାନ ଦୁର୍ଘଟଣାଗ୍ରସ୍ତ, ୩ମୃତ ଓ ୩ଗୁରୁତର

ସୁବର୍ଣ୍ଣପୁର, ୩୦ା୬(ଓଡ଼ିଶା ଭାସ୍କର): ସୁବର୍ଣ୍ଣପୁର-ବଲାଙ୍ଗିର ଏନଏଚ-୫୭ରେ ତରଭା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଖାରି ନିକଟ ସୁକତେଲ ପୋଲ ନିକଟରେ କାର ଓ ପିକଅପ ଭ୍ୟାନ ମଧ୍ୟରେ ଧକ୍କା ହୋଇଛି ।…

ଚୀନରୁ ଆସୁଛି ଆଉ ଏକ ଭାଇରସ୍ ‘ଜି-ଫୋର’, ନେଇପାରେ ମହାମାରୀ ରୂପ

ନୂଆଦିଲ୍ଲୀ, ୩୦ା୬: ସାରା ବିଶ୍ୱ ଏବେ କରୋନା ଭାଇରସକୁ ନେଇ ଚିନ୍ତିତ ଅବସ୍ଥାରେ ରହିଛି । କରୋନା ଭାଇରସର ଏପର୍ଯ୍ୟନ୍ତ ପ୍ରତିଶେଧକ ଟୀକା ବାହାର କରିବା ପାଇଁ ପ୍ରାଣପଣେ ଚେଷ୍ଟା ଜାରି ରହିଛି । କିନ୍ତୁ ଏହାରି ମଧ୍ୟରେ…

ଦିଲ୍ଲୀର ଓଖଲାରେ ହେବ ବର୍ଜ୍ୟବସ୍ତୁର ଶକ୍ତି ଉତ୍ପାଦନ ପ୍ଲାଣ୍ଟ

ନୂଆଦିଲ୍ଲୀ, ୩୦ା୬: ଦିଲ୍ଲୀ ସ୍ଥିତ ଓଖଲାରେ ବର୍ଜ୍ୟବସ୍ତୁର ଶକ୍ତି ଉତ୍ପାଦନ ପ୍ଲାଣ୍ଟ ହେବ । ଆଇଓସିଏଲ ଓ ଏନଟିପିସି ଏବଂ ଦକ୍ଷିଣ ଦିଲ୍ଲୀ ମହାନଗର ନିଗମ ମଧ୍ୟରେ ଏନେଇ ଏମଓୟୁ ସ୍ୱାକ୍ଷର ହୋଇଛି । ଏମଓୟୁ ସ୍ୱାକ୍ଷର…

ଏହି ୧୦ଟି ଜିଲ୍ଲାରେ ବଳବତ୍ତର ରହିବ ଶନିବାର ଓ ରବିବାର ସଟଡାଉନ

ଭୁବନେଶ୍ୱର, ୩୦ା୬(ଓଡ଼ିଶା ଭାସ୍କର): ଅନଲକ-୨ ସମ୍ପର୍କରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ଜୁଲାଇ ମାସର ପ୍ରତି ସପ୍ତାହର ଶନିବାର ଓ ରବିବାର ୧୦ଟି ଜିଲ୍ଲାରେ ସଟଡ଼ାଉନ ବଳବତ୍ତର…