
Browsing Category
Top Stories
ହସ୍ପିଟାଲ ମଧ୍ୟରେ ପଶିଲା ବନ୍ୟାଜଳ; ୧୬ ରୋଗୀଙ୍କ ଅକାଳ ମୃତ୍ୟୁ
ନୂଆଦିଲ୍ଲୀ:କେନ୍ଦ୍ରୀୟ ମେକ୍ସିକୋରେ ପ୍ରବଳ ବର୍ଷା ସହିତ ବନ୍ୟା ଦେଖାଯାଇଛି । ଏଠାରେ ଏକ ହସ୍ପିଟାଲରେ ବନ୍ୟା ଜଳ ପ୍ରବେଶ କରିଛି । ଫଳରେ ୧୬ ଜଣ ରୋଗୀଙ୍କର ମୃତ୍ୟୁ ହୋଇଛି । ବନ୍ୟା ଯୋଗୁଁ ଲକ୍ଷାଧିକ ଟଙ୍କା ମୂଲ୍ୟର…
କାର୍ଗୋ ସେବା ହେବ ସଶକ୍ତ; ୫୬ଟି C-୨୯୫ କିଣିବ ବାୟୁସେନା
ନୂଆଦିଲ୍ଲୀ: ଭାରତର ବାୟୁସେନାରେ ପରିବହନ ବିମାନକୁ ଅଧିକ ମଜବୁତ କରାଯିବ । ଏନେଇ କେନ୍ଦ୍ର ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି । ଭାରତୀୟ ବାୟୁସେନା ପାଇଁ ଆଗାମୀ ଦିନରେ ୫୬ଟି ସି-୨୯୫ ପରିବହନ ବିମାନ କିଣାଯିବ । ଏହି…
ବିନା ଅସ୍ତ୍ରରେ ଥିଲେ ମହିଳା, ତଥାପି ଡରିଗଲେ ତାଲିବାନି; ତାପରେ କଲେ ଏମିତି କାମ
କାବୁଲ: ଆଫଗାନିସ୍ତାନରେ ମହିଳା ଓ ପୁରୁଷ ମିଶି ପାକିସ୍ତାନୀ ବିରୋଧୀ ଆନ୍ଦୋଳନ ଜାରି ରଖିଛନ୍ତି । କାବୁଲରେ କିଛି ଦିନ ହେବ ରାଜଧାନୀ କାବୁଲରେ ଅନେକ ସଂଖ୍ୟାରେ ଆଫଗାନୀ ନାଗରିକ ବିରୋଧ ପ୍ରଦର୍ଶନ କରୁଥିବା ଦେଖିବାକୁ…
ପୁର୍ନଗଠିତ ହେଲା ଓଡ଼ିଶା ପିସିସି; ସଭାପତି ପଦ ବଜାୟ ରଖିଲେ ନିରଞ୍ଜନ
ଭୁବନେଶ୍ୱର (ଓଡ଼ିଶା ଭାସ୍କର): ବୁଧବାର ଦିନ ଓଡ଼ିଶା କଂଗ୍ରେସ ପକ୍ଷରୁ ଏହାର କୋର କମିଟିକୁ ସଂପ୍ରସାରିତ କରାଯାଇଛି । କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ନିଜର ପିସିସି ସଭାପତି ପଦ ବଜାୟ ରଖିଛନ୍ତି । ଓଡ଼ିଶା ପ୍ରଭାରୀ…
ବିଚ୍ ରାସ୍ତାରେ ବ୍ୟବସାୟୀଙ୍କୁ ଗୁଳିମାଡ଼
କଟକ(ଓଡ଼ିଶା ଭାସ୍କର): ବ୍ୟବସାୟୀଙ୍କୁ ବିଚ୍ ରାସ୍ତାରେ ଗୁଳିମାଡ଼ । କଟକ ସହର ଉପକଣ୍ଠ କନ୍ଦରପୁର ଥାନା ଅଥଙ୍ଗା ନିକଠରେ ହୋଇଛି ଏହି ଗୁଳିକାଣ୍ଡ । ଗୋଟିଏ ବାଇକରେ ଆସିୁ ଗୁଳିମାଡ଼ କରିଥିଲେ ୨ ଦୁର୍ବୃତ୍ତ । ଏହି…
ରାଷ୍ଟ୍ରପତିଙ୍କ ନୂଆ ଅନ୍ଦାଜ୍: ରାଜନୀତି ପରେ ବକ୍ସିଂରେ ପାଦ ଥାପିବେ ଟ୍ରମ୍ପ
ନୂଆଦିଲ୍ଲୀ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରାଜନୀତି ପରେ ବକ୍ସିଂରେ ରିଙ୍ଗରେ ପାଦ ଥାପିବେ । ଏଥିପାଇଁ ପ୍ରସ୍ତୁତି କରିସାରିଛନ୍ତି ଟ୍ରମ୍ପ । ହେଲେ ଟ୍ରମ୍ପ ରିଙ୍ଗରେ ଫାଇଟିଂ କରିବେନି ହେଲେ ସେ…
ଗଳେଇଲା ଗଞ୍ଜି ଉପରେ ୧୦ ଗଞ୍ଜି, ବାହାରିବା ବେଳେ ଅଟକାଇଲା ଦୋକାନୀ; ଦେଖନ୍ତୁ ଭାଇରାଲ ଭିଡିଓ
ନୂଆଦିଲ୍ଲୀ: ଆପଣ ଏକା ସାଙ୍ଗରେ କେତୋଟି ଗଞ୍ଜି ପିନ୍ଧି ପାରିବେ । ଅତି ବେଶୀରେ ଦୁଇ ବା ୩ ତାହା ପୁଣି ବଡ କଷ୍ଟରେ । ମାତ୍ର ତାମିଲନାଡୁରେ ଜଣେ ଯୁବକ ଚୋରି କରିବା ଉଦ୍ଦେଶ୍ୟରେ ଏକା ସାଙ୍ଗରେ ୧୦ଟି ଗଞ୍ଜି ପିନ୍ଧି…
ସ୍ୱାମୀ ଭାଇରାଲ୍ କଲା ସ୍ତ୍ରୀର ଦୁଷ୍କର୍ମ ଭିଡିଓ! ଦରକାର ଥିଲା ଛାଡ଼ପତ୍ର
ମୁମ୍ବାଇ: ମହାରାଷ୍ଟ୍ର ପୋଲିସ୍ ଜଣେ ବ୍ଲାକମେଲର୍ କୁ ଗିରଫ କରିଛନ୍ତି । ଯାହା ନାମରେ ଜଣେ ମହିଳାଙ୍କ ଦୁଷ୍କର୍ମ କରି ତାକୁ ବ୍ଲାକମେଲ୍ କରିବା ଭଳି ଅଭିଯୋଗ ରହିଛି । ଏହି ମାମଲାରେ ମହିଳାଙ୍କ ସ୍ୱାମୀଙ୍କୁ ଗିରଫ…
ସୁନାପୁଅ ନୀରଜ ଚୋପ୍ରାଙ୍କୁ ନିଜର ବ୍ରାଣ୍ଡ ଆମ୍ବାସାଡର କଲା ଟାଟା AIA
ନୂଆଦିଲ୍ଲୀ: ଅଲିମ୍ପିକରେ ଗୋଲ୍ଡ ଜିତିଥିବା ଆଥେଲଟ୍ ନୀରଜ ଚୋପ୍ରାଙ୍କୁ ନିଜର ବ୍ରାଣ୍ଡ ଆମ୍ବାସାଡର କରିଛି ଟାଟା AIA ଜୀବନ ବୀମା । ନୀରଜ ଚୋପ୍ରା ସହିତ ଏକ ମଲ୍ଟୀ ଇୟର ବ୍ରାଣ୍ଡ ପାର୍ଟନରସିପରେ ସ୍ୱାକ୍ଷର କରାଇଥିବା…
ଭାରତୀୟ ଶିକ୍ଷାନୁଷ୍ଠାନ ରାଙ୍କିଙ୍ଗ ୨୦୨୧: IIS ଶ୍ରେଷ୍ଠ ୟୁନିଭର୍ସିଟି, JNU ଦ୍ୱିତୀୟ
ନୂଆଦିଲ୍ଲୀ: ଆଜି ଭାରତୀୟ ଶିକ୍ଷାନୁଷ୍ଠାନ ରାଙ୍କିଙ୍ଗ ୨୦୨୧ ପ୍ରକାଶ ପାଇଛି । ଏଥିରେ ପ୍ରଥମ ସ୍ଥାନରେ ବେଙ୍ଗଲୁରୁ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ ରହିଛି । ଯାହାକୁ ଶ୍ରେଷ୍ଠ ୟୁନିଭର୍ସିଟି ଭାବରେ ସ୍ଥାନିତ…