
Browsing Category
Top Stories
କଡ଼ା ଗାଇଡଲାଇନ୍ ସହିତ ଏହି ରାଜ୍ୟଗୁଡିକରେ ଆଜିଠାରୁ ଖୋଲିବ ସ୍କୁଲ
ନୂଆଦିଲ୍ଲୀ: କରୋନା ମହାମାରୀ ଯୋଗୁଁ ପ୍ରାୟ ୨ ବର୍ଷ ହେବ ଛାତ୍ରଛାତ୍ରୀଙ୍କ ପାଠପଢାରେ ବିଶେଷ ପ୍ରଭାବ ପଡିଛି । ଅଧିକ ରାଜ୍ୟରେ ସ୍କୁଲ, କଲେଜ ବନ୍ଦ ରହିଥିଲା । କରୋନା ସଂକ୍ରମଣ ହ୍ରାସ ପାଇବାରୁ ପୁଣିଥରେ ଦେଶରେ ସ୍କୁଲ…
ଆଫଗାନିସ୍ତାନ ଉପରେ ଆମେରିକା ରାଷ୍ଟ୍ରପତିଙ୍କ ସମ୍ବୋଧନ, କହିଲେ – ‘ଆମ ମିଶନ ସଫଳ ହୋଇଛି’
ନୂଆଦିଲ୍ଲୀ: ନିର୍ଦ୍ଧାରିତ ସମୟ ପୂର୍ବରୁ ଆଫଗାନିସ୍ତାନ ଛାଡିଦେଲେ ଆମେରିକୀୟ ସେନା । ତାଲିବାନ ୩୧ ଅଗଷ୍ଟ ପର୍ଯ୍ୟନ୍ତ ଶେଷ ସମୟ ଧାର୍ଯ୍ୟ କରିଥିବା ବେଳେ ଏହା ପୂର୍ବରୁ ଆମେରିକା ସେନା ଆଫଗାନିସ୍ତାନ ଛାଡିବାକୁ ବାଧ୍ୟ…
ସେକ୍ସ ଲାଇଫ୍ ସମସ୍ୟା ଦୂର କରିବ ଏହି ସବୁ ଖାଦ୍ୟ
ନୂଆଦିଲ୍ଲୀ: ପୁରୁଷଙ୍କ ପାଇଁ ମଧ୍ୟ କେତକ ପୋଷକ ତତ୍ୱ ବେଶ୍ ଆବଶ୍ୟକ । ପୁରୁଷଙ୍କର ସେକ୍ସ ଲାଇଫ୍ ପାଇଁ ଏହି ସବୁ ଖାଦ୍ୟ ସୁଖମୟ କରିଥାଏ । ଅନେକ ସମସ୍ୟାକୁ ଦୂର କରିଥାଏ। ଲୋକଙ୍କର କେତକ ଦୁର୍ବଳତାକୁ ଏହା ଦୂର କରେ।…
ବଙ୍ଗାଳୀ ଅଭିନେତ୍ରୀଙ୍କୁ ଲୋଲୁପ ଦୃଷ୍ଟି; ଆମାର ସାଥ ରାତ କାଟତେ ହୋବେ
ନୂଆଦିଲ୍ଲୀ: ଆଉ ଜଣେ ଅଭିନେତ୍ରୀଙ୍କୁ ସାଇବର ବୁଲିଙ୍ଗର ଶିକାର ହେବାକୁ ପଡିଛି । ଫିଲ୍ମ ପାଇଁ ତାଙ୍କ ସହିତ ଏକ ରାତି ଶୋଇବାକୁ ପଡିବ ବୋଲି ବେଙ୍ଗଲୀ ଅଭିନେତ୍ରୀ ପାୟଲ ସରକାରଙ୍କୁ ମେସେଜ ଆସିଥିଲା । ରବି କିନ୍ନାଗୀଙ୍କ…
AIMIM ଆଉ ତାଲିବାନ ସମାନ: ରବି ଗୋଟେ ଛୋଟ ଛୁଆ, କିଛି ଜାଣିନି
ନୂଆଦିଲ୍ଲୀ: ତାଲିବାନ ସହିତ ଅସଦ୍ଦୁଦ୍ଦିନ ଓୱେସୀଙ୍କ ଦଳ ଏଆଇଏମ୍ଆଇଏମକୁ ତୁଳନା କରିଛନ୍ତି ବିଜେପି ନେତା ସିଟି ରବି । ବିଜେପି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ସିଟି ରବି ମଙ୍ଗଳବାର ଏହି ବିବାଦୀୟ ବୟାନ ଦେବା ସହିତ…
୬ ତାରିଖରୁ ଖୋଲିବ ବୈଷୟିକ ଶିକ୍ଷାନୁଷ୍ଠାନ; ଜାଣନ୍ତୁ କଣ ରହିଛି ନିୟମ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ଧୀରେ ଧୀରେ ହ୍ରାସ ପାଇବାରେ ଲାଗିଥିବା ବେଳେ ରାଜ୍ୟର ସମସ୍ତ ବୈଷୟିକ ଶିକ୍ଷାନୁଷ୍ଠାନ ଖୋଲିବା ପାଇଁ ସରକାର ଘୋଷଣା କରିଛନ୍ତି । ଆସନ୍ତା ୬ ତାରିଖରୁ ରାଜ୍ୟର…
୭୧ ବର୍ଷ ପରେ ପାଣି ଭିତରୁ ବାହାରିଲା ଗାଁ; NETFLIXରେ ତିଆରି ହୋଇ ସାରିଛି ଫିଲ୍ମ
ନୂଆଦିଲ୍ଳୀ: ଦୀର୍ଘ ଦଶନ୍ଧି ପୂର୍ବରୁ କ୍ୟୁରୋନ୍ ନାମକ ଏହି ଗାଁ ଅଷ୍ଟ୍ରିଆ ଓ ସ୍ୱିଜରଲ୍ୟାଣ୍ଡର ସୀମାରେ ଅବସ୍ଥିତ । ସାଉଥ ଟାଇରୋଲ୍ ପୂର୍ବରୁ ଏହା ଅଷ୍ଟ୍ରିଆର ଏକ ଅଂଶ ଥିଲା । ପ୍ରଥମ ବିଶ୍ୱଯୁଦ୍ଧ ସମୟରେ ଏହା ଇଟାଲି…
ସମଲିଙ୍ଗୀ ସମ୍ପର୍କ ପାଇଁ, ସେ ମୋ ଆଡକୁ ଆଣ୍ଠେଇ ଆଣ୍ଠେଇ ବଢିଥିଲେ; ମୋ ବୟସ ସେତେବେଳକୁ ୧୭
ନୂଆଦିଲ୍ଲୀ: ସିଙ୍ଗର ଆର କେଲୀ ଯୌନ କେଳେଙ୍କାରୀରେ ସାମ୍ନାକୁ ଆସିଛନ୍ତି ଆଉ ଜଣେ ପୀଡିତ । ତାଙ୍କ ବୟସ ୧୭ ବର୍ଷ ଥିବା ବେଳେ କେଲୀ ତାଙ୍କ ସହିତ ସମଲିଙ୍ଗୀ ସମ୍ପର୍କ ରଖିଥିଲେ ବୋଲି ଫେଡେରାଲ କୋର୍ଟରେ ବୟାନ ଦେଇଛନ୍ତି…
ଆଉ ଗର୍ଜିବନି STEYN GUN ;୨୩୪୩ ସପ୍ତାହ ଧରି ଥିଲେ ଏକ ନମ୍ବର ବୋଲର
ନୂଆଦିଲ୍ଲୀ: ଷ୍ଟେନ ଗନ ନାମରେ ବିଶ୍ୱ କ୍ରିକେଟରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଦକ୍ଷିଣ ଆଫ୍ରିକା ବୋଲର ଡେଲ ଷ୍ଟେନ କ୍ରିକେଟକୁ ଅଲବିଦା ଜଣାଇଛନ୍ତି । ମଙ୍ଗଳବାର ଷ୍ଟେନ୍ କ୍ରିକେଟର ସମସ୍ତ ଫର୍ମାଟରୁ…
ଅଷ୍ଟ୍ରେଲୀୟ ହାଇ କମିଶନରଙ୍କୁ ଭେଟିଲେ ନବୀନ ପଟ୍ଟନାୟକ; Hockey Worldcupକୁ ନେଇ ଆଲୋଚନା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍ଫରେନ୍ସିଂ ଜରିଆରେ ଅଷ୍ଟ୍ରେଲିଆର ହାଇକମିଶନର ବ୍ୟାରୀ ଓଫାରେଲ ଏଓ (Barry O’Farrel AO)ଙ୍କ ସହିତ ଆଲୋଚନା କରି ବିଭିନ୍ନ କ୍ଷେତ୍ରରେ…