CHARIDHAM
Browsing Category

Top Stories

କରୋନା ମହାମାରୀ ମଧ୍ୟରେ ଡରାଇଲାଣି ରହସ୍ୟମୟୀ ରୋଗ ‘ହାୱାନା ସିଣ୍ଡ୍ରୋମ’, ଜାଣନ୍ତୁ ଲକ୍ଷଣ ଓ କାରଣ

ନୂଆଦିଲ୍ଲୀ: ବିଶ୍ୱରେ କରୋନା ମହାମାରୀ ସଂକ୍ରମଣ ଜାରି ରହିଥିବା ବେଳେ ଏହାର ଡେଲଟା ଭାରିଆଣ୍ଟ୍ ଅନେକ ଦେଶରେ ଚିନ୍ତାଜନକ ପରିସ୍ଥିତିରେ ରହିଛି । ତେବେ ଏହି ସଂକ୍ରମଣ ମଧ୍ୟରେ ଦେଶରେ "ହାୱାନା ସିଣ୍ଡ୍ରୋମ୍" ନାମକ ରୋଗ…

ପବଜି ଗେମ୍ ପାଇଁ ମାଆଙ୍କ ଖାତାରୁ ୧୦ ଲକ୍ଷ ଟଙ୍କା ଖାଲି କରିଦେଲା ପୁଅ, ଗାଳି କରିବାରୁ ଘର ଛାଡ଼ି ଫେରାର୍

ମୁମ୍ବାଇ: ପବଜି ଗେମ୍ ଛୋଟ ଛୋଟ ପିଲାଙ୍କ ବଭିଷ୍ୟତକୁ ଏକଦମ୍ ନଷ୍ଟ କରିଦେଇଛି । ଖାସ୍ କରି ଏହି କରୋନ ମହାମାରୀ ସମୟରେ ପିଲା ମାନେ ଫୋନ୍ ସହ ଦିନରାତି ସମୟ ବିତାଉଥିବାରୁ ବାପା-ମାଆ ମାନେ ଚିନ୍ତା ପ୍ରକଟ କରୁଛନ୍ତି ।…

ଥାନାରେ ଓଡ଼ିଆ ଅଭିନେତା ବବି ମିଶ୍ର ଅଟକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଲିଉଡ ଅଭିନେତା ବବି ମିଶ୍ରଙ୍କୁ ଅଟକ ରଖିଛି ପୋଲିସ । ପଡ଼ୋଶୀଙ୍କ ଅଭିଯୋଗ କ୍ରମେ ବବିଙ୍କୁ ଅଟକ ରଖିଛି ନୟାପଲ୍ଲୀ ପୋଲିସ । ମଦପିଇ ପଡୋଶୀଙ୍କୁ ମାଡ଼ ଓ ଗାଳିଗୁଲଜ କରିଥିବା ନେଇ ବବିଙ୍କ…

ଦ୍ୱିତୀୟ ଥର କୋର୍ଟରେ ହାଜର ନହେବାରୁ ହନି ସିଂହଙ୍କୁ କୋର୍ଟଙ୍କ କଡା ତାଗିଦ୍, କହିଲେ- ଆଇନରୁ କେହି ଉପରେ ନାହାନ୍ତି

ମୁମ୍ବାଇ: ବଲିଉଡ୍ ର ଲୋକପ୍ରିୟ ଗାୟକ ହନି ସିଂ ଏବେ ଘରୋଇ ହିଂସା ମାମଲାରେ ଫଶିଛନ୍ତି । ଯେଉଁ ମହିଳାଙ୍କୁ ସେ ପିଲା ଦିନରୁ ଭଲ ପାଉଥିଲେ ତାକୁ ହିଁ ବିବାହ କଲେ ସତ ହେଲେ ଫେମସ୍ ସିଙ୍ଗର୍ ହେବା ପରେ ତାଙ୍କ ସହ କରିଥିବା…

ମନ୍ତ୍ରୀଙ୍କ ନାଁରେ ଫେକ୍ ଆଇଡି, ସୋସିଆଲ ମିଡିଆରେ ଏପରି କହିଲେ ସମୀର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଠକେଇର ମାଧ୍ୟମ ପାଲଟିଛି ସୋସିଆଲ୍ ମିଡିଆ । କିଛି ଠକ ପୋଲିସ ଓ ରାଜନେତାଙ୍କ ନାଁରେ ଫେକ୍ ଆକାଉଣ୍ଟ ଖୋଲି ଟଙ୍କା ମାଗୁଛନ୍ତି । ସୋସିଆଲ୍ ମିଡିଆ ଫେସବୁକରେ ଏଭଳି ମାଳ ମାଳ ଆକାଉଣ୍ଟ ରହିଛି…

ତୃତୀୟ ଲହରର କାରଣ ହେବ କେରଳ! ଡରାଉଛି ରାଜ୍ୟର ନୂତନ ସଂକ୍ରମଣ

ନୂଆଦିଲ୍ଲୀ: କରୋନା ମହାମାରୀର ସମ୍ଭାବ୍ୟ ତୃତୀୟ ଲହର ଆସନ୍ତା ମାସଠାରୁ ଆରମ୍ଭ ହୋଇଯିବ ବୋଲି ବିଶେଷଜ୍ଞ ମାନେ ଆଶଙ୍କା କରାଯାଇଛି । ଦ୍ୱିତୀୟ ଲହର ସଂକ୍ରମଣ କମୁଥିବାରୁ ଲୋକମାନେ ଆଶ୍ୱସ୍ତି ଲାଭ କରିଥିବା ବେଳେ ତୃତୀୟ…

ସ୍ୱାସ୍ଥ୍ୟ ପାଇଁ କଲରା ଏକ ବରଦାନ

ସ୍ୱାସ୍ଥ୍ୟ ପାଇଁ କଲରା ଅନ୍ୟନ୍ତ ଲାଭଦାୟକ, ଯାହାକୁ ପିଇବା ଦ୍ୱାରା ଅନେକ ରୋଗରୁ ମୁକ୍ତି ମିଳିଥାଏ । ଏଥିରେ ଅନେକ ପୋଷକ ତତ୍ତ୍ୱ ଯେପରିକି କାର୍ବୋହାଇଡ୍ରେଟ୍, ପ୍ରୋଟିନ୍, କ୍ୟାଲସିୟମ ଓ ଭିଟାମିନ୍ ଅଧିକ ମାତ୍ରାରେ…

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ ଅପରାଜିତାଙ୍କ ଚିଠି

ଭୁବନେଶ୍ୱର, (ଓଡିଶା ଭାସ୍କର): ପ୍ରଧାନମମନ୍ତ୍ରୀ ଆବାସ ଯୋଜନା ପାଇଁ ଚିଠି ଲେଖିଛନ୍ତି ଭୁବନେଶ୍ୱର ସାଂସଦ ତଥା ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଷଡ଼ଙ୍ଗୀ । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନପହଞ୍ଚିଥିବାରୁ ଜନସାଧାରଣ…

ରାଜ୍ୟରୁ ପୁଣି ୬୮ଆକ୍ରାନ୍ତଙ୍କ ଜୀବନ ନେଲା କରୋନା ମହାମାରୀ

ଭୁବନେଶ୍ୱର, (ଓଡିଶା ଭାସ୍କର): ସମ୍ଭାବ୍ୟ ତୃତୀୟ ଲହରକୁ ନେଇ ଯେତେ ସଚେତନ ରହିଲେ ବି ରାଜ୍ୟରେ ମୃତ୍ୟୁସଂଖ୍ୟା କମିବାରେ ନାଁ ଧରୁନାହିଁ । ପ୍ରତିଦିନ ୬୦ ଉପରକୁ ଜୀବନ ନେଉଛି କରୋନା ମହାମାରୀ । ଲକଡାଉନ୍, ସଟଡାଉନ୍…

୩୧ ଅଗଷ୍ଟରୁ ଖୋଲିବ ନବୋଦୟ ବିଦ୍ୟାଳୟ, ୫୦ % କ୍ଷମତା ସହିତ ଚାଲିବ କ୍ଲାସ୍

ନୂଆଦିଲ୍ଲୀ: ସାରାଦେଶରେ କରୋନା ସଂକ୍ରମଣ ହ୍ରାସ ପାଉଥିବା ବେଳେ ପୁଣିଥରେ ଜବାହାର ନବୋଦୟ ବିଦ୍ୟାଳୟ ଖୋଲିବାକୁ ଯାଉଛି । ନବମରୁ ଦ୍ୱାଦଶ ପର୍ଯ୍ୟନ୍ତ ଛାତ୍ରଙ୍କ ପାଇଁ ୩୧ ଅଗଷ୍ଟରୁ ନବୋଦୟ ବିଦ୍ୟାଳୟ ଖୋଲିବାକୁ…