Browsing Category

Top Stories

ଅଗଷ୍ଟ ୧୬ରୁ ଆରମ୍ଭ ହେବ ୯ମ ଶ୍ରେଣୀ କ୍ଲାସ

ଭୁବନେଶ୍ୱର: ରାଜ୍ୟରେ ଅଗଷ୍ଟ ୧୬ରୁ ଆରମ୍ଭ ହେବ ୯ମ ଶ୍ରେଣୀ କ୍ଲାସ । ସକାଳ ୯ଟାରୁ ଦିନ ୧୨ଟା ୩୦ ପର୍ଯ୍ୟନ୍ତ ଚାଲିବ କ୍ଲାସ । କୋଭିଡ୍ କଟକଣା ମଧ୍ୟରେ କ୍ଲାସ କରିବାକୁ ଗଣଶିକ୍ଷା ସଚିବଙ୍କ ଚିଠି । ରବିବାର ଓ ସାଧାରଣ…

କୋଟିପତି ପିଏସ୍ ବିରଞ୍ଚି ନେଟୱର୍କରେ କମିସନରେଟ୍ ପୋଲିସ୍!

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କୁବେର ପିଏସ୍ ବିରଞ୍ଚି ସାହୁ ଗିରଫ ଘଟଣାର ଫିଟୁଛି ଗୋଟିଏ ପରେ ଗୋଟିଏ ଗୁମର । ‘ଟଙ୍କା ଦିଅ ଚାକିରି ନିଅ’ର ଜାଲ କେମିତି ବୁଣିଥିଲେ ବିରଞ୍ଚି ତାର ଏକ ନୂଆ ଫର୍ଦ୍ଦ ପୁଣି ଯୋଡ଼ିହୋଇଛି ।…

ଦୁଗ୍ଧ ଚାଷୀଙ୍କ ପାଇଁ ୧୧ କୋଟିର କୋଭିଡ ସହାୟତା: ୧ ଲକ୍ଷ ଚାଷୀ ହେଲେ ଉପକୃତ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ରାଜ୍ୟର ଦୁଗ୍ଧ ଚାଷୀମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର କୋଭିଡ ସହାୟତା ପ୍ରଦାନ କରିଛନ୍ତି । ଏହାଦ୍ୱାରା ଏକ ଲକ୍ଷ ଦୁଗ୍ଧ ଚାଷୀ ୬୦୦୦ ଟଙ୍କା ପର୍ଯ୍ୟନ୍ତ…

ପୋଲିସ କବଜାରେ GRS; ପୋଖରୀ ପୁନଃରୁଦ୍ଧାର ନାମରେ ଖାଇଥିଲେ ପଇସା

ମାହାଙ୍ଗା (ଓଡ଼ିଶା ଭାସ୍କର): ଦୁର୍ନୀତି ଅଭିଯୋଗରେ ଗିରଫ ହୋଇଛନ୍ତି ଜିଆରଏସ୍ । ଗିରଫ ବ୍ୟକ୍ତି ଜଣକ ହେଉଛନ୍ତି କଟକ ଜିଲ୍ଲା ମାହାଙ୍ଗା ବ୍ଲକ ପୋଡ଼ାମରେଇ ପଞ୍ଚାୟତର ଜିଆରଏସ ମହାଶୟ । ପୋଖରୀ ପୁନଃରୁଦ୍ଧାର…

କୋହଲିଙ୍କ ଅଲୋଡ଼ା ରେକର୍ଡ; କ୍ୟାରିୟରର ୫ମ ଗୋଲ୍ଡେନ୍ ଡକ୍

ନୂଆଦିଲ୍ଲୀ: ଭାରତୀୟ ଅଧିନାୟକ ବିରାଟ କୋହଲି ନିଜ କ୍ୟାରିୟରରେ ଆଉ ଏକ ଅଲୋଡା ରେକର୍ଡ କରିଛନ୍ତି । କ୍ୟାରିୟରର ପଞ୍ଚମ ଗୋଲ୍ଡେନ୍ ଡକ୍ ହାସଲ କରିଛନ୍ତି କୋହଲି । ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ କୋହଲି ଖେଳୁଥିବା…

ଲଞ୍ଚ ହେଲା Vivoର ବଜେଟ୍ ଫୋନ, ରହିଛି ଡୁଆଲ କ୍ୟାମେରା ଏବଂ 5000 mAh ବ୍ୟାଟେରୀ

ନୂଆଦିଲ୍ଲୀ: ଭିଭୋ ସ୍ମାର୍ଟଫୋନ କ୍ୟାମେରା ପାଇଁ ଲୋକପ୍ରିୟ । ଏହାର ସ୍ମାର୍ଟଫୋନରେ ଉଠାଉଥିବା ଫଟୋ ବେଶ ସୁନ୍ଦର ଓ ସ୍ପଷ୍ଟ ଦେଖାଯାଇଥାଏ । ସାଧାରଣତଃ ଦାମୀ ଫୋନରେ ଭଲ ଫିଚର୍ସ ଥିବା କୁହାଯାଏ ହେଲେ ଭିଭୋର ଏହି ଅଳ୍ପ…

ଶାରଳା ପୁରସ୍କାର ପାଇବେ ପାରମିତା ଶତପଥି

ଓଡ଼ିଶା ଭାସ୍କର ବ୍ୟୁରୋ: ଇମ୍ଫା ପକ୍ଷରୁ ପ୍ରତିବର୍ଷ ଦିଆଯାଉଥିବା ଶାରଳା ପୁରସ୍କାର ଚଳିତଥର ଘୋଷଣା ହୋଇଯାଇଛି । କଥାକାର ପାରମିତା ଶତପଥି ପାଇବେ ଏହି ସମ୍ମାନଜନକ ପୁରସ୍କାର । ପୁରସ୍କାର ବାବଦକୁ ୫ ଲକ୍ଷ ଟଙ୍କା ଅର୍ଥ…

୧୦ ସେକେଣ୍ଡରେ ପଲଟିଗଲା ବାଜି; ବ୍ରୋଞ୍ଜ ପଦକ ମୁକାବିଲାରେ ହାରିଲେ ପୁନିଆ

ନୂଆଦିଲ୍ଳୀ: ୨-୦ରେ ଅଗ୍ରଣୀ ରହିବା ସତ୍ତେ୍ୱ ବ୍ରୋଞ୍ଜ ପଦକ ମୁକାବିଲାରେ ପରାସ୍ତ ହୋଇଛନ୍ତି ଦୀପକ ପୁନିଆ । ୮୬ କିଗ୍ରା ବର୍ଗରେ ପ୍ରତିଦ୍ୱନ୍ଦିତା କରୁଥିବା ପୁନିଆ ମ୍ୟାଚର ୯୦ ପ୍ରତିଶତ ସମୟକୁ ନିଜ ନିୟନ୍ତ୍ରଣରେ…

ଯୁବତୀଙ୍କ ଗୋଡ଼ ଭାଙ୍ଗିଦେବେ କହିଲେ ରାଖୀ ସାୱନ୍ତ! କ୍ୟାବ୍ ଡ୍ରାଇଭରଙ୍କ ସପକ୍ଷରେ ମୁହଁ ଖୋଲିଲେ…

ଓଡ଼ିଶା ଭାସ୍କର ବ୍ୟୁରୋ: ସୋସିଆଲ୍ ମିଡିଆରେ କିଛିଦିନ ହେଲା ଭାଇରାଲ୍ ହେବାରେ ଲାଗିଛି ଏକ ଭିଡିଓ । ଯେଉଁଥିରେ ଜଣେ କ୍ୟାବ୍ ଡ୍ରାଇଭରଙ୍କୁ ନିର୍ଘାତ ମାଡ଼ ମାରୁଛନ୍ତି ଜଣେ ଯୁବତୀ । ସମ୍ପୃକ୍ତ ଯୁବତୀଙ୍କ ନାମ…

ପର୍ଣ୍ଣ ସିନେମାରେ ମୋତେ ନ କହି ମୋ ପ୍ରାଇଭେଟ ପାର୍ଟ ଦେଖାଇଦେଲେ ରାଜ କୁନ୍ଦ୍ରା; ସଙ୍ଗୀନ ଅଭିଯୋଗ ଆଣିଲେ ଅଭିନେତ୍ରୀ

ମୁମ୍ବାଇ: ରାଜ କୁନ୍ଦ୍ରା ପର୍ଣ୍ଣ ଫିଲ୍ମ ମାମଲାରେ ମୁହଁ ଖୋଲିଛନ୍ତି ଆଉ ଜଣେ ଅଭିନେତ୍ରୀ । ମୁମ୍ବାଇ ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଅଭିନେତ୍ରୀ ଜଣକ ମାଲଭାନି ପୋଲିସ ଷ୍ଟେସନରେ ଅଭିଯୋଗ କରିଛନ୍ତି ।…