Browsing Category
Top Stories
ଦିଦିଙ୍କ ନଜର ଦିଲ୍ଲୀ ସିଂହାସନ ଉପରେ: ଲୋକସଭା କି ରାଜ୍ୟସଭାର ସଭ୍ୟ ନାହାନ୍ତି, ତଥାପି ସଂସଦୀୟ ଦଳ ନେତା
ନୂଆଦିଲ୍ଲୀ: ନା ଲୋକସଭା ନା ରାଜ୍ୟସଭାର ସଦସ୍ୟ, ତଥାପି ମମତା ବାନାର୍ଜୀଙ୍କୁ ସଂସଦୀୟ ଦଳ ନେତା ଭାବେ ଚୟନ କରାଯାଇଛି । ତେବେ ମମତାଙ୍କ ଦିଲ୍ଲୀ ଗସ୍ତ ପରେ ପରେ ଏହି ନିଷ୍ପତ୍ତି ଖୁବ୍ ଗୁରୁତ୍ୱ ବହନ କରୁଛି ।…
ସକାଳୁ ଉଠି ଥଣ୍ଡା ପାଣିରେ ମୁହଁ ଧୋଇବା ଦ୍ୱାରା ମିଳିଥାଏ ଚମତ୍କାରୀ ଫାଇଦା
ସକାଳ ସମୟରେ କରାଯାଇଥିବା କିଛି କାମ ଆପଣଙ୍କୁ ଦିନସାରା ଆରାମ ଦେଇଥାଏ । ସେଥିରୁ ଗୋଟିଏ ହେଉଛି, ସକାଳୁ ଉଠି ଥଣ୍ଡା ପାଣିରେ ମୁହଁ ଧୋଇବା । ଶୋଇକି ଉଠିବା ପରେ ମୁହଁରେ ଭାରୀପଣ ଓ ସୁଜନ ଦେଖିବାକୁ ମିଳିଥାଏ । ଏପରି…
ଥମୁନି ମୃତ୍ୟୁର ତାଣ୍ଡବ! ରାଜ୍ୟରେ ପୁଣି ୬୬ ଆକ୍ରାନ୍ତଙ୍କ ଜୀବନ ନେଲା କରୋନା
ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ନିୟନ୍ତ୍ରଣକୁ ଆସିଥିଲେ ବି ମୃତ୍ୟୁ ସଂଖ୍ୟା ରେକର୍ଡସ୍ତରରେ ରହୁଛି । ଲକଡାଉନ୍, ସଟଡାଉନ୍ ପରି କଟକଣା ପରେ ବି ଲାଗିପାରୁନାହିଁ ମୃତ୍ୟୁସଂଖ୍ୟାରେ ରୋକ୍ ।…
ଆଜି ୧୫୫୮ ପଜିଟିଭ୍, ଜାଣନ୍ତୁ ରାଜ୍ୟର କେଉଁଠୁ କେତେ
ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କ୍ରମଶଃ କରୋନାର ସ୍ଥିତି ସ୍ୱାଭାବିକ ହେବାରେ ଲାଗିଥିଲେ ହେଁ ଆଶଙ୍କା ହଟିନାହିଁ । ତେଣୁ ଏହାକୁ ନଜରରେ ରଖି ବିଏମସି ପକ୍ଷରୁ ରାଜଧାନୀ ଭୁବନେଶ୍ୱରର ସମସ୍ତ ସରକାରୀ ଓ…
ମନ୍ଦିର ଯିବା ବେଳେ ମେୟର ଶିବରାଜଙ୍କୁ ଗୁଳି କରି ହତ୍ୟା
କଟିହାର : ବିହାରରେ ଅପରାଧୀମାନେ ଲଗାତାର ଭାବେ ପୋଲିସକୁ ଚ୍ୟାଲେଞ୍ଜ ଦେବାରେ ଲାଗିଛନ୍ତି । ଏହାରି ମଧ୍ୟରେ କଟିହାର ମେୟର ଶିବରାଜ ପାସୱାନଙ୍କୁ ଗୁଳି କରି ହତ୍ୟା କରାଯାଇଛି । ଗୁରୁବାର ରାତିରେ କିଛି ବାଇକ୍ ଆରୋହୀ…
ପୁଣି ଜମ୍ମୁରେ ଉଡ଼ିଲା ଆତଙ୍କବାଦୀଙ୍କ ଡ୍ରୋନ୍
ନୂଆଦିଲ୍ଲୀ: କିଛିଦିନର ନିରବତା ପରେ ପୁଣି ଜମ୍ମୁ କଶ୍ମୀରରେ ଆତଙ୍କବାଦୀମାନେ ଡ୍ରୋନ୍ ଉଡ଼ାଇଛନ୍ତି । ସାମ୍ବା ଜିଲ୍ଲାରେ ଦେଖାଯାଇଥିବା ଡ୍ରୋନ୍ ପାକିସ୍ତାନୀ ଲିଙ୍କ୍ ରହିଥିବା କୁହାଯାଉଛି । ଗତକାଲି ୮ଟା ୩୦ ମିନିଟରେ…
ସକ୍ରିୟ ରହିଛି ଲଘୁଚାପ: ଆଜି ୧୪ ଜିଲ୍ଲା ସାବଧାନ୍, ପ୍ରବଳ ବର୍ଷିବ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବାଂଲାଦେଶ ଉପକୂଳ ଏବଂ ସଂଲଗ୍ନ ପଶ୍ଚିମବଙ୍ଗ ଅଞ୍ଚଳରେ ସକ୍ରିୟ ରହିଛି ଲଘୁଚାପ । ଏହି ଲଘୁଚାପ କ୍ଷେତ୍ରର ପ୍ରଭାବରେ ରାଜ୍ୟର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷାର…
ଇତିହାସ ରଚିଲେ ଦୀପିକା, ସେନିଆଙ୍କୁ ହରାଇ ଆର୍ଚେରୀ କ୍ୱାର୍ଟରଫାଇନାଲରେ ପ୍ରଥମ ଭାରତୀୟ
ନୂଆଦିଲ୍ଲୀ: ଆଜି ଟୋକିଓ ଅଲିମ୍ପିକ-୨୦୨୦ର ଅଷ୍ଟମ ଦିନ । ଏହାରି ମଧ୍ୟରେ ଆର୍ଚେରୀରେ ଇତିହାସ ରଚିଛନ୍ତି ଦୀପିକା କୁମାରୀ । ପ୍ରଥମ ଭାରତୀୟ ଆର୍ଚେରୀ ଭାବେ ସେ ଅଲିମ୍ପିକ କ୍ୱାର୍ଟର ଫାଇନାଲରେ ପହଞ୍ଚିଛନ୍ତି । ଆର୍ଚେରୀ…
ପ୍ରେମ କଲା, ଶାରିରୀକ ସମ୍ପର୍କ ରଖିଲା: ବିବାହ ହେବା କଥା ଆସିବା ବେଳକୁ ଗର୍ଭନଷ୍ଟ କରାଇ ଚମ୍ପଟ ମାରିଲା ପ୍ରତାରକ ପ୍ରେମିକ
ଭୁବନେଶ୍ୱର(ଭାସ୍କର ନ୍ୟୁଜ୍): ରାଜଧାନୀରେ ପୁଣି ଏକ ଲଭ-ସେକ୍ସ ଧୋକା ଘଟଣାରେ ଜଣେ ଯୁବତୀ ମୁହଁ ଖୋଲିବା ସହ ଅଭିଯୋଗ ଆଣିଛନ୍ତି । ଏନେଇ ଯୁବତୀ ଜଣକ ପୋଲିସ କମିଶନରଙ୍କ ନିକଟରେ ଅଭିଯୋଗ ଆଣିଛନ୍ତି । ପ୍ରେମ କରି…
ଆଜିଠୁ ଟୋକିଓ ଅଲିମ୍ପିକ୍ସ ଆଥଲେଟିକ୍ସ ଇଭେଣ୍ଟ: ଦୂତୀ ଚାନ୍ଦ ଓ ନିରଜ ଚୋପ୍ରାଙ୍କ ଭାଗ୍ୟ ପରୀକ୍ଷା
ଟୋକିଓ (ଭାସ୍କର ନ୍ୟୁଜ୍):ଗତ ୨୩ ତାରିଖ ଦିନ ଉଦଘାଟିତ ହୋଇଥିବା ଟୋକିଓ ଅଲିମ୍ପିକ୍ସ ସାତ ଦିନ ଅତିକ୍ରାନ୍ତ କରିଥିବା ବେଳେ ଭାରତ କେବଳ ମହିଳା ୱେଟଲିଫ୍ଟର ମିରାବାଇ ଚାନୁଙ୍କ ରୌପ୍ୟ ପଦକରେ ଅଟକି ରହିଛି । ଇତି ମଧ୍ୟରେ…