Browsing Category
Top Stories
ଶ୍ରୀଲଙ୍କାକୁ ହରାଇଲା ଭାରତ; ୩୮ ରନ୍ ରେ ଜିତିଲା
କଲମ୍ବୋ: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ପ୍ରଥମ ଟ୍ବେଣ୍ଟି ଟ୍ବେଣ୍ଟି ମ୍ୟାଚ ଖେଳରେ ବିଜୟ ଲାଭ କରିଛି ଟିମ୍ ଇଣ୍ଡିଆ।ଫଳରେ ଦିନିକିଆ ଭଳି ଟ୍ବେଣ୍ଟି ଟ୍ବେଣ୍ଟିରେ ମଧ୍ୟ ସିରିଜ୍ କବଜା କରିବା ଆଶା କରାଯାଉଛି। ୩୮ ରନ୍ ରେ…
କୋଲକାତାରେ ହଜି ଯାଇଛନ୍ତି ୟାମୀ; ଜାଣନ୍ତୁ ସମ୍ପୂର୍ଣ୍ଣ ଖବର
କୋଲକାତା: ବଲିଉଡ ଅଭିନେତ୍ରୀ ୟାମୀ ଗୌତମ କୋଲକାତାରେ ହଜି ଯାଇଛନ୍ତି । ତେବେ ୟାମୀ ବାସ୍ତବରେ ହଜି ନାହାନ୍ତି ବରଂ ଲଷ୍ଟ ନାମ ଫିଲ୍ମର ସୁଟିଂ ଆରମ୍ଭ କରିଛନ୍ତି । ବିବାହ ପାଇଁ କିଛି ଦିନ ହେବ ସିଲଭର ସ୍କ୍ରିନରୁ ଦୂରେଇ…
ଟୋକିଓ ୨୦୨୦: ପ୍ରଥମ ଦିନର ସେଲିଂରେ ବିଷ୍ଣୁ-୧୪, ନେତ୍ରା-୨୭
ନୂଆଦିଲ୍ଲୀ: ପ୍ରଥମ ଥର ଅଲିମ୍ପିକ୍ସ ଯୋଗ୍ୟତା ଅର୍ଜନ କରିଥିବା ଦୁଇ ଭାରତୀୟ ସେଲ ନେତ୍ରା କୁମାନନ ଓ ବିଷ୍ଣୁ ସରବାନନ ପ୍ରଥମ ଦିନର ସେଲିଂ ପ୍ରତିଯୋଗିତାରେ ବଢିଆ ପ୍ରଦର୍ଶନ କରିଛନ୍ତି । ରବିବାର ସେଲିଂର ପ୍ରଥମ ଦିନରେ…
ଏମିତି ବି ଆସେ ମୃତ୍ୟୁ; ଜୀଅନ୍ତା ଜଳିଗଲେ ୧୪
ନୂଆଦିଲ୍ଲୀ: ମୃତ୍ୟୁ କେମିତି ବି ଆସିପାରେ । ନିଜ ଅଫିସରେ ବସି କାମ କରୁଥିବା ସମୟରେ ଜୀଅନ୍ତା ଜଳି ପାଉଁଶ ହୋଇଯାଇଛନ୍ତି ୧୪ କର୍ମଚାରୀ । ଚୀନରେ ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଛି । ଏକ ଗୋଦାମ ଘରେ ନିଆଁ ଲାଗିଯିବା…
OCA ପକ୍ଷରୁ କୋଚ୍ ଘୋଷଣା; ନଟରାଜଙ୍କୁ ବ୍ୟାଟିଂ କୋଚ୍ ଦାୟିତ୍ୱ
ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଓଡ଼ିଶା କ୍ରିକେଟ ଆସୋସିଏସନ ପକ୍ଷରୁ ବିଭିନ୍ନ ବୟସବର୍ଗ ପାଇଁ କୋଚ ଓ ସହକାରୀ କୋଚଙ୍କ ନାମ ଘୋଷଣା କରାଯାଇଛି । ପୂର୍ବରୁ ୱାସିମ ଜାଫରଙ୍କୁ ରଣଜୀ ଦଳର ମୁଖ୍ୟ କୋଚ ଭାବରେ ଘୋଷଣା…
୭ମ ବାଟାଲିୟନ ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରବିବାର ସକାଳ ୭ଟା ସମୟରେ ଓ.ଏସ.ଏ.ପି ୭ମ ବାଟାଲିୟନ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ହାବିଲଦାର ଓ ସିପାହୀ ସଂଘ ଏବଂ ସ୍ୱାସ୍ଥ୍ୟ ଚାରିଟେବଲ ଟ୍ରଷ୍ଟର ମିଳିତ…
ପ୍ରଥମ ଟି-୨୦ରେ ଚମକିଲେ ସୂର୍ଯ୍ୟ : ଶ୍ରୀଲଙ୍କା ସମ୍ମୁଖରେ ୧୬୫ ରନର ବିଜୟ ଲକ୍ଷ୍ୟ
କଲମ୍ବୋ: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଇଥିବା ପ୍ରଥମ ଟି-୨୦ ମୁକାବିଲାରେ ଶ୍ରୀଲଙ୍କା ସମ୍ମୁଖରେ ୧୬୫ ରନର ଲକ୍ଷ୍ୟ ଧାର୍ଯ୍ୟ କରିଛି ଭାରତ । ଟସ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ନିର୍ଦ୍ଧାରିତ ଓଭରରେ ୫…
ବିରଳ ରୋଗ କୋଲ୍ଡ ଆଗ୍ଲୁଟାଇନିନ୍, ହଳଦିଆ ପଡ଼ିଯାଏ ଜିଭର ରଙ୍ଗ
ନୂଆଦିଲ୍ଲୀ: ବିରଳ ରୋଗରେ ଆକ୍ରାନ୍ତ ୧୨ ବର୍ଷର ବାଳକ । ଉକ୍ତ ବାଳକଙ୍କ ପ୍ରଥମେ ଜିଭ ହଳଦିଆ ପଡ଼ିଯାଇଥିଲା ଏବଂ ତାଙ୍କୁ ପରୀକ୍ଷା କରାଯିବା ପରେ ତାଙ୍କର ଏକ ବିରଳ ରୋଗ ହୋଇଥିବା ଜଣାପଡ଼ିଥିଲା । ଏହି ରୋଗରେ ଶରୀରର…
ଆରମ୍ଭ ହେବ IPL; ପ୍ରଥମରୁ CSK-MI ଲଢ଼େଇ
ନୂଆଦିଲ୍ଳୀ: କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସି ଖବର । ପୁଣି ଥରେ ଆରମ୍ଭ ହେବାକୁ ଯାଉଛି ଆଇପିଏଲ । ଭାରତରେ କରୋନାର ଦ୍ୱିତୀୟ ଲହର କାରଣରୁ ଆଇପିଏଲର ଚତୁର୍ଦ୍ଦଶ ସଂସ୍କରଣ ଅଧାରୁ ବନ୍ଦ ରହିଥିବା ବେଳେ ପୁଣି ଥରେ ଏହା…
ଅସଲି ସୁନା ନୁହେଁ ଅଲିମ୍ପିକ୍ସ ପଦକ; ଜାଣନ୍ତୁ କେଉଁଥିରୁ ତିଆରି ହୋଇଛି ଟୋକିଓ ମେଡାଲ
ନୂଆଦିଲ୍ଲୀ :ଅଲିମ୍ପିକ୍ସରେ ଦିଆଯାଉଥିବା ସ୍ୱର୍ଣ୍ଣ, ରୌପ୍ୟ ଓ ବ୍ରୋଞ୍ଜ ପଦକ ବାସ୍ତବ ସୁନାରେ ତିଆରି ହେଉନାହିଁ । ନିଜର ଅନନ୍ୟ ଓ ବିକଶିତ ବୈଷୟିକ କୌଶଳ ପାଇଁ ସମଗ୍ର ବିଶ୍ୱରେ ସ୍ୱତନ୍ତ୍ର ପରିଚୟ ହାସଲ କରିଥିବା…