Browsing Category
Top Stories
ଏହି କାରଣ ଯୋଗୁଁ ବାଥରୁମରେ ହୋଇଥାଏ ଅଧିକ ହାର୍ଟ ଆଟାକ୍
ଆଜିକାଲି ହାର୍ଟ ଆଟାକ୍ ଘଟଣା ବଢ଼ିବାରେ ଲାଗିଛି । କିନ୍ତୁ ଆଶ୍ଚର୍ଯ୍ୟକର କଥା ହେଉଛି କି, ଅଧିକ ହାର୍ଟ ଆଟାକ୍ ବାଥରୁମରେ ଘଟୁଛି । କିଛି ଲୋକେ ଏହାକୁ ପୋଷ୍ଟ ଇଫେକ୍ଟ ବୋଲି କହୁଛନ୍ତି । କିନ୍ତୁ ବାଥରୁମରେ ଅଧିକ ହାର୍ଟ…
ପିପିଲି ଉପନିର୍ବାଚନ: ଖୁବଶୀଘ୍ର ଦିନ ଧାର୍ଯ୍ୟ କରିବେ ନିର୍ବାଚନ କମିଶନ
ନୂଆଦିଲ୍ଲୀ: ଓଡ଼ିଶା ସମେତ ଦେଶର ବିଭିନ୍ନ ରାଜ୍ୟରେ ଖାଲି ପଡ଼ିଥିବା ୨୫ଟି ବିଧାନସଭା ଆସନ ପାଇଁ ଅନୁଷ୍ଠିତ ହେବ ଉପନିର୍ବାଚନ । ତେବେ ଭାରତୀୟ ନିର୍ବାଚନ ଆୟୋଗ ଏନେଇ ତାରିଖ ଧାର୍ଯ୍ୟ କରିନଥିବା ବେଳେ ଖୁବଶୀଘ୍ର ବୈଠକ…
ଟୋକିଓ ଅଲିମ୍ପିକ: ଦର୍ଶକଙ୍କ ଗହଣରେ ବସି ସୁଇଟର ବୁଣିଲେ ସ୍ଵର୍ଣ୍ଣ ପଦକ ବିଜେତା, ଫଟୋ ଭାଇରାଲ୍
ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ ରେ ଗ୍ରେଟ୍ ବ୍ରିିଟେନ୍ ପାଇଁ ଗୋଲ୍ଡ ମେଡାଲ୍ ଜିତିଥିବା ଟମ୍ ଡେଲେଙ୍କ ଗୋଟିଏ ଫଟୋ ଏବେ ସୋସିଆଲ୍ ମିଡିଆରେ ବେଶ୍ ଭାଇରାଲ୍ ହେଉଛି । ଏହି ଫଟୋକୁ ଟୋକିଓ ଅଲିମ୍ପିକ୍ ର ଅଫିସିଆଲ୍ ଟୁଇଟର୍…
ବୟସ ୧୦, ପାସ୍ କଲେ ୧୦ମ, ପ୍ରଚଣ୍ଡ ପ୍ରତିଭାଧାରୀ ଜଣଙ୍କ…
ଓଡ଼ିଶା ଭାସ୍କର ବ୍ୟୁରୋ: ବୟସ ମାତ୍ର ୧୦ ବର୍ଷ । କିନ୍ତୁ ବିଚକ୍ଷଣ ପ୍ରତିଭାଧାରୀ ଛାତ୍ର ଜଣଙ୍କ ୧୦ମ ବୋର୍ଡ ପରୀକ୍ଷା ପାସ୍ କରି ଏକ ବିରଳ ରେକର୍ଡ କରିଛନ୍ତି । ଏହି ମେଧାବୀ ଛାତ୍ରଙ୍କ ନାମ ହେଉଛି ରାଷ୍ଟ୍ରମ୍ ଆଦିତ୍ୟ…
OSSC ଅଫିସ ଆଗରେ ତାତିଲା ଛାତ୍ର କଂଗ୍ରେସ: ୫୦ ଜଣଙ୍କୁ ଉଠାଇନେଲା ପୋଲିସ, ଦେଖନ୍ତୁ ଭିଡିଓ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରର ଓଏସଏସସି କାର୍ଯ୍ୟାଳୟ ସମ୍ମୁଖରେ ଆଜି ବିକ୍ଷୋଭ କରିଛନ୍ତି ଛାତ୍ର କଂଗ୍ରେସ । ଓଏସଏସସି ନିଯୁକ୍ତିର ତଦନ୍ତ ଦାବିରେ କମିଶନରଙ୍କ ଅଫିସ ଆଗରେ ବିକ୍ଷୋଭ ହୋଇଥିବା…
ଭାରତରେ ୧୨ ବର୍ଷକୁ ଥରେ ଫୁଟେ ଏହି ଫୁଲ୍, ଦେଖିବାକୁ ହଜାର ହଜାର ଲୋକଙ୍କ ଲାଗେ ଭିଡ଼
ଓଡ଼ିଶା ଭାସ୍କର ବ୍ୟୁରୋ: ନୀଲକୁରିଞ୍ଜୀ ଫୁଲ ହେଉଛି ସବୁଠାରୁ ଦୁର୍ଲଭ ଫୁଲ । ଏହା ୧୨ ବର୍ଷରେ କେବଳ ଥରେ ମାତ୍ର ଫୁଟିଥାଏ । ନୀଲକୁରିଞ୍ଜୀ ହେଉଛି ଗୋଟିଏ ମନୋକାର୍ପିକ ଗଛ । ଯାହା ଫୁଟିବାର ଅଳ୍ପ ସମୟ ପରେ ଝାଉଁଳି ଯାଏ…
ଦେଶର ୫ଟି ହଣ୍ଟେଡ୍ ରେଲୱେ ଷ୍ଟେସନ୍, ପଢ଼ନ୍ତୁ ଏଠାକାର କାହାଣୀ ସମ୍ପର୍କରେ
ଓଡ଼ିଶା ଭାସ୍କର ବ୍ୟୁରୋ: ଭାରତରେ ଏମିତି ଅନେକ ସ୍ଥାନ ରହିଛି ଯାହାକୁ ଭୟାନକ ସ୍ଥାନ ଭାବରେ ଗଣାଯାଏ । କିନ୍ତୁ ବୈଜ୍ଞାନିକ ମାନଙ୍କ କହିବା ମୁତାବକ, ଭୁତ ଭଳି କିଛି ଜିନିଷ ନାହିଁ । ଏସବୁ କେବଳ କଳ୍ପନା ମାତ୍ର । ଏହା…
ପ୍ଲାଷ୍ଟିକରେ ହେଉଛି ରାସ୍ତା; ବିକାଶ ପଥରେ ଭାରତର ନୂଆ ବ୍ୟବସ୍ଥା
ଓଡ଼ିଶା ଭାସ୍କର ବ୍ୟୁରୋ: ନୂଆ ଅଭିଯାନ; ନୂଆ ଜ୍ଞାନକୌଶଳର ଉପଯୋଗ କରୁଛି ଭାରତ। ଆଉ ରାସ୍ତା ନିର୍ମାଣରେ ବ୍ୟବହାର ହେଉଛି ପ୍ଲାଷ୍ଟିକ୍। ଏଭଳି ରାସ୍ତା ହେବା ଦ୍ୱାରା ପରିବେଶ ଉପରେ ସକାରାତ୍ମକ ପ୍ରଭାବ ପଡ଼ିପାରୁଛି।…
ସୁର ଖେଳିଲେ ହକି, ‘ଅଲିମ୍ପିକ’ ପାଇଁ ଭାରୀ ଖୁସି…
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଟୋକିଓରେ ଚମକୁଛି ଓଡ଼ିଶା ଲୋଗୋ । ଅଲିମ୍ପିକ୍ସରେ ଭାରତୀୟ ହକିର ଉଲ୍ଲେଖନୀୟ ପ୍ରଦର୍ଶନ ଜାରି ରହିଛି । ଉଭୟ ମହିଳା ଓ ପୁରୁଷ ଟିମ୍ କରୁଛନ୍ତି ଦମଦାର ପ୍ରଦର୍ଶନ । ଏଥିପାଇଁ ସାରା ଭାରତ…
ସୁର ଭାଇ ବୁଲିଲେ ବସ୍ତି, ବ୍ଲିଚିଙ୍ଗ ଶହ ମଶା ତେଲ ଢାଳିଲେ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀରେ ବ୍ୟାପିଲାଣି ଡେଙ୍ଗୁ । ଗୋଟିଏ ପଟେ କରୋନା ଭୟ ସାମାନ୍ୟ କମିଥିବାବେଳେ ତୃତୀୟ ଲହର ଆଶଙ୍କା ରହିଛି । ଏପଟେ ଡେଙ୍ଗୁ ପାଇଁ ଚିନ୍ତା ବଢ଼ି ଯାଇଛି । ଏନେଇ ସରକାରଙ୍କ…