Browsing Category
Top Stories
ପଚରଉଚରା ସମୟରେ ରାଜଙ୍କ ଉପରେ ଭଡକିଲେ ଶିଳ୍ପା, କହିଲେ- ବଦନାମ୍ କରିଦେଲ…..
ମୁମ୍ବାଇ: ପର୍ଣ୍ଣ ଭିଡିଓ ମାମଲାରେ ଗିରଫ ହୋଇଥିବା ବ୍ୟବସାୟୀ ରାଜ୍ କୁନ୍ଦ୍ରା ଓ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ପାଇଁ ଦିନକୁ ଦିନ ଅଡ଼ୁଆ ବଢ଼ିବାରେ ଲାଗିଛି । ତାଙ୍କ ହ୍ୱାଟସଆପ୍ ଚାଟ୍ ଠାରୁ ଆରମ୍ଭ କରି ଫୋନ୍ କମ୍ପାନୀ…
ଅନଲାଇନ୍ ଟିକେଟ୍ ପାଇଁ IRCTC ର ନୂଆ ନିୟମ, ନଜାଣିଲେ କରିପାରିବେନି ବୁକିଂ
ନୂଆଦିଲ୍ଲୀ: କରୋନା ମହାମାରୀ ଯୋଗୁଁ ଏବେ ଲୋକମାନେ ଅଫଲାଇନ୍ ଅପେକ୍ଷା ଅନଲାଇନ ଜରିଆରେ ଟିକେଟ୍ କରିବାକୁ ପସନ୍ଦ କରୁଛନ୍ତି । ଏହାରି ମଧ୍ୟରେ ଅନଲାଇନ୍ ଟିକେଟ କରୁଥିବା ଲୋକଙ୍କ ପାଇଁ ନୂଆ ନିୟମ ଆଣିଛି IRCTC । ଏଣିକି…
ସ୍କ୍ରିନସଟ୍ ନେବା ଦରକାର ନାହିଁ, ଏମିତି ଡାଉନଲୋଡ୍ କରନ୍ତୁ ସାଙ୍ଗ ମାନଙ୍କ WhatsApp Status
ନୂଆଦିଲ୍ଲୀ: ହ୍ୱାଟସଆପ୍ ରେ ଷ୍ଟାଟସ୍ ଫିଚର୍ କିଛି ବର୍ଷ ତଳେ ହିଁ ଲଞ୍ଚ କରିଥିଲା । ହ୍ୱାଟସଆପ୍ ଷ୍ଟାଟସ୍ ରେ ୟୁଜର୍ସ ମାନେ ଫଟୋ, ଭିଡିଓ ଏବଂ ଟେଷ୍ଟ୍ ସେୟାର୍ କରିପାରୁଛନ୍ତି । ଏହା ୨୪ ଘଣ୍ଟା ପରେ ଡିଲିଟ୍…
ଭୁବନେଶ୍ୱରରେ ପ୍ରଥମ ଡେଙ୍ଗୁ ମୃତ୍ୟୁ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): କରୋନା ମହାମାରୀର ସଂକ୍ରମଣ ମଧ୍ୟରେ ଡେଙ୍ଗୁ ନିଜର ଆତଙ୍କ ଖେଳାଇଚାଲିଛି । ଏହାରି ମଧ୍ୟରେ ରାଜଧାନୀ ଭୁବନେଶ୍ୱରରେ ଡେଙ୍ଗୁ ଯୋଗୁଁ ପ୍ରଥମ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଶୈଳଶ୍ରୀ…
୧୦୦୦କୁ ବୃଦ୍ଧି ହେବ ଲୋକସଭା ଆସନ!
ନୂଆଦିଲ୍ଲୀ: ବର୍ତ୍ତମାନ ଲୋକସଭାର ସଦସ୍ୟ ସଂଖ୍ୟା ୫୪୩ ରହିଛି । ତେବେ ସରକାର ଏହି ସଂଖ୍ୟାକୁ ୧ ହଜାରକୁ ବୃଦ୍ଧି କରିବାକୁ ଯୋଜନା କରୁଛନ୍ତି । ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ୨୦୧୯ ମସିହାରେ ଲୋକସଭା ସିଟ୍ ୧…
୨୯୯ରେ ମିଳିବ ୩୦ ଜିବି ଡାଟା, ଭୋଡାଫୋନ୍-ଆଇଡିଆ ଲଞ୍ଚ କଲା ନୂଆ ପ୍ଲାନ୍
ନୂଆଦିଲ୍ଲୀ: ଭୋଡାଫୋନ୍ ଆଇଡିଆ ଲିମିଟେଡ୍(ଭିଆଇଏଲ୍) ନୂତନ ପୋଷ୍ଟପେଡ୍ ପ୍ଲାନ୍ ଲଞ୍ଚ କରିଛି । ଏହାର ସବୁ ପ୍ଲାନ୍ କର୍ପୋରେଟ୍ ଗ୍ରାହକଙ୍କ ପାଇଁ ଉଦ୍ଦିଷ୍ଟ । ଏହି ନୂତନ ପ୍ଲାନ୍ କୁ ୨୯୯ରୁ ଆରମ୍ଭ କରାଯାଇଛି । ଏଥିରେ…
ଏବେ ନିଜ ଇଚ୍ଛାରେ ଗ୍ୟାସ୍ ଭରି ପାରିବେ ଗ୍ରାହକ ! ମୋଦୀ ସରକାର ଆରମ୍ଭ କଲେ ନୂଆ ସୁବିଧା
ନୂଆଦିଲ୍ଲୀ: ମୋଦୀ ସରକାର ଏଲପିଜି ସିଲିଣ୍ଡର ବ୍ୟବହାର କରୁଥିବା ଗ୍ରାହକଙ୍କ ପାଇଁ ଏକ ଆଶ୍ୱସ୍ତିକର ଯୋଜନା ଆଣିଛନ୍ତି । ବର୍ତ୍ତମାନ ଗ୍ରାହକମାନେ ନିଜ ଇଚ୍ଛା ଅନୁସାରେ, ବିତରକ ବାଛି ପାରିବେ । ଏହାର ଅର୍ଥ ହେଉଛି…
ଜାତୀୟ ଓ ରାଜ୍ୟ ରାଜପଥ କଡ଼ରୁ ମଦ ଦୋକାନ ହଟାଅ: ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ମଦ ବ୍ୟବସାୟୀ ଓ ଗ୍ରାହକଙ୍କ ପାଇଁ ଏକ ଦୁଃଖ ଖବର । ଏଣିକି ସମସ୍ତ ଜାତୀୟ ଓ ରାଜ୍ୟ ରାଜପଥ କଡ଼ରୁ ଉଠିଯିବ ସମସ୍ତ ମଦ ଦୋକାନ । ରାଜପଥର ୫୦୦ ମିଟର ଦୂରରେ ମଧ୍ୟରେ କୌଣସି ମଦ ଦୋକାନ ରହିବ ନାହିଁ । ଏହି ସାନି…
‘ଡେଲ୍ଟା ଭାରିଆଣ୍ଟ’ରୁ ରକ୍ଷାପାଇବାକୁ ଚାହୁଁଥିରେ ଭୁଲରେ ଏହି ୫ ସ୍ଥାନକୁ ଯାଆନ୍ତୁ ନାହିଁ
କରୋନାର ଦ୍ୱିତୀୟ ଲହର ହ୍ରାସ ପାଇଛି ସତ, କିନ୍ତୁ ବିପଦ ଟଳିନି । କରୋନାର ଡେଲ୍ଟା ଭାରିଆଣ୍ଟ ଏବେ ଦୁନିଆ ପାଇଁ ଅଧିକ କ୍ଷତିକାରକ ସାବ୍ୟସ୍ତ ହୋଇଛି । ଆମେରିକାରେ ଏହି ଭାରିଆଣ୍ଟ ଆତଙ୍କ ସୃଷ୍ଟି କରିଥିବା ବେଳେ ଭାରତରେ…
ପତ୍ନୀର ଥିଲା ଅନ୍ୟ ଯୁବକଙ୍କ ସହ ସମ୍ପର୍କ, ରାଗରେ ଆସି ବୟଫ୍ରେଣ୍ଡର ପ୍ରାଇଭେଟ୍ ପାର୍ଟ ଉପରକୁ ଗୁଳି ଚଳାଇଲା ସ୍ୱାମୀ
ଥିରୁବନନ୍ତପୁରମ୍: ଜଣେ ବ୍ୟକ୍ତି ନିଜ ସ୍ତ୍ରୀର ବୟଫ୍ରେଣ୍ଡର ପ୍ରାଇଭେଟ୍ ପାର୍ଟକୁ ଗୁଳି କରିଦେଇଛି । ବର୍ତ୍ତମାନ ଉକ୍ତ ଯୁବକ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ସ୍ତ୍ରୀର ଅନ୍ୟ ଯୁବକ ସହ ସମ୍ପର୍କ ଥିବା କଥାକୁ ନେଇ…