Browsing Category

Top Stories

ନାଗକୁ ଛକିଲା ବିଲେଇ, ମାଲିକ ଘରକୁ ଛାଡ଼ିଲାନି ବାଟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୋଷା ବିଲେଇ ଶୁଝିଲା ମାଲିକର ଋଣ । ଘର ଭିତରକୁ ପଶିବାକୁ ଦେଲାନି ନାଗ ସାପକୁ । ସାପ କରୁଥାଏ ଫଁ ଫଁ ଆଉ ବିଲେଇ ବି ରଡୁଥାଏ ନିଶ ଫୁଲେଇ । ଦୀର୍ଘ ସମୟ ଏମିତି ଲାଗି ରହିଲା ଛକା-ଛକି ଯୁଦ୍ଧ…

ଝିଅ ସହ ହୋଇଥିଲା ଅସଦାଚରଣ; ବାପାକୁ ଏମିତି ପ୍ରସ୍ତାବ ଦେଲେ ମନ୍ତ୍ରୀ

ନୂଆଦିଲ୍ଳୀ: ଏପଟେ ଝିଅ ସହିତ ହୋଇଛି ଅସଦାଚରଣ ମାତ୍ର ଅନ୍ୟପକ୍ଷରେ ଜଣେ ମନ୍ତ୍ରୀ ଦେଇଛନ୍ତି ଏମିତି ପରାମର୍ଶ ଯାହା କୌଣସି ବାପ ପାଇଁ ଶୁଣିବା ସହଜ ନୁହେଁ । ଝିଅ ସହିତ ଅସଦାଚରଣ ହୋଇଥିଲେ ହେଁ ମାମଲାକୁ ରଫା ଦଫା କରିବା…

କାଳିଆ ବାହୁଡ଼ିଲେ, ଇନ୍ଦ୍ର ଢାଳିଲେ, ବଡ଼ଦାଣ୍ଡରେ ସେବାୟତ-ପ୍ରଶାସକ ଏକାଠି ହେଲେ

ପୁରୀ(ଓଡ଼ିଶା ଭାସ୍କର): ଭାବର ଠାକୁର ସେ ଭାବ ବିନୋଦିଆ । ମହାପ୍ରଭୁଙ୍କ ପାଖରେ ଭକ୍ତି ଓ ସମର୍ପଣର ବିକଳ୍ପ ନାହିଁ । ଶ୍ରୀଜିଉଙ୍କ ବାହୁଡ଼ା ଯାତ୍ରା ସମୟରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାରଙ୍କ ନିକଟରେ ସେଇ…

ଜଣେ ଶିକ୍ଷାମନ୍ତ୍ରୀଙ୍କ ୩ ସମ୍ପର୍କୀୟଙ୍କୁ ରାଜ୍ୟ ପ୍ରଶାସନିକ ସେବା ପାଇଁ କରାଗଲା ଚୟନ, ଇଣ୍ଟରଭ୍ୟୁ ମାର୍କକୁ ନେଇ ଜୋର୍ ଧରିଲା ଚର୍ଚ୍ଚା

ନୂଆଦିଲ୍ଲୀ:  ଜଣେ ଶିକ୍ଷା ମନ୍ତ୍ରୀଙ୍କ ୩ ଜଣ ସମ୍ପର୍କୀୟଙ୍କୁ ରାଜ୍ୟ ପ୍ରଶାସନିକ ପରୀକ୍ଷାରେ ଚୟନ କରାଯିବାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ରାଜସ୍ଥାନର ଶିକ୍ଷା ମନ୍ତ୍ରୀ ଗୋବିନ୍ଦ ସିଂହ ଡୋଟସରା ଏହି ଘଟଣାକୁ ନେଇ…

କିଏ ହେବ କର୍ଣ୍ଣାଟକର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ! ୟେଦ୍ଦୁରାପ୍ପା ଆୟୋଜନ କରିଛନ୍ତି ବିଦାୟକାଳୀନ ଭୋଜି

ନୂଆଦିଲ୍ଲୀ: ବର୍ତ୍ତମାନ ସାରା ଭାରତ ବର୍ଷରେ ରାଜନୀତି ସରଗରମ ରହିଛି । ୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି କେନ୍ଦ୍ରରେ ମନ୍ତ୍ରିମଣ୍ଡଳ ପରିବର୍ତ୍ତନ ହେବା ପରେ ଏବେ ବିଭିନ୍ନ ରାଜ୍ୟରେ ମଙ୍ଗୁଆଳ ଚେଞ୍ଜ ହେବାରେ ଲାଗିଛି…

ଭାରତ କଲା ବିଶ୍ୱ ରେକର୍ଡ: ମାତ୍ର ୨୪ ଘଣ୍ଟାରେ ନିର୍ମାଣ କଲା ୨.୫ କିଲୋମିଟରର ୪ ଲେନ୍ କଂକ୍ରିଟ ରାସ୍ତା

ନୂଆଦିଲ୍ଲୀ: କୋଭିଡ କଟକଣା ମଧ୍ୟରେ ଜାତୀୟ ରାଜପଥ ନିର୍ମାଣରେ ତୀବ୍ର ବୃଦ୍ଧି ପାଇଛି ବୋଲି କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନିତିନ ଗଡକରୀ କହିଛନ୍ତି । ଟ୍ୱିଟରରେ ସେ କହିଛନ୍ତି ଯେ ୨୦୨୦-୨୧ ମଧ୍ୟରେ ରାଜପଥ…

କଙ୍ଗନାଙ୍କ ଫିଲ୍ମ ପାଇଁ ବିଜେପି-କଂଗ୍ରେସ ମୁହାଁମୁହିଁ, ତେଜିଲା ରାଜନୀତି

ନୂଆଦିଲ୍ଲୀ: ବଲିଉଡର ପଙ୍ଗା କ୍ୱିନ୍ ତଥା କଣ୍ଟ୍ରାଭର୍ସି କ୍ୱିନ୍ ଭାବେ ଚର୍ଚ୍ଚିତ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ଫିଲ୍ମ ‘ଇମର୍ଜେନ୍ସୀ' ସମ୍ପ୍ରତି ରାଜନୀତିକ ଝଡ଼ ସୃଷ୍ଟି କରିସାରିଲାଣି । ଏହି ପ୍ରସଙ୍ଗକୁ ନେଇ…

ପ୍ରିୟଦର୍ଶିନୀ ମର୍ଡର ମିଷ୍ଟ୍ରିର ହେଲା ଖୁଲାସା: ଏହି କାରଣ ପାଇଁ ହତ୍ୟା କରିଥିଲା ଜଗନ୍ନାଥ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ ୫ ତାରିଖରେ ଭୀମଟାଙ୍ଗିରେ ଘଟିଥିବା ପ୍ରିୟଦର୍ଶିନୀ ସାହୁ ହତ୍ୟାକାଣ୍ଡଙ୍କର ଅଭିଯୁକ୍ତ ଜଗନ୍ନାଥ ପ୍ରଧାନଙ୍କୁ ଆଜି ଜେରା କରାଯାଇଛି । ତେବେ ଏୟାରଫିଲ୍ଡ ଥାନା ପୋଲିସ ଦ୍ୱାରା…

ଭାଇରାଲ ହେବାରେ ଲାଗିଛି ବିଦ୍ୟାଭାରତୀଙ୍କ ହାତଲେଖା ଚିଠି, କ’ଣ ରହିଛି ଚିଠିରେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏସିଏଫ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲା ଦିନକୁ ଦିନ ଛନ୍ଦି ହେବାରେ ଲାଗିଛି । କାହା କଥାରେ କାହାର ତାଳମେଳ ରହୁନି । ମଙ୍ଗଳବାର ଦିନ ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀଙ୍କ ବୟାନ ଓ…

ଆଖି ବୁଜିଲା ନବଜାତ, ଡାକ୍ତର କଲେ ଅବହେଳା! କହିଲେ ପ୍ରସବ କରାଇବା ଜଣାନାହିଁ!

କେନ୍ଦୁଝର(ଓଡ଼ିଶା ଭାସ୍କର): ଡାକ୍ତରଙ୍କ ଅବହେଳା ପାଇଁ ଦୁନିଆ ଦେଖିବା ଆଗରୁ ଆଖି ବୁଜିଲା ବାଛୁରି । ଛୁଆକୁ ଝୁରି ଝୁରି ମା’ ବି ଶୁଖି କଣ୍ଟା ହୋଇଗଲାଣି । ନା କିଛି ଖାଉଚି ନା ଶାନ୍ତିରେ ରହୁଛି । ଦିନ ତମାମ ଖାଲି ହମା…