Browsing Category
Top Stories
ଶସ୍ତା ହେଲା ସୁନା; ମହଙ୍ଗା ରୁପା; ରେକର୍ଡ ନିଆରା
ଓଡ଼ିଶା ଭାସ୍କର ବ୍ୟୁରୋ: ଖସିଲା ସୁନା ଦର। ଶସ୍ତା ହେବାନେଇ ଶୁକ୍ରବାର ସ୍ପଷ୍ଟ ହୋଇଛି। ଗୁରୁବାର କାରବାରକୁ ଲକ୍ଷ୍ୟ କଲେ ଜଣାପଡ଼ିଛି ଯେ ସୁନା ଦର ତଳ ଉପର ହେଉଥିଲା। ତେବେ ଗୁରୁବାର ସୁନା ପ୍ରତି ୧୦ ଗ୍ରାମକୁ ୪୮,୫୦୦…
ଓଡ଼ିଶାରେ ରେଳ ବିକାଶକୁ ଗୁରୁତ୍ୱ, ଅଶ୍ୱିନୀଙ୍କୁ ଚିଠି ଲେଖିଲେ ନବଜ୍ୟୋତି
ଭୁବନେଶ୍ୱର (ଓଡ଼ିଶା ଭାସ୍କର): ପ୍ରଧାନମନ୍ତ୍ରୀଙ୍କ ‘ମିଶନ ପୂର୍ବୋଦୟ ସଫଳତାର ଚାବିକାଠି ବାଲେଶ୍ବରର ରେଳ ଡ଼ିଭିଜନ ଉପରେ ନିର୍ଭର କରୁଛି। ଯଦି ବାଲେଶ୍ୱର-ନିଳଗିରି ରେଳ ଲାଇନ ଓ ଜଳେଶ୍ୱର-ଦିଘା ରେଳ ଲାଇନ ପ୍ରକଳ୍ପ…
ସାବଧାନ;ରାଜଧାନୀରେ ମାତିଛନ୍ତି ଏଟିଏମ ଲୁଟେରା; ଯୁବତୀଙ୍କ ପର୍ସ ଝାମ୍ପିନେଲେ
ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଏଟିଏମକୁ ଏକୁଟିଆ ପଇସା ଉଠାଇବାକୁ ଯାଉଥିଲେ ସାବଧାନ । ରାଜଧାନୀରେ ସକ୍ରିୟ ହୋଇଛନ୍ତି ଏଟିଏମ୍ ଲୁଟେରା । ରାଜଧାନୀର ଚନ୍ଦ୍ରଶେଖରପୁରରେ ଘଟିଯାଇଛି ଏମିତି ଏକ ଘଟଣା । ଦୁଇ ଜଣ ଯୁବତୀ…
ବିମାନ ବନ୍ଦର ପରି ହେବ ଗାନ୍ଧୀନଗର ରେଳଷ୍ଟେସନ: ମୋଦୀଙ୍କ ବଡ ଘୋଷଣା
ଗାନ୍ଧୀନଗର: ବିମାନ ବନ୍ଦର ପରି ହେବ ରେଳ ଷ୍ଟେସନ୍ । ଅବିଶ୍ୱାସ ହେଲେ ବି ସତ, ଗୁଜରାଟର ଗାନ୍ଧୀନଗରରେ ଏହିଭଳି ଏକ ରେଳ ଷ୍ଟେସନ ନେଇ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଶୁକ୍ରବାର ଏହି ବଡ ଘୋଷଣା…
କଳାପଣକୁ ହଟାଇ ଗୋରା କରିଥାଏ ଏହି ଲୁଣପାଣି, ଏପରି କରନ୍ତୁ ବ୍ୟବହାର
ପ୍ରତ୍ୟେକ ରୋଷେଇ ଘରେ କିଛି ମିଳୁ ବା ନମିଳୁ, ଲୁଣ ନିଶ୍ଚିତ ମିଳିବ । ତ୍ୱଚାର ସୁନ୍ଦରତାକୁ ବଢ଼ାଇବାରେ ସାହାର୍ଯ୍ୟ କରିଥାଏ ସମୁଦ୍ର ଲୁଣ । ଏଥିରେ ପ୍ରଚୁର ମାତ୍ରାରେ ସୋଡିୟମ, ସୋଡିୟମ୍, ମ୍ୟାଗ୍ନେସିୟମ୍, କ୍ୟାଲସିୟମ୍…
ଅଲିମ୍ପିକ୍ସ ପଦାର୍ପଣ କରିବେ ସୁମିତ ନାଗଲ; ଓହରିଲେ ୟୁକି ଭାମ୍ବ୍ରି
ନୂଆଦିଲ୍ଲୀ: ପ୍ରଥମ ଭାରତୀୟ ସିଙ୍ଗଲ୍ସ ଖେଳାଳି ଭାବରେ ଅଷ୍ଟ୍ରେଲିଆନ ଓପନ ମୁଖ୍ୟ ଡ୍ରରେ ସାମିଲ ହୋଇଥିବା ସୁମିତ ନାଗଲ ଆସନ୍ତା ଟୋକିଓ ୨୦୨୧ରେ ଅଂଶଗ୍ରହଣ କରିବାକୁ ଯାଉଛନ୍ତି । ଏହା ସହିତ ନାଟକୀୟ ଢଙ୍ଗରେ ଅଲିମ୍ପିକ୍ସ…
ଦୁଷ୍କର୍ମକାରୀକୁ ୫ ବର୍ଷ ପରେ ଧରିଲା ପୋଲିସ, ଭୁବନେଶ୍ୱରରେ ଲୁଚିଥିଲା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦୁଷ୍କର୍ମ ମାମଲାରେ ରାଜକନିକା ପୋଲିସକୁ ମିଳିଛି ବଡ଼ ସଫଳତା । କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଥାନ୍ତ ଅନ୍ତର୍ଗତ ମୁକୁନ୍ଦପୁର ଗାଁରେ ୨୦୧୬ ମସିହା ମାର୍ଚ୍ଚ ୪ ତାରିଖରେ ହୋଇଥିବା…
ଫିଟୁଛି ସୌମ୍ୟଙ୍କ ମୃତ୍ୟୁ ରହସ୍ୟର ଗୁମର, ସ୍ତ୍ରୀଙ୍କ ଥିଲା ପରକୀୟା ପ୍ରୀତି!
ପାରଳାଖେମୁଣ୍ଡି(ଓଡ଼ିଶା ଭାସ୍କର): ସହକାରୀ ବନ ସଂରକ୍ଷକ(ଏସିଏଫ୍) ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ମୃତ୍ୟୁକୁ ନେଇ ଗୋଟିଏ ପରେ ଗୋଟିଏ ରହସ୍ୟ ଖୋଲୁଛି। ସମ୍ପୂର୍ଣ୍ଣ ଘଟଣା ସ୍ପଷ୍ଟ ହୋଇନଥିବାବେଳେ ପୋଲିସ୍ ଚଳାଇଛି ତନାଘନା ।…
ଓଡ଼ିଶାରୁ ଆଜି ୨୩୧୭ ଜଣ ସୁସ୍ଥ, ଖୋର୍ଦ୍ଧାରୁ ସର୍ବାଧିକ ୪୮୦
ଭୁବନେଶ୍ୱର (ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ପ୍ରକୋପ ଜାରି ରହିଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୨ ହଜାର ୩୧୭ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୯…
ରାଜ୍ୟରେ ପ୍ରଥମ:ଏସଆଇ ପଦବୀ ପାଇଁ ଆବେଦନ କଲେ ୨୬ କିନ୍ନର
ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଓଡ଼ିଶା ପୋଲିସ ପକ୍ଷରୁ ପୋଲିସ ସବ ଇନ୍ସପେକ୍ଟର(ଏସ ଆଇ) ଭର୍ତ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ୨୨ ଜୁନରେ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ୧୫ ତାରିଖରେ ଫର୍ମ ଦାଖଲର ଅନ୍ତିମ…