Browsing Category

Top Stories

ଆଗକୁ ଭୟଙ୍କର ରୂପ ଧାରଣ କରିବ ଡେଲଟା, ଡେଲଟା ପ୍ଲସ୍ ଚିନ୍ତାଜନକ ନୁହେଁ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

ନୂଆଦିଲ୍ଲୀ: ଭାରତବର୍ଷରେ ପ୍ରଥମେ ଚିହ୍ନଟ ହୋଇଥିବା ଡେଲଟା ଭାରିଆଣ୍ଟ ବର୍ତ୍ତମାନ ସମଗ୍ର ବିଶ୍ୱର ଅଧିକାଂଶ ରାଷ୍ଟ୍ରରେ ନିଜର କାୟା ମେଲାଇ ସାରିଛି । ୯୬ଟି ଦେଶରେ ଏହି ଭାରିଆଣ୍ଟ ଚିହ୍ନଟ ହୋଇଥିବା ନେଇ ସୂଚନା ଦେଇଛି…

ରାଜ୍ୟରେ ପୁଣି ବଢ଼ିଲା କରୋନା ସଂକ୍ରମଣ, ଆଜି ୩୨୨୨ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କରୋନା କିଛିଦିନ ଧରି ଲୁଚକାଳି ଖେଳିବାରେ ଲାଗିଛି । ଦୁଇଦିନ ଧରି ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୩ ହଜାର ଉପରେ ରହୁଛି । ରାଜ୍ୟର ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ସଂକ୍ରମଣ…

ଆଜି ପୁଣି ରାଜ୍ୟରେ ୪୬ କରୋନା ରୋଗୀଙ୍କ ମୃତ୍ୟୁ

ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ପ୍ରାୟତଃ ଆୟତ୍ତକୁ ଆସିଯାଇଥିବା ବେଳେ ମୃତ୍ୟୁର କିନ୍ତୁ ଲଗାମ୍ ନାହିଁ । ଲକଡାଉନ୍, ସଟଡାଉନ୍ ପରି କଟକଣା ପରେ ବି ଲାଗିପାରୁନାହିଁ ମୃତ୍ୟୁସଂଖ୍ୟାରେ ରୋକ୍ ।…

ବିଶ୍ୱରେ କରୋନା ମୃତ୍ୟୁସଂଖ୍ୟା ୩୯.୭୧ ଲକ୍ଷରେ ପହଞ୍ଚିଲା

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ କରୋନାର ପ୍ରଭାବ କ୍ରମଶଃ ବଢ଼ିବାରେ ଲାଗିଛି । ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୩୯ ଲକ୍ଷ ୭୧ ହଜାର ୪୪୨ରେ ପହଞ୍ଚିଛି । ତେବେ ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୮ କୋଟି ୩୪ ଲକ୍ଷ ୧୪…

ଭୁବନେଶ୍ୱରରେ ଶତକ ମାରିଲା ପେଟ୍ରୋଲ ଦର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କରୋନା ସମୟରେ ବଢ଼ି ଚାଲିଛି ପେଟ୍ରୋଲ ଦର । ଫଳରେ ଏହାକୁ ନେଇ ଜନସାଧାରଣଙ୍କ ଚିନ୍ତା ବଢ଼ି ଯାଇଛି । ଗୋଟିଏ ପଟେ କରୋନା ସମସ୍ତଙ୍କର ଜୀବିନ ଜୀବିକା ଛଡ଼ାଇ ନେଇଥିବା ବେଳେ ଏହି ସମୟରେ ପୁଣି…

ଜାତୀୟ ଡାକ୍ତର ଦିବସ: ଏଫଏଲଓ ଭୁବନେଶ୍ୱର ପକ୍ଷରୁ କ୍ୟାପିଟାଲ୍ ହସ୍ପିଟାଲରେ କୋଭିଡ଼ ୱାରିୟର୍ସ ସମ୍ମାନିତ

ଭୁବନେଶ୍ୱର(ଓଡ଼ିଶା ଭାସ୍କର) : ସହରର କ୍ୟାପିଟାଲ ହସ୍ପିଟାଲରେ ୧୩୦୦ ରୁ ଅଧିକ କୋଭିଡ଼ ଯୋଦ୍ଧାଙ୍କୁ ଉତ୍ସାହିତ କରି ଏଫଏଲଓ ,ଭୁବନେଶ୍ୱର ଗୁରୁବାର ଦିନ ଜାତୀୟ ଡାକ୍ତର ଦିବସ ପାଳନ କରିଛି। କାର୍ଯ୍ୟକ୍ରମରେ ଡାକ୍ତରଖାନାର…

ବଢିଲା ବସ୍ ଭଡା; ଜାଣନ୍ତୁ କେତେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର) : କରୋନା ଲକଡାଉନକୁ ଆଂଶିକ କୋହଳ କରାଯିବା ସହିତ ୨୦ଟି ଜିଲ୍ଲାରେ ଆରମ୍ଭ ହୋଇଛି ବସ୍ ସେବା । ବସ ସେବା ଆରମ୍ଭ ହେବା ସହିତ ସ୍ୱୟଂକ୍ରିୟ ଭାବରେ ବସ୍ ଭଡା ବଢିଯାଇଛି । ବର୍ଦ୍ଧିତ ବସ ଭଡା…

ସ୍ୱାମୀଙ୍କୁ ପରାମର୍ଶ ମାଗିଲେ ପ୍ରେମିକ; ତୁମ ସ୍ତ୍ରୀଙ୍କ ପ୍ରେମରୁ କେମିତି ମୁକୁଳିବି

ମୁମ୍ବାଇ: ସ୍ୱାମୀଙ୍କୁ ପରାମର୍ଶ ମାଗିଲେ ସ୍ତ୍ରୀର ପ୍ରେମିକ । ସ୍ତ୍ରୀର ପ୍ରେମରୁ ମୁକୁଳିବା ପାଇଁ ସ୍ୱାମୀକୁ ପରାମର୍ଶ ମାଗିଛନ୍ତି ପ୍ରେମିକ । ଏହି ଘଟଣାଟି ରିଅଲ୍ ଲାଇଫରେ ନୁହେଁ ବରଂ ଅପକମିଙ୍ଗ ଫିଲ୍ମ ହଙ୍ଗାମା-୨ର…

ଭୁବନେଶ୍ୱର ଏମ୍ସକୁ ଆସିଲା ଇକମୋ ମେସିନ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡିଶାକୁ ପ୍ରଥମ ଇକମୋ ମେସିନ୍ ଆସିଛି। ଆଉ ଗୁରୁତର ରୋଗୀଙ୍କୁ ଏୟାରଲିଫ୍ଟ ଯୋଗେ ବାହାରକୁ ଚିକିତ୍ସା ପାଇଁ ନେବାକୁ ପଡିବ ନାହିଁ। ଭୁବନେଶ୍ୱର ଏମ୍ସରେ ପ୍ରଥମ ଇକମୋ ମେସିନ୍ ସ୍ଥାପନ ହେବ।…

ଅଫଲାଇନ ମେଟ୍ରିକ୍ ପରୀକ୍ଷା ପାଇଁ ତାରିଖ ଘୋଷଣା କଲେ ସରକାର; ଜାଣନ୍ତୁ କେବେ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ପରୀକ୍ଷା ଫଳାଫଳକୁ ନେଇ ଛାତ୍ରଛାତ୍ରୀଙ୍କ ବର୍ଦ୍ଧିତ ଅସନ୍ତୋଷକୁ ଦୃଷ୍ଟିରେ ରଖି ନୂତନ ପରୀକ୍ଷା ତାରିଖ ଘୋଷଣା କରିଛନ୍ତି ସରକାର । ଆସନ୍ତା ଜୁଲାଇ ୩୦ ତାରିଖରୁ ଦଶମ ଛାତ୍ରଛାତ୍ରୀଙ୍କ…