Browsing Category

Top Stories

ଗଙ୍ଗାଜଳରୁ କରୋନା ଟିକା, ମୂଲ୍ୟ ମାତ୍ର ୩୦ ଟଙ୍କା: କ୍ଲିନିକାଲ ଟ୍ରାଏଲ୍ ପାଇଁ ଯାଚିକା

ଆହ୍ଲାବାଦ: ଗଙ୍ଗାଜଳରୁ ପ୍ରସ୍ତୁତ ହୋଇଛି କରୋନା ଟିକା । ଏହି ଟିକାର କ୍ଲିନିକାଲ ଟ୍ରାଏଲ ପାଇଁ ଆହ୍ଲାବାଦ ହାଇକୋର୍ଟରେ ଏକ ଯାଚିକା ଦାଖଲ କରାଯାଇଛି । ଆଇସିଏମଆର ଏବଂ ଭାରତ ସରକାରଙ୍କ ପକ୍ଷରୁ ଏହି ନାଜାଲ ସ୍ପ୍ରେ…

ପୁଣି ନିଜର ଅତରଙ୍ଗୀ ଲୁକକୁ ନେଇ ଟ୍ରୋଲ ହେଲେ ରଣବୀର ସିଂ, ଭାଇରାଲ୍ ହେଉଛି ଫଟୋ

ମୁମ୍ବାଇ: ବଲିଉଡ୍ ଅଭିନେତା ରଣବୀର ସିଂ ନିଜର ଅଜବ ଗଜବ ଲୁକ୍ କୁ ନେଇ ସବୁବେଳେ ଚର୍ଚ୍ଚାରେ ଥାନ୍ତି । କିଛି ଲୁକ୍ ପାଇଁ ସେ ଜବରଦସ୍ତ ଟ୍ରୋଲ୍ ର ଶିକାର ହୁଅନ୍ତି । ସେହିଭଳି କିଛି ଅତରଙ୍ଗୀ ଲୁକ୍ କୁ ନେଇ ଏବେ…

ଏଣିକି ୧୨-୧୮ ବର୍ଷର ପିଲାଙ୍କୁ ମିଳିବ କରୋନା ଟିକା!; ପଢନ୍ତୁ ପୂରା ଖବର

ନୂଆଦିଲ୍ଲୀ: ୧୮ରୁ ଅଧିକ ବର୍ଷର ବ୍ୟକ୍ତିଙ୍କୁ ଟିକାକରଣରେ ସାମିଲ କରାଯାଇଥିବା ବେଳେ ଏଥିରେ ପରିବର୍ତ୍ତନ ଆସିବାକୁ ଯାଉଛି । ଏଣିକି ୧୨-୧୮ ବର୍ଷର ପିଲାଙ୍କ ପାଇଁ ଏକ କରୋନା ଟିକା ବାହାରିଛି । ଏହି ଟିକାଟି ବିନା…

୮୮ ବର୍ଷରୁ ଦୀୱାନ୍ ପରିବାରର ୪ ପିଢ଼ି କରୁଛନ୍ତି ରୋଗୀ ସେବା, ପଢ଼ନ୍ତୁ ପୂରା ଖବର

ଗ୍ୱାଲିୟର୍: ଆଜି ସାରା ଭାରତବର୍ଷ ମନାଉଛନ୍ତି ଜାତୀୟ ଡାକ୍ତର ଦିବସ । ତେଣୁ ଏହି ଅବସରରେ ଏଭଳି ଏକ ପରିବାର ବିଷୟରେ ଜାଣିବା ଯିଏକି ଗତ ୮୮ ବର୍ଷରୁ ରୋଗୀଙ୍କୁ ସେବା ଯୋଗାଇ ଆସୁଛନ୍ତି । ମଧ୍ୟପ୍ରଦେଶର ଗ୍ୱାଲିୟର୍ ରେ…

ଦ୍ୱିତୀୟ ଈଶ୍ୱରଙ୍କୁ ସମ୍ମାନ ଓ ଶ୍ରଦ୍ଧାଞ୍ଜଳି ଦେଲେ ମୋଦୀ

ନୂଆଦିଲ୍ଲୀ: ବିଶ୍ୱ ଡାକ୍ତର ଦିବସ ଅବସରରେ ଏହି କରୋନା ଯୋଦ୍ଧା ମାନଙ୍କ ଉଦ୍ଦେଶ୍ୱରେ ଏକ ବାର୍ତ୍ତା ପ୍ରଦାନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଡାକ୍ତର ମାନଙ୍କୁ ଦ୍ୱିତୀୟ ଇଶ୍ୱର ଭାବରେ ଅଭିହିତ କରିବା…

ବିଶ୍ୱରେ ପୁଣି ଭୟଙ୍କର ରୂପ ନେଉଛି କରୋନା, ଋଷରେ ଗୋଟିଏ ଦିନରେ ପ୍ରାଣ ହରାଇଲେ ସର୍ବାଧିକ ଆକ୍ରାନ୍ତ

ନୂଆଦିଲ୍ଲୀ: ବିଶ୍ୱବ୍ୟାପୀ ଟିକାକରଣକୁ ଜୋରଦାର୍ କରାଯାଇଥିବା ବେଳେ ଏବେ ପୁଣି ଥରେ କରୋନା ସଂକ୍ରମଣ ମାମଲା ବଢ଼ିବାରେ ଲାଗିଛି । ଭାରତରେ ତାଣ୍ଡବ କରୁଥିବା ଡେଲଟା ଭାରିଆଣ୍ଟ ଏବେ ବିଶ୍ୱର ୧୦୦ଟି ଦେଶରେ ପହଞ୍ଚିସାରିଛି…

ୟୁରୋପୀୟ ୟୁନିଅନର ୯ ଦେଶରେ କୋଭିସିଲଡ ନେଇଥିବା ବ୍ୟକ୍ତି କରିପାରିବେ ଯାତ୍ରା

ନୂଆଦିଲ୍ଲୀ: ୟୁରୋପୀୟ ୟୁନିଅନର ୯ଟି ଦେଶ ଭାରତରେ ନିର୍ମିତ କୋଭିସିଲଡ୍ ଭାକ୍ସିନକୁ ଅନୁମୋଦନ ଦେଇଛନ୍ତି । ଆଷ୍ଟୋନିଆ ମଧ୍ୟ କୋଭିସିଲଡ୍ ସହ ଅନ୍ୟ ଭାରତୀୟ ଭାକ୍ସିନକୁ ମଞ୍ଜୁରୀ ଦେଇଛନ୍ତି । ଭାରତର ଅସନ୍ତୋଷ ପ୍ରକାଶ…

ବିନା ଛୁଞ୍ଚିରେ ମିଳିବ କରୋନା ଟିକା; ଜରୁରିକାଳୀନ ବ୍ୟବହାର ନେଇ କମ୍ପାନୀର ଆବେଦନ

ନୂଆଦିଲ୍ଲୀ: ବର୍ତ୍ତମାନ ପର୍ଯ୍ୟନ୍ତ ମିଳୁଥିବା କରୋନା ଟିକା ଗୁଡିକ ଇଞ୍ଜେକ୍ସନ୍ ଭାବରେ ପ୍ରଦାନ କରାଯାଉଛି । ତେବେ ନିକଟରେ ଏପରି ଏକ ଟିକା ବିକଶିତ ହୋଇଛି ଯାହାକୁ ବିନା ଇଞ୍ଜେକ୍ସନରେ ପ୍ରଦାନ କରାଯାଇପାରିବ ।…

ଜୁଲାଇ ମଧ୍ୟଭାଗ ସୁଦ୍ଧା କମିବ କରୋନା ସଂକ୍ରମଣ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କରୋନା ମୁକାବିଲା ପାଇଁ ଟିକାକରଣକୁ ଗୁରୁତ୍ୱ ଦିଆଯାଉଛି । ଗର୍ଭବତୀମାନେ ଟିକା ଲଗାଇପାରିବେ ବୋଲି କୁହାଯିବା ସହ ଗାଇଡଲାଇନ୍ ଜାରି କରିଛନ୍ତି କେନ୍ଦ୍ର ସରକାର । ଏହାରି ମଧ୍ୟରେ କୋଭିଡ…

ପୁଣି ବିବାହ କଲେ ଭାରତୀ, ଯାତ୍ରା ନାୟିକାଙ୍କ ନୂଆ ଜୀବନ-ସାଥୀ ବିଷୟରେ ଜାଣନ୍ତୁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଯଲିଉଡ୍ ଜଗତ ତଥା ଯାତ୍ରା ଜଗତର ଏକ ଚର୍ଚ୍ଚିତ ନାମ ଭାରତୀ । ପୂରା ନାମ ଭାରତୀ ଧଳ । ମଞ୍ଚ ଉପରେ ସେ ଲୋକଙ୍କୁ ହସାଇ ପାରନ୍ତି ଆଉ କନ୍ଦାଇ ଦେବାର ଦକ୍ଷତା ବି ରଖିଛନ୍ତି । ଦୀର୍ଘଦିନର…