Browsing Category

Top Stories

ରାଜ୍ୟରେ ନିମ୍ନମୁଖୀ କରୋନା ଲହରୀ: ଆଜି ଚିହ୍ନଟ ହେଲେ ୩୫୭୭ ପଜିଟିଭ୍

ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି । ଲକଡାଉନ୍, ସଟଡାଉନ୍ ଓ କର୍ଫ୍ୟୁ ଆଦି କଟକଣା ସହ ଜନସାଧାରଣଙ୍କ କୋଭିଡ୍ ସଚେତନତା ପାଇଁ କରୋନା ନିମ୍ନମୁଖୀ ହେବାରେ ଲାଗିଛି ।…

OAS ଅଧିକାରୀ ସ୍ତରରେ ଅଦଳବଦଳ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍) ଅଧିକାରୀ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରାଯାଇଛି । ୬ ଜଣ ବରିଷ୍ଠ ଓଏଏସ୍ ଅଫିସରଙ୍କୁ ସ୍ୱତନ୍ତ୍ର ସଚିବ ପାହ୍ୟାକୁ ପଦୋନ୍ନତି ଦିଆଯାଇଛି । ସେମାନେ ହେଲେ…

ବିଶ୍ୱରେ କରୋନା ମୃତ୍ୟୁସଂଖ୍ୟା ୩୮.୭୪ ଲକ୍ଷରେ ପହଞ୍ଚିଲା

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ କରୋନାର ପ୍ରଭାବ କ୍ରମଶଃ ବଢ଼ିବାରେ ଲାଗିଛି । ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୩୮ ଲକ୍ଷ ୭୪ ହଜାର ୮୨୫ରେ ପହଞ୍ଚିଛି । ତେବେ ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୭ କୋଟି ୮୯ ଲକ୍ଷ ୩୮…

ପିତା ହିଁ ସ୍ୱର୍ଗ, ପିତା ହିଁ ଧର୍ମ, ପିତା ହିଁ ପଥ ପ୍ରଦର୍ଶକ

ଓଡ଼ିଶା ଭାସ୍କର ବ୍ୟୁରୋ: ସ୍ନେହର ପ୍ରତିମା ଆଦରର ମୂର୍ତ୍ତି ବାପା । ଆତ୍ମବିଶ୍ବାସ ନିଛକ ଛବି ହେଉଛନ୍ତି ବାପା । ସନ୍ତାନ ଯଦି ମା’ଙ୍କ ଠାରୁ ସଂସ୍କାର ଶିଖେ ତେବେ ଦୁନିଆରେ କିଭଳି ନିଜକୁ ସଫଳ କରିବା ପାଇଁ କଠିନ…

ବିଶ୍ଵ ଟେଷ୍ଟ ଚମ୍ପିଆନସିପ୍ ଫାଇନାଲ: ବାଧକ ସାଜିଲା ଖରାପ ଆଲୋକ, ଦ୍ଵିତୀୟ ଦିନ ସୁଦ୍ଧା ଭାରତର ସ୍କୋର ୧୪୬/୩

ସାଉଥମ୍ପଟନ: ପ୍ରଥମ ଦିନର ଖେଳ ବର୍ଷା କାରଣରୁ ବାତିଲ୍ ହେବା ପରେ ବହୁପ୍ରତୀକ୍ଷିତ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ବିଶ୍ଵ ଟେଷ୍ଟ ଚମ୍ପିଆନସିପର ଫାଇନାଲ୍ ମୁକାବିଲା ଶନିବାର ଆରମ୍ଭ ହୋଇଛି। ହେଲେ ଖରାପ ଆଲୋକ ଯୋଗୁଁ…

ଆରପାରିରେ ତପୁ ମିଶ୍ର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଉ ନାହାନ୍ତି ଓଡ଼ିଶାର ଅନ୍ୟତମ ଖ୍ୟାତାନାମା କଣ୍ଠଶିଳ୍ପୀ ତପୁ ମିଶ୍ର। କରୋନା ସହ ଗତ ମେ ମାସରୁ ସଂଘର୍ଷ କରି କରି ଶନିବାର ରାତି ୧୧ଟା ୧୫ ବେଳକୁ ସେ ସବୁଦିନ ପାଇଁ ଆଖି ବୁଜିଦେଲେ।…

କଅଁଳ ଛୁଆକୁ ଉଦ୍ଧାର କଲା #ChildLine; ରାଜଧାନୀରେ ଛୁଆ ବିକ୍ରି ଘଟଣା ସତ

ଭୁବନେଶ୍ବର(ଓଡ଼ିଶା ଭାସ୍କର): ଭୁବନେଶ୍ବରରେ ଶିଶୁ ବିକ୍ରି ହୋଇଥିବା ପ୍ରମାଣିତ ହେଲା। ବିକ୍ରି ହୋଇଥିବା ଶିଶୁକୁ ମାଳି ସାହିରୁ ଉଦ୍ଧାର କରାଯିବା ପରେ ରାକେଟ୍ ସକ୍ରିୟ ଅଛି ବୋଲି ଚର୍ଚ୍ଚା ଜୋର ଧରିଛି। ଚାଇଲ୍ଡ…

ଦୁଇରୁ ଅଧିକ ପିଲା ଥିଲେ ମିଳିବନି ସରକାରୀ ଯୋଜନାର ଲାଭ

ଗୌହାଟି ୧୯।୦୬: ଦୁଇରୁ ଅଧିକ ପିଲା ଥିଲେ ମିଳିବନି ସରକାରୀ ଯୋଜନାର ଲାଭ। ଏମିତି ଘୋଷଣା କରିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ଵ ଶର୍ମା। ରାଜ୍ୟର ଯେଉଁ ଅଭିବାବକଙ୍କ ଦୁଇରୁ ଅଧିକ ଛୁଆ ଥିବ ସେମାନେ ସରକାରୀ…

ଦେଶର ଶ୍ରେଷ୍ଠ ୫ ରାଜଧାନୀରେ ନାହିଁ ଦିଲ୍ଲୀ, ଶୀର୍ଷରେ ଏହି ସହର

ନୂଆଦିଲ୍ଲୀ : ଇଜ୍ ଅଫ ଲିଭିଂ ଇଣ୍ଡେକ୍ସ ୨୦୨୦ରେ ଦେଶର ରାଜଧାନୀ ଦିଲ୍ଲୀକୁ ମିଳିଛି ଷଷ୍ଠ ସ୍ଥାନ। ତଥାପି ବସବାସ ଲାଗି ଏହା ଏବେ ବି ଉନ୍ନତମାନର ମନେ କରାଯାଉଛି । ତେବେ ଦିଲ୍ଲୀବାସୀଙ୍କ ଅନୁଯାୟୀ ଦିଲ୍ଲୀର ନାମ ୫…

ହଟ୍ ଫଟୋ ପାଇଁ ଟ୍ରୋଲ୍ ହେଉଛନ୍ତି, କିନ୍ତୁ ନଡରି ଦେଉଛନ୍ତି ଜବାବ; ଜାଣନ୍ତୁ ସେ କିଏ…

ମୁମ୍ବାଇ(ଓଡ଼ିଶା ଭାସ୍କର ବ୍ୟୁରୋ): ଟିଭି ଶୋ’ ‘ଉତରରନ୍'ରେ ସେ ଇଚ୍ଛା ଭୂମିକାରେ ନଜର ଆସି ଘରେ ଘରେ ନିଜର ପରିଚୟ ସୃଷ୍ଟି କରିଥିଲେ । ତେବେ ସେ ଏବେ ସୋସିଆଲ ମିଡିଆରେ ନିଜର ବୋଲ୍ଡନେସ୍ ପାଇଁ ଟ୍ରୋଲ ହେଉଛନ୍ତି ।…