Browsing Category

Top Stories

ଜନସାଧାରଣ ଚିନ୍ତାରେ: ସମସ୍ତ ପରିବା ହାଟ ବନ୍ଦ ପାଇଁ ପ୍ରଶାସନ ନେଲା ନିଷ୍ପତ୍ତି

ଝାରସୁଗୁଡ଼ା, ୬ା୪ (ଓଡିଶା ଭାସ୍କର): କୋଭିଡ୍ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ ୩ ସପ୍ତାହ ଲାଗି ସାପ୍ତାହିକ ହାଟକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସକାଳୁ ପରିବା ବିକ୍ରି ପାଇଁ…

ପରୀ ହତ୍ୟାକାଣ୍ଡ: ଶୁଣାଣି ପାଇଁ ଦିନ ଧାର୍ଯ୍ୟ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ, ୬ା୪ (ଓଡିଶା ଭାସ୍କର): ନୟାଗଡ଼ ଜିଲ୍ଲାର ବହୁଚର୍ଚ୍ଚିତ ଶିଶୁକନ୍ୟା ପରୀ ହତ୍ୟାକାଣ୍ଡର ଶୁଣାଣି ନେଇ ସୁପ୍ରିମକୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି । ଆଗାମୀ ୧୯ ତାରିଖ ଦିନ ଏହି ମାମଲାର ଶୁଣାଣି କରିବେ । ପରି…

ତାତିରୁ ନିସ୍ତାର ନାହିଁ, ପୁଣି ଫେରିବ ରାଜ୍ୟକୁ କାଳବୈଶାଖୀ

ଭୁବନେଶ୍ୱର, ୬ା୪ (ଓଡିଶା ଭାସ୍କର): ରାଜ୍ୟବାସୀଙ୍କୁ ତାତିରୁ ନିସ୍ତାର ନାହିଁ । କିଛିଦିନର ସାମୟିକ ଆଶ୍ୱସ୍ତି ପରେ ପାରଦ ପୁଣି ଉପରମୁହାଁ ହେବ । ଆଗାମୀ ଦୁଇଦିନ ଭିତରେ ତାପମାତ୍ରା ୨ରୁ ୩ ଡିଗ୍ରୀ ବୃଦ୍ଧି ପାଇବାର…

ବିଶ୍ୱରେ ମୃତ୍ୟୁସଂଖ୍ୟା ୨୮.୭୩ ଲକ୍ଷରେ ପହଞ୍ଚିଲା

ନୂଆଦିଲ୍ଲୀ, ୬ା୪ (ଓଡିଶା ଭାସ୍କର): ସମଗ୍ର ବିଶ୍ୱରେ କରୋନାର ପ୍ରଭାବ କ୍ରମଶଃ ବଢ଼ିବାରେ ଲାଗିଛି । ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୨୮ ଲକ୍ଷ ୭୩ ହଜାର ୫୧୭ରେ ପହଞ୍ଚିଛି । ତେବେ ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା…

ବଦଳିଲା ଟିକାକରଣ ସମୟ

ଭୁବନେଶ୍ୱର,5/4 : ଗ୍ରୀଷ୍ମ ପ୍ରବାହ ଦୃଷ୍ଟିରୁ ରାଜ୍ୟରେ ଟିକାକରଣ ସମୟରେ ପରିବର୍ତନ ହୋଇଛି । ଏଣିକି ଦିନ ୮ଟାରୁ ୧୨ଟା ଓ ୩ଟାରୁ ସଂଧ୍ୟା ୬ଟା ଯାଏ ଦିଆଯିବ କରୋନା ଟିକା । ସବୁ ଜିଲ୍ଲାପାଳ, କମିସନର ଓ ସିଡିଏମଓ ଙ୍କୁ…

ଫିଲ୍ମ ପାଇଁ ଆମିର ଖାନ୍ ନିଅନ୍ତି ନାହିଁ ଗୋଟିଏ ଟଙ୍କା !ଜାଣନ୍ତୁ କାହିଁକି

ଟିଭି ଠାରୁ ଆରମ୍ଭ କରି ସୋସିଆଲ ମିଡିଆ ସଵୁଠି ଚର୍ଚ୍ଚା ହୁଏ ଭଲିଉଡ଼୍ ଷ୍ଟାର ଆମିର ଖାନ୍ ଙ୍କ ଵିଷୟରେ । ତାଙ୍କ ହିଟ ଚଳଚ୍ଚିତ୍ର କଥା ହେଉ ଅଵା ସେ କୈଣସି ଆଞ୍ବାର୍ଡ଼ ସୋରେ ଯୋଗ ନେଦେଵା କଥା  । କିନ୍ତୁ ଆଜି ଆମେ…

ସେୟାର ମାର୍କେଟ ଉପରେ କରୋନା ପ୍ରଭାବ, ୧୩୯୧ ପଏଣ୍ଟ ତଳକୁ ଖସିଲା ସେନସେକ୍ସ

ମୁମ୍ବାଇ ,5/4 : ସେୟାର ମାର୍କେଟ ଉପରେ ଦେଖିବାକୁ ମିଳିଛି କରୋନା ପ୍ରଭାବ । ଆଜି ସକାଳୁ ବମ୍ବେ ଷ୍ଟକ ଏକ୍ସଚେଞ୍ଜର ସେନସେକ୍ସ ୯ ପଏଣ୍ଟର କ୍ଷତି ସହ ୫୦,୦୨୦ ପଏଣ୍ଟ ସହ ଖୋଲିଥିଲେ ମଧ୍ୟ ଏହାପରେ ସେନସେକ୍ସ ନିମ୍ନଗାମୀ…

ବଜାରରୁ ହଜିଯିବ ଏଲଜି ମୋବାଇଲ୍

ନୁଆଦିଲ୍ଲୀ, 5/4 : ବଜାରରୁ ବିଦାୟ ନେବାକୁ ଯାଉଛି  ଏଲଜି ମୋବାଇଲ୍ । ମୋବାଇଲ୍ ବ୍ୟବସାୟରେ କ୍ଷତି ଉପରେ କ୍ଷତି ସହୁଥିବାରୁ ଏଲଜି କମ୍ପାନୀ ତଥା ଇଲୋକ୍ଟ୍ରୋନିକ୍ସ ତାର ମୋବାଇଲ୍ ବ୍ୟବସାୟକୁ ବାଧ୍ୟ ହୋଇ ବନ୍ଦ କରିଛି…

୫୦ ଲକ୍ଷ ଟଙ୍କା ଜବତ ଘଟଣା: ସିଇଓଙ୍କୁ ଭେଟିଲା ଶାସକ ଦଳ

ପୁରୀ, ୫ା୪ (ଓଡିଶା ଭାସ୍କର) : ପିପିଲି ନିର୍ବାଚନକୁ ନେଇ ଏବେ ରାଜନୈତିକ ମାହୋଲ ସରଗରମ ରହିଥିବା ବେଳେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା ୫୦ ଲକ୍ଷ ଟଙ୍କା ଜବତ ହେବା ଘଟଣା । ଏହି ଘଟଣା ପଦାକୁ ଆସିବା ପରେ ବିଜେଡି…

ଆସନ୍ତା ୮ରେ ପିଏମ୍‌-ସିଏମଙ୍କ ମଧ୍ୟରେ ଆଲୋଚନା

ନୁଆଦିଲ୍ଲୀ, ୫ା୪ (ଓଡିଶା ଭାସ୍କର) : ଆସନ୍ତା ୮ ତାରିଖରେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ବୈଠକ ହେବ । ଏହି ବୈଠକ ୮ ତାରିଖ ସନ୍ଧ୍ୟା ୬ଟା ୩୦ରେ ଅନୁଷ୍ଠିତ ହେବାକୁ ଯାଉଛି । ତେବେ…