Browsing Category

Top Stories

ପୁରୀରେ ଏୟାରପୋର୍ଟକୁ ନେଇ ସର୍ଭେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିଶ୍ୱ ପ୍ରସିଦ୍ଧ ସହର ପୁରୀରେ ପ୍ରସ୍ତାବିତ ଏୟାରପୋର୍ଟ ନିର୍ମାଣକୁ ନେଇ ଆରମ୍ଭ ହୋଇଯାଇଛି ସର୍ଭେ । ପର୍ଯ୍ୟଟକଙ୍କ ଆଗମନକୁ ଆହୁରି ସୁଗମ କରିବାକୁ ଏହି ସୁବିଧା କରାଯିବାକୁ ନେଇ ଲକ୍ଷ୍ୟ…

ଈର୍ଷାରେ ଜଳିଥିଲେ ଶିଳ୍ପା, ହିଟ୍ ଗୀତରେ ସାମିଲ୍ ହୋଇପାରିଲେନି ବୋଲି…

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ହାତଛଡ଼ା ହେଉକି ସୁଯୋଗ ନମିଳୁ... ଗୋଟିଏ ଗୀତ ଏତେ ହିଟ୍ ହୋଇଗଲା ଯେ, ସେଥିରେ ସାମିଲ ହୋଇନପାରିବାର ଦୁଃଖ ରହିଗଲା । ଖାଲି ସେତିକି ନୁହେଁ, ଈର୍ଷାରେ ଜଳିଥିଲେ ଜଣେ ଅଭିନେତ୍ରୀ । ୧୯୯୩ର…

ମା’ ଭେଣ୍ଟିଲେଟରରେ, ନବଜାତ ଶିଶୁକନ୍ୟା ଏସ୍ଏନସିୟୁରେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଜଣେ ପ୍ରସୂତିଙ୍କୁ ଗୁରୁତର ଅବସ୍ଥାରେ ଫୁଲବାଣୀର କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସେ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି । ତେବେ ସେ ଗୁରୁତର ଅବସ୍ଥାରେ ଭେଣ୍ଟିଲେଟରରେ…

୩୧ ଜୁଲାଇ ସୁଦ୍ଧା CBSE ଦ୍ୱାଦଶ ରେଜଲ୍ଟ, ଜାଣନ୍ତୁ କିପରି ଦିଆଯିବ ମାର୍କ?

ନୂଆଦିଲ୍ଲୀ: CBSE ବୋର୍ଡର ଦ୍ୱାଦଶ ମାର୍କସିଟ୍ ପ୍ରସ୍ତୁତ କରିବାକୁ ନେଇ ଗଠିତ ୧୩ ଜଣିଆ କମିଟି ଗୁରୁବାର ଦିନ ସୁପ୍ରିମକୋର୍ଟରେ ରିପୋର୍ଟ ଦାଖଲ କରିଛି । ସୁପ୍ରିମକୋର୍ଟରେ ମୂଲ୍ୟାୟନର ରୂପରେଖ ଉପସ୍ଥାପନ କରିଛି…

ସଫେଇ କର୍ମଚାରୀଙ୍କ ପାଇଁ ଉତ୍ସର୍ଗୀକୃତ ଦିନଟିଏ

ଓଡ଼ିଶା ଭାସ୍କର ବ୍ୟୁରୋ: ଆଜି ହେଉଛି ବିଶ୍ୱ ସଫେଇ କର୍ମୀ ଦିବସ । ପ୍ରତିବର୍ଷ ଜୁନ୍ ୧୭ ତାରିଖରେ ସେହି ମାନଙ୍କୁ ସମ୍ମାନିକ କରାଯାଏ ଯେଉଁ ମାନେ ପ୍ରତିଦିନ ଆମ ଘର ପାଖକୁ ଆସି ମାଗଣାରେ ଘରର ଅଳିଆ ଆବର୍ଜନା ନିଅନ୍ତି ।…

ଏହି ଦେଶରେ ଆଜିଠାରୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ନୁହେଁ, ୨୦ରୁ ହଟିଯିବ କରୋନା କର୍ଫ୍ୟୁ

ନୂଆଦିଲ୍ଲୀ: ବିଶ୍ୱର ଅନେକ ଦେଶରେ ଏବେବି କରୋନା ମହାମାରୀର ପ୍ରକୋପ ଜାରି ରହିଥିବା ବେଳେ କିଛି ଦେଶରେ ସଂକ୍ରମଣ ନିମ୍ନଗାମୀ ହେବାରେ ଲାଗିଛି । ଏହାରି ମଧ୍ୟରେ ଫ୍ରାନ୍ସରେ ଲାଗୁ ହୋଇଥିବା କରୋନା କର୍ଫ୍ୟୁ ଆସନ୍ତା…

ରାଜଧାନୀର ବିଚ୍ ରାସ୍ତାରେ ଓଲଟି ପଡିଲା ପରିବା ବୋଝେଇ ଗାଡି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀ ନିକଟସ୍ଥ ପଳାଶୁଣି ଓଭରବିଜ୍ର ନିକଟରେ ଏକ ମାଲବୋଝେଇ ପରିବା ଟ୍ରକ ଓଲଟି ପଡିଛି । ଯାହାଫଳରେ ଗାଡିରେ ବୋଝେଇ ହୋଇଥିବା କାଙ୍କଡ ଗୁଡିକୁ ଏଣେତେଣେ ହୋଇ ପଡିଥିଲା । ଏହାକୁ ଦେଖି…

ଗର୍ଭବତୀ ମହିଳାଙ୍କ ପାଇଁ କରୋନାର ଦ୍ୱିତୀୟ ଲହର ଥିଲା ଅଧିକ ବିପଜ୍ଜନକ: ICMR

ନୂଆଦିଲ୍ଲୀ: ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ ବା ଆଇସିଏମଆର ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନ ମୁତାବକ, କରୋନା ଭାଇରସର ଦ୍ୱିତୀୟ ଲହର ଗର୍ଭବତୀ ମହିଳା ଓ ନିକଟରେ ସନ୍ତାନ ପ୍ରସବ କରାଇଥିବା ମହିଳାମାନଙ୍କ…

ଦେଶରେ ୨ ହଜାର ୩୩୦ ଆକ୍ରାନ୍ତଙ୍କ ଜୀବନ ନେଲା କରୋନା

ନୂଆଦିଲ୍ଲୀ : ଦେଶରେ କରୋନାର ପ୍ରକୋପ ଜାରି ରହିଛି । ତେବେ ଗତ କିଛି ଦିନ ଧରି ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟାରେ ସାମାନ୍ୟ ହ୍ରାସ ଘଟିଥିବା ଦେଖିବାକୁ ମିଳିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୨ ହଜାର ୩୩୦ ଜଣଙ୍କ…

ଏମ୍ସର ନବମ ମହଲାରେ ଭୟଙ୍କର ଅଗ୍ନିକାଣ୍ଡ

ନୂଆଦିଲ୍ଲୀ: ଦିଲ୍ଲୀର ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ ବା ଏମ୍ସରେ ଅଗ୍ନିକାଣ୍ଡ ହୋଇଥିବା ଘଟଣା ସାମ୍ନାକୁ ଆସିଛି । ବିଲ୍ଡିଂ ୯ ମହଲାରେ ଅଗ୍ନିକାଣ୍ଡ ଘଟିବାରୁ ସେଠାକୁ ତୁରନ୍ତ ୨୨ଟି ଦମକଳ ପଠାଯାଇଥିଲା ।…