CHARIDHAM
Browsing Category

Top Stories

ଦେଶକୁ ମିଳିଲା ଆଶ୍ୱସ୍ତି, ୬୧ଦିନରେ ସବୁଠୁ କମ୍ ନୂଆ ସଂକ୍ରମିତ ସଂଖ୍ୟା

ନୂଆଦିଲ୍ଲୀ: ମହାମାରୀ କରୋନାରେ ଦେଶ ନୟାନ୍ତ ହୋଇଗଲାଣି । ତେବେ ଗତ କିଛିଦିନ ହେବ ସଂକ୍ରମଣ ନିୟନ୍ତ୍ରଣ ହେବାକୁ ଲାଗିଛି । ଫଳରେ କରୋନା ସଂକ୍ରମଣ ଗ୍ରାଫ୍ ଖସିଛି ଏବଂ ଗତ ୬୧ ଦିନ ମଧ୍ୟରେ ଦେଶକୁ ମିଳିଛି ଏକ ବଡ଼…

ଆଜି ଦେଶବାସୀଙ୍କୁ ସମ୍ବୋଧନ କରିବେ ମୋଦୀ

ନୂଆଦିଲ୍ଲୀ: ଆଜି ଦେଶବାସୀଙ୍କୁ ସମ୍ବୋଦନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସଂଧ୍ୟା ୫ଟା ସମୟରେ ସେ ସମ୍ବୋଧନ କରିବେ ବୋଲି ସୂଚନା ମିଳିଛି । ଦେଶରେ ବର୍ତ୍ତମାନ କୋଭିଡ୍ ମାମଲା ହ୍ରାସ ପାଉଥିବା ବେଳେ ମୃତକଙ୍କ…

ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ବଡ ଘୋଷଣା, କହିଲେ – ‘ଯେଉଁଠାରେ ଭୋଟ୍, ସେଠାରେ ଟିକାକରଣ’

ନୂଆଦିଲ୍ଲୀ: କରୋନା ଟିକାକରଣକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ନୂଆ ଅଭିଯାନ ଚଳାଇବାକୁ ଘୋଷଣା କରିଛନ୍ତି । ଆଜି ସେ ‘ ଯେଉଁଠାରେ ଭୋଟ୍, ସେଠାରେ ଟିକାକରଣ' ଅଭିଯାନ ଆରମ୍ଭ କରିବା ବିଷୟରେ କହିଛନ୍ତି…

ନୃଶଂସ ସ୍ୱାମୀର ଉନ୍ମତ୍ତ କାଣ୍ଡ: ସ୍ତ୍ରୀ ଓ ପିଲାଙ୍କୁ କୂଅକୁ ଠେଲିଦେଇ ଫେରାର୍

ଛତ୍ରପୁର(ଓଡ଼ିଶା ଭାସ୍କର): ପୁଅ ସନ୍ତାନ ଲୋଭରେ ସ୍ୱାମୀ ସାଜିଲା ରାକ୍ଷସ । ସ୍ତ୍ରୀର ପୁଅ ଜନ୍ମ ନହେବାରୁ ରାଗିଯାଇ ପତ୍ନୀ ଏବଂ ଦୁଇ ଝିଅକୁ କୂଅ ଭିତରକୁ ଠେଲି ଦେଲା ନୃଶଂସ ସ୍ୱାମୀ । ଏଥିରେ ଜଣେ ଆଠ ବର୍ଷର ଝିଅର…

କରୋନା ଚିକିତ୍ସାକୁ ନେଇ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ନୂଆ ଗାଇଡଲାଇନ୍, ଜାଣନ୍ତୁ କ’ଣ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଏବେ ଧିରେ ଧିରେ ହ୍ରାସ ପାଇବାରେ ଲାଗିଛି । ମେ’ ମାସରେ ଦୈନିକ ୪ ଲକ୍ଷ ଲୋକ କରୋନା ପଜିଟିଭ ହେଉଥିବା ବେଳେ ଏବେ ୧ ଲକ୍ଷ ପାଖାପାଖି ଲୋକ ସଂକ୍ରମିତ ହେଉଛନ୍ତି । ଏହାରି ମଧ୍ୟରେ…

ସୁସ୍ଥ ଭବିଷ୍ୟତ ପାଇଁ ଖାଦ୍ୟ ସୁରକ୍ଷା କରନ୍ତୁ, ଜାଣନ୍ତୁ ସ୍ୱତନ୍ତ୍ର ଦିବସର ଅନୁଚିନ୍ତା…

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆମ ଦେଶରେ ପ୍ରତି ବର୍ଷ ଦୂଷିତ ଖାଦ୍ୟ ବା ବ୍ୟାକ୍ଟେରିଆଯୁକ୍ତ ଖାଦ୍ୟ ପାଇଁ ପ୍ରତି ୧୦ଜଣଙ୍କ ମଧ୍ୟରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହେଉଛି। ଏହା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ରିପୋର୍ଟରେ…

ଆଜି ଏୟାରଲିଫ୍ଟ ହେବେ ଆଇପିଏସ୍ ଦେବାଶିଷ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀ ଆଜି ଏୟାରଲିଫ୍ଟ ହେବେ । ଉନ୍ନତ ଚିକିତ୍ସା ପାଇଁ ତାଙ୍କୁ ଆଜି ଏୟାରଲିଫ୍ଟ କରାଯିବ । ତାଙ୍କୁ କୋଲକାତାର ଏକ ହସ୍ପିଟାଲକୁ ସ୍ଥାନାନ୍ତରଣ…

କରୋନାର ନାହିଁ କୌଣସି ନିର୍ଦ୍ଦିଷ୍ଟ ଔଷଧ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସାରା ରାଜ୍ୟରେ ବର୍ତ୍ତମାନ କୋଭିଡର ଦ୍ୱିତୀୟ ଲହର ଜାରି ରହିଛି । କିଛି ଦିନ ହେବ ରାଜ୍ୟରେ କୋଭିଡ୍ ମାମଲା ହ୍ରାସ ପାଇବାରେ ଲାଗିଛି । ଏହି ସମୟରେ ଟିକାକୁ ଅଧିକ ଗୁରୁତ୍ୱ ଦିଆଯାଉଥିବା…

ଗୋଟିଏ ପଟେ ଜୀବନ, ଅନ୍ୟପଟେ ଜୀବିକା: କରୋନା ଆଉ କଟକଣା ମଧ୍ୟରେ ବଢ଼ିଚାଲିଛି ବେକାରି, ଏଥିରୁ କିପରି ମିଳିବ ମୁକ୍ତି

ନୂଆଦିଲ୍ଲୀ: ସମଗ୍ର ଦେଶରେ କରୋନା ବିରୋଧରେ ଲଢ଼େଇ ପାଇଁ ପ୍ରାୟ ରାଜ୍ୟରେ କଟକଣା ଜାରି ହୋଇଛି । ତେବେ ଗୋଟିଏ ପଟେ ଜନସାଧାରଣ ଜୀବନ ରକ୍ଷା ପାଇଁ କରୋନା ସହ ଲଢ଼େଇ କରୁଛନ୍ତି । ସେହିପରି ଅନ୍ୟପଟେ ଜୀବିକା ବିପନ୍ନ…

ବେଲୁଚିସ୍ତାନରେ ହିନ୍ଦୁ ବ୍ୟବସାୟୀଙ୍କୁ ମିଳୁଛି ହତ୍ୟା ଧମକ, ଭୟରେ ଦୋକାନ ବଜାର ଖୋଲୁ ନାହାନ୍ତି ଲୋକେ

ନୂଆଦିଲ୍ଲୀ: ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶରେ ହିନ୍ଦୁ ବ୍ୟବସାୟୀଙ୍କ ଉପରେ ଅତ୍ୟାଚାର ବଢ଼ିଚାଲିଛି । ଯାହା ଏବେ ସୀମା ପାର୍ କରିଛି । ବାରମ୍ବାର ହିନ୍ଦୁ ବ୍ୟବସାୟୀଙ୍କୁ ଧମକ ଦିଆଯାଉଛି । ଯାହା ଫଳରେ ସେମାନେ…