
Browsing Category
Top Stories
ଖୁସି ଖବର : ଓଡ଼ିଶାରେ ଆଜି ୧୧,୮୨୧ ସଂକ୍ରମିତ ହେଲେ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ ?
ଭୁବନେଶ୍ୱର,୧୭।୫ (ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ବଢୁଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୧୧,୮୨୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା…
ବିଶେଷଜ୍ଞ କହିଲେ- ‘ଓଡିଶାରେ ୧୦ଦିନ ବଢ଼ାଯାଉ ଲକଡାଉନ୍’
ଭୁବନେଶ୍ୱର-୧୭/୦୫(ଓଡିଶା ଭାସ୍କର): ରାଜ୍ୟରେ କରୋନା ମହାମାରୀ ବଢିଚାଲିଥିବା ବେଳେ ଏହାର ମୁକାବିଲା ପାଇଁ କଟକଣାକୁ କଡାକଡି କରାଯାଇଛି । ଏନେଇ ରାଜ୍ୟରେ ଲକଡାଉନ ଲାଗୁ ହୋଇଥିବା ବେଳେ ଆସନ୍ତା ୧୯ ତାରିଖରେ ଏହାର ଅବଧି…
ଏବର୍ଷ ବି ଅନଲାଇନରେ ପାଠ ପଢ଼ିବେ ଛାତ୍ରଛାତ୍ରୀ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତବର୍ଷ କରୋନା ମହାମାରୀ କାରଣରୁ ଛାତ୍ରଛାତ୍ରୀମାନଙ୍କ ପାଠପଢ଼ାରେ ଅନେକ ଉତଥାନ-ପତନ ଦେଖିବାକୁ ମିଳିଥିଲା । ଛାତ୍ରଛାତ୍ରୀଙ୍କ ଅନଲାଇନ୍ କ୍ଲାସ୍ କରାଯାଇ ସେଥିରେ ହିଁ ପରୀକ୍ଷା…
ଚିନ୍ତା ବଢ଼ାଇଲା ସାମୁଦ୍ରିକ ଝଡ଼ବାତ୍ୟା ‘ତଉକ୍ତେ’
ନୂଆଦିଲ୍ଲୀ: ବଢ଼ିଲା ତଉକ୍ତେ ଚିନ୍ତା । ବାତ୍ୟା ତଉକ୍ତେକୁ ନେଇ ଗୁଜରାଟ, ମହାରାଷ୍ଟ୍ର ସମେତ କର୍ଣ୍ଣାଟକ ଆଦି ରାଜ୍ୟ ସରକାର ସତର୍କ ସୂଚନା ଜାରି କରିବା ସହ ଜରୁରିକାଳୀନ ବିଭାଗଗୁଡ଼ିକ ସଜାଗ ରହିବା ପାଇଁ ନିର୍ଦ୍ଦେଶ…
ସୋନୁଙ୍କ ଠାରୁ ଆସିନି କୌଣସି ସହଯୋଗ, ଗଞ୍ଜାମରେ ଅଭାବ ନାହିଁ ବେଡ୍
ବ୍ରହ୍ମପୁର(ଓଡ଼ିଶା ଭାସ୍କର): କରୋନା ମହାମାରୀ ଆରମ୍ଭ ହେବା ପରଠାରୁ ବଲିଉଡ୍ ଅଭିନେତା ସୋନୁ ସୁଦ ଲୋକମାନଙ୍କୁ ସାହାଯ୍ୟ କରିଆସୁଛନ୍ତି । ଲୋକଙ୍କୁ ଯାତାୟାତ ଠାରୁ ଆରମ୍ଭ କରି ବିଭିନ୍ନ ହସ୍ପିଟାଲରେ ପହଞ୍ଚିବା, କୋଭିଡ୍…
ହତ୍ୟା ମାମଲାରେ ଫସିବେ ରେସଲର୍ ସୁଶୀଲ!
ନୂଆଦିଲ୍ଲୀ: ପୁଣି ଚର୍ଚ୍ଚାକୁ ଆସିଛି ଛତ୍ରସାଲ ଷ୍ଟାଡିୟମରେ ରେସଲର୍ ସାଗର ଧନଖଡ଼ଙ୍କୁ ଆକ୍ରମଣ ଓ ହତ୍ୟା ମାମଲା । ଏଥିରେ ସମ୍ପୃକ୍ତ ଥିବା ଅଭିଯୋଗରେ ଅଲିମ୍ପିକ ପଦକ ବିଜେତା ସୁଶୀଲ କୁମାରଙ୍କ ସମେତ ୯ ଜଣଙ୍କ ବିରୋଧରେ…
ନିର୍ଭୀକ ଫରେଷ୍ଟ୍ ଅଫିସର୍ ବିଦ୍ୟା ବାଲାନ୍
ମୁମ୍ବାଇ(ଓଡ଼ିଶା ଭାସ୍କର): କରୋନା ମହାମାରୀର ଆତଙ୍କ ଲାଗି ରହିଛି ସବୁଠି । ପ୍ରଥମ ତରଙ୍ଗ ପରେ ଦ୍ୱିତୀୟଥର କରୋନା ଭୂତାଣୁ କାୟା ମେଲାଇ ଲୋକଙ୍କୁ କଲବଲ କରିସାରିଲାଣି । ଏଥିପାଇଁ ସାଧାରଣରେ ଯେତିକି ଭୟ, ସେତିକି…
ବଢ଼ୁଛି କୋଭିଡ୍ ପଜିଟିଭ୍ ହାର, ଚିନ୍ତା ପ୍ରକଟ କଲା ଡବ୍ଲୁଏଚଓ
ନୂଆଦିଲ୍ଲୀ: ଦେଶରେ କୋଭିଡ଼ ଭୁତାଣୁ ମାମଲା ଗତ ୨୪ ଘଣ୍ଟା ମଧ୍ୟରେ ହ୍ରାସ ପାଇଥିବା ଦେଖିବାକୁ ମିଳିଛି । ଅନ୍ୟପଟେ ମୃତ୍ୟୁହାର ମଧ୍ୟ କମିଛି । ଦୈନିକ ୪ହଜାରରୁ କମ୍ ରହିଛି । ହେଲେ ଏହା ପରେ ବି ଦେଶର ପଜିଟିଭ୍ ହାରକୁ…
ଆମ୍ବୁଲାନ୍ସ ପାଇଁ କିମି ପିଛା ଦର ନିର୍ଦ୍ଧାରଣ କଲେ ରାଜ୍ୟ ସରକାର
ଭୁବନେଶ୍ୱର, ୧୭/୫(ଓଡିଶା ଭାସ୍କର) : ବର୍ତ୍ତମାନ ସମୟରେ କରୋନା ମହାମାରୀ କାଳରେ ଅନେକ ଲୋକ ବିଭିନ୍ନ ସମସ୍ୟା ଦେଇ ଗତି କରୁଛନ୍ତି । ଖାସ୍ କରି ଆମ୍ବୁଲାନ୍ସ କ୍ଷେତ୍ରରେ ସାଧାରଣ ଲୋକ ଅଧିକ ଖର୍ଚ୍ଚାନ୍ତ ହେଉଥିବା ଭଳି…
ସିଆରପିଏଫଙ୍କ ଗୁଳିମାଡରେ ୩ ମୃତ
ବିଜାପୁର,୧୭/୫(ଓଡିଶା ଭାସ୍କର) : ମାଲକାନାଗିରି ସୀମାନ୍ତ ଛତିଶଗଡ଼ ବିଜାପୁରରେ ସିଆରପିଏଫ୍ ଙ୍କ ଗୁଳିମାଡ ହୋଇଛି । ଯେଉଁଥିରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ସୁଚନା ମିଳିଛି । ସିଆରପିଏଫ୍ ଙ୍କ ଗୁଳିରେ ବିଜାପୁରର ୩ ଜଣ…