Browsing Category

Top Stories

ଏକ ଦେଶରେ ଚନ୍ଦାଲୋକଙ୍କୁ କରାଯାଇଥାଏ ହତ୍ୟା, ଜାଣନ୍ତୁ କାହିଁକି

ପୂର୍ବ ଆଫ୍ରିକାରେ ମୋଜାମ୍ବିକ ନାମକ ଏକ ଦେଶ ରହିଛି । ଏହି ଦେଶରେ ଚନ୍ଦା ଲୋକଙ୍କ ଜୀବନ ପ୍ରତି ବିପଦ ରହିଛି । ଯେଉଁ ଲୋକଙ୍କ ମୁଣ୍ଡରେ ବାଳ ନାହିଁ, ସେମାନଙ୍କ ଉପରେ ହମଲା ହେବାର ଆଶଙ୍କା ରହିଛି ବୋଲି ପୋଲିସ ପକ୍ଷରୁ…

ବିବାହ ପରେ ପାର୍ଟନରଙ୍କୁ ଏହି କଥା ଜମାରୁ ପଚାରନ୍ତୁ ନାହିଁ, ନଚେତ୍ ଦାମ୍ପତ୍ତ୍ୟ ଜୀବନ ହେବ ବର୍ବାଦ

ବିବାହ ପ୍ରତ୍ୟେକ ମଣିଷ ପାଇଁ ଏକ ଅଭୁଲା ମୁହୂର୍ତ୍ତ ହୋଇଥାଏ । ବିବାହ ପରେ କେବଳ ଦାୟିତ୍ୱ ବଢ଼ିଯାଇଥାଏ ତା’ନୁହେଁ, ସମ୍ପର୍କରେ ମଧ୍ୟ ଅନେକ କିଛି ପରିବର୍ତ୍ତନ ଦେଖିବାକୁ ମିଳିଥାଏ । ବିବାହ ପୂର୍ବରୁ କିଛି କଥା…

ଭାରତ-ଇଂଲଣ୍ଡ ଟି-୨୦ ମ୍ୟାଚ: ବୋଲିଂ କରିବ ଭାରତ

ଅହମଦାବାଦ , 14/3 :ଗୁଜରାଟର ଅହମଦାବାଦ ରେ ହେଉଥିବା ଭାରତ-ଇଂଲଣ୍ଡ ଟି-୨୦ ସିରିଜ ର ଦ୍ଵିତୀୟ ମ୍ୟାଚ ରେ ଟସ ଜିତି ଭାରତର ବୋଲିଂ କରିବାର ନିଷ୍ପତ୍ତି ନେଇଛି । ସୂର୍ଯ୍ୟକୁମାର ଯାଦବ ଓ ଇଶାନ କିଷାନଙ୍କୁ ଚୂଡାନ୍ତ ଦଳ…

ଶିମିଳିପାଳ ସମେତ ରାଜ୍ୟରେ ଜଙ୍ଗଲ ନିଆଁ ଆୟତ୍ତାଧୀନ

ଭୁବନେଶ୍ୱର , 14/3 : ଶିମିଳିପାଳ ସମେତ ରାଜ୍ୟରେ ଜଙ୍ଗଲ ନିଆଁ ଆୟତ୍ତାଧୀନ ହୋଇଛି । ଏନେଇ ଫରେଷ୍ଟ ଟାସ୍କ ଫୋର୍ସ ପକ୍ଷରୁ ସୂଚନା ମିଳିଛି । ରାଜ୍ୟ ସରକାରଙ୍କ ତ୍ୱରିତ ପଦକ୍ଷେପ ଯୋଗୁଁ ଜଙ୍ଗଲ ନିଆଁ ବର୍ତମାନ…

ଚକାଡୋଳା ବସ୍ ଓଲଟି ୨୦ ଯାତ୍ରୀ ଗୁରୁତର

ସୋର , 14/3 : ଏକ ଦୁଃଖଦ ଘଟଣା କ୍ରମେ ସୋରରେ ଯାତ୍ରୀବାହୀ ଘରୋଇ ବସ୍ ଓଲଟି ୨୦ ଯାତ୍ରୀ ଗୁରୁତର ହୋଇଥିବାର ସୂଚନା ମିଳିଛି । ସୋର ଥାନା ଛକ ନିକଟରେ ଚକାଡୋଳା ବସ ଓଲଟି ପଡିଛି । ଓଭରଟେକ୍ କରିବାକୁ ଯାଇ ଭାରସାମ୍ୟ…

କୋଭିଡ ନିୟମ ଉଲ୍ଲଂଘନ କଲେ ନାଗା ସାଧୁ

ପୁରୀ , 14/3 : କୋଭିଡ ନିୟମ ଉଲ୍ଲଂଘନ କରିଛନ୍ତି ନାଗା ସାଧୁ ବୈଷ୍ଣବପୁରୀ । ଶ୍ରୀମନ୍ଦିରରେ ଥିବା ରୋହିଣୀକୁଣ୍ଡର ପଟା କୁ ଫିଙ୍ଗିଛନ୍ତି ନାଗା ସାଧୁ ବୈଷ୍ଣବପୁରୀ  । ଜେଟିପି ବାରଣ କରିବାରୁ ବିଶୃଙ୍ଖଳା ସୃଷ୍ଟି…

ବରୁଣେଇ ପାହାଡ ନିକଟସ୍ଥ ଜଙ୍ଗଲରେ ଲାଗିଲା ନିଆଁ

ଭୁବନେଶ୍ୱର, ୧୪ା୩ (ଓଡିଶା ଭାସ୍କର): ରାଜ୍ୟର ବିଭିନ୍ନ ଜଙ୍ଗଲରେ ନିଆଁ ଲାଗିଥିବା ଘଟଣାକୁ ନେଇ ରାଜନୈତିକ ପାଣିପାଗ ଗରମ ରହିଛି । ଏହି ସମୟ ରେ ଖୋର୍ଦ୍ଧା ବରୁଣେଇ ପାହାଡ ନିକଟରେ ଥିବା ଜଙ୍ଗଲରେ ନିଆଁ ଲାଗିଥିବାର ଖବର…

ଚଉଠିରାତିରେ ବର-କନ୍ୟା ଭିତରେ ମାରପିଟ୍, ଏମିତିକି ଥାନାରେ ପହଞ୍ଚିଲା ମାମଲା

ଅଗ୍ନିକୁ ସାକ୍ଷୀ ରଖି ସାତ ଜନ୍ମ ପର୍ଯ୍ୟନ୍ତ ସାଥୀରେ ରଖିବାର ପ୍ରତିଜ୍ଞା ନେଇଥିବା ବର-କନ୍ୟା ଚଉଠିରାତିରେ ମାରପିଟ୍ ଆରମ୍ଭ କରିଦେଲେ । ଏମିତି ଝଗଡା ଯେ, ଥାନାରେ ପହଞ୍ଚିଲା ଘଟଣା । ଏଭଳି ଏକ ସଙ୍ଗୀନ ଘଟଣା…

ମହାରାଷ୍ଟ୍ରରୁ ନନ୍ଦି ବଳଦ ସହ ୪ ଜଣଙ୍କୁ ଗିରଫ କଲା ମାଲକାନଗିରି ପୋଲିସ

ମାଲକାନଗିରି , 14/3 :ମାଲକାନଗିରି ଜିଲ୍ଲା ସଦର ମହକୁମାର ଆଦର୍ଶ ଥାନାରେ ଅଟକ ରହିଛନ୍ତି ନନ୍ଦି ବଳଦ ସହ ଚାରିଜଣ ଅପରାଧୀ । ନନ୍ଦି ବଳଦ ଦେଖାଇ ଲୁଟି ନେଇଥିଲେ ୪୮ ହଜାର ଟଙ୍କା।ମିଳିଥିବା ସୂଚନାନୁସାରେ ମାଲକାନଗିରି…

ପ୍ରତିଶ୍ରୁତି ପାଳନ କଲେ ବର୍ଷା: ଦୃଷ୍ଟିହୀନ କଳାକାରଙ୍କ କଣ୍ଠରେ ରେକର୍ଡିଂ କଲେ ଜଗନ୍ନାଥ ଭଜନ

ଭୁବନେଶ୍ୱର, ୧୪ା୩ (ଓଡିଶା ଭାସ୍କର): ପୁଣି ଓଲିଉଡ୍ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ନେଇ ଚର୍ଚ୍ଚା । ଏଥର କିନ୍ତୁ ପାରିବାରିକ ସମସ୍ୟାକୁ ନେଇ ନୁହେଁ, ଜଣେ ଦୃଷ୍ଟିହୀନ କଳାକାରଙ୍କୁ ସହାୟତା ପ୍ରଦାନ କରି ବର୍ଷା…