Browsing Category
Top Stories
ନାତି ସହ ନଜର ଆସିଲେ ମୁକେଶ ଅମ୍ବାନୀ, ସୋସିଆଲ ମିଡିଆରେ ଫଟୋ ଭାଇରାଲ
ଭାରତର ପ୍ରସିଦ୍ଧ ବ୍ୟବସାୟୀ ମୁକେଶ ଅମ୍ବାନୀ ଜେଜେ ହୋଇଛନ୍ତି ଓ ଏବେ ନାତି ସହ ତାଙ୍କର ଫଟୋ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି । ନାତି ସହ ମୁକେଶ ଅମ୍ବାନୀଙ୍କ ପ୍ରଥମ ଫଟୋକୁ ଟ୍ୱିଟ୍ କରି ପୂରା ଅମ୍ବାନୀ…
ପିଡିଏସ୍ ଚାଉଳ ଓ ଗହମ ଜବତ: ୨ ଗିରଫ
ଭଞ୍ଜନଗର, ୧୧ା୧୨ (ଓଡିଶା ଭାସ୍କର): ଭଞ୍ଜନଗରରୁ ପିଡିଏସ୍ ଚାଉଳ ଓ ଗହମ ଜବତ ହୋଇଛି । ପୋଲିସ ପକ୍ଷରୁ ଏହି ଘଟଣାରେ ୨ ଜଣଙ୍କୁ ଗିରଫ କରାଯାଇଛି ।
ଭଞ୍ଜନଗର ଗାୟଗଣ୍ଡାରୁ ପିଡିଏସ ଚାଉଳ ଓ ଗହମ ପୋଲିସ ଜବତ କରିଛି ।…
ଟେଷ୍ଟ ସିରିଜ୍ ପୂର୍ବରୁ ରୋହିତ ଶର୍ମା ଫିଟ୍
ନୂଆଦିଲ୍ଲୀ, ୧୧।୧୨: ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ ପୂର୍ବରୁ ଭାରତୀୟ ଦଳ ପାଇଁ ଆସିଛି ଏକ ଖୁସି ଖବର। ଟିମ୍ ଇଣ୍ଡିଆର ଷ୍ଟାର ଓପନିଂ ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମାଙ୍କୁ ଆଜି ଏନସିଏ ପକ୍ଷରୁ ଫିଟ୍ ଘୋଷଣା…
ଡି ବ୍ରଦର୍ସଙ୍କ ଘରେ ଚଢ଼ାଉ: ବନ୍ଧୁକ, ଗୁଳି ଓ ମୋବାଇଲ ଜବତ
କଟକ, ୧୧ା୧୨ (ଓଡିଶା ଭାସ୍କର): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ବ୍ରଦର୍ସଙ୍କ ଘରେ ପୋଲିସ ଚଢ଼ାଉ କରି ବନ୍ଧୁକ ଓ ଗୁଳି ଜବତ କରିଛି । ଜେଲରେ ଥାଇ ଡି ବ୍ରଦର୍ସ ବେଆଇନ ଅସ୍ତ୍ର କାରବାର କରୁଥିବା ବିଷୟରେ ଖବର ପାଇବା ପରେ ପୋଲିସ…
ଯଦି ଆପଣଙ୍କୁ ମିଳିନି ସପ୍ତମ କିସ୍ତି ର 2000 ଟଙ୍କା , ତୁରନ୍ତ କରନ୍ତୁ ଏହି କାମ
କୃଷକ ମାନଙ୍କ ଆନ୍ଦୋଳନ ମଧ୍ୟ ରେ କେନ୍ଦ୍ର ର ମୋଦି ସରକାର ପିଏମ୍ କିସାନ ସମ୍ମାନ ନିଧିର ୭ମ କିସ୍ତି ଜାରି କରିଦେଇଛନ୍ତି। ଯାହା ୧ ଡିସେମ୍ବରରୁ ସାରା ଦୁନିଆରେ ୧୧ କୋଟି ଚାଷୀଙ୍କ ଖାତାରେ ଜମା ହେବା ଆରମ୍ଭ…
ପ୍ରଦୀପ ମାମଲା: ମୁଖ୍ୟମନ୍ତ୍ରୀଙ୍କ ସୁପାରିଶ ଗ୍ରହଣ କଲେ ଲୋକାୟୁକ୍ତ
ଭୁବନେଶ୍ୱର, ୧୧ା୧୨ (ଓଡିଶା ଭାସ୍କର): ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଦୁର୍ନୀତି ମାମଲାର ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ୭ ତାରିଖରେ ଲୋକାୟୁକ୍ତ ତଦନ୍ତ ପାଇଁ ସୁପାରିଶ କରିଥିଲେ । ତେବେ…
ଗାଈ ନୁହେଁ, ଗଧ କ୍ଷୀରରୁ ପ୍ରସ୍ତୁତ ହେଉଛି ଦୁନିଆର ସବୁଠାରୁ ମହଙ୍ଗା ପନିର
କଣ ଆପଣ ଜାଣନ୍ତି କି, ଦୁନିଆର ସବୁଠାରୁ ମହଙ୍ଗା ପନିର କେଉଁଠାରେ ପ୍ରସ୍ତୁତ ହୁଏ ? ତେବେ ଆସନ୍ତୁ ଜାଣିବା ଏହା କେଉଁଠି ଓ କେଉଁ ପ୍ରଣାଳୀରେ ପ୍ରସ୍ତୁତ ହେଉଛି ମହଙ୍ଗା ପନିର । ଦୁନିଆର ସବୁଠାରୁ ମହଙ୍ଗା ପନିର ୟୁରୋପିୟ…
ରାଜ୍ୟରେ ୩୮୭ କରୋନା ପଜିଟିଭ
ଭୁବନେଶ୍ୱର, ୧୧ା୧୨ (ଓଡିଶା ଭାସ୍କର): ରାଜ୍ୟରେ ୩୮୭ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ସଙ୍ଗରୋଧରୁ ୨୨୦ ଓ ସ୍ଥାନୀୟ ଅଞ୍ଚଳରୁ ୧୬୭ ଜଣ ରହିଛନ୍ତି । ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩…
ରାଜଧାନୀରେ ଗୁଳିକାଣ୍ଡ: ଆସାମୀ ଫେରାର୍
ଭୁବନେଶ୍ୱର, ୧୧ା୧୨ (ଓଡିଶା ଭାସ୍କର): ରାଜଧାନୀରେ କ୍ରମାଗତ କିଛିଦିନ ଧରି ଲୁଟ୍, ଛିନତାଇ, ବ୍ୟାଙ୍କ ଲୁଟ୍ ଆଦି ଘଟଣା ଜାରି ରହିଥିବା ବେଳେ ଆଜି ଗୁଳି ଗର୍ଜନ କରିଛି ।
ଖବରରୁ ଜଣାଯାଇଛି ଯେ, ଜାମିନରେ ଆସିଥିବା…
କୁକୁଡ଼ା ବିକାଳୀ ମା ର ପୁଅ ଭାରତୀୟ କ୍ରିକେଟ ଦଳ ର ଯୁବ ପ୍ରତିଭା
ସଫଳତା ର ଅନ୍ୟ ନାମ ସଂଘର୍ଷ । କେତେବେଳେ ମା ତାଙ୍କର ରାସ୍ତାକଡ଼ରେ ବିକୁଥିଲେ କୁକୁଡ଼ା ମାଂସ । ଆଉ ବାପା କରୁଥିଲେ କୁଲି କାମ ।ମାତ୍ର ପୁଅ ର ପ୍ରତିଭା ଏବଂ ପରିଶ୍ରମ ତାକୁ ସଫଳତା ର ଶୀର୍ଷରେ ପହଂଚାଇଛି । ସେ…