CHARIDHAM
Browsing Category

Top Stories

ପୋଲିସ ଟୋପି କୁ ଅବମାନନା ,ଏନଏସି ଯନ୍ତ୍ରୀ ଙ୍କ ପୋଲିସ ଟୋପି ପିନ୍ଧିଥିବା ଫୋଟୋ ଭାଇରାଲ

ମାଲକାନଗିରି  ,4/4 : ମାଲକାନଗିରି ଜିଲ୍ଲା ବାଲିମେଳା ବିଜ୍ଞାପିତ ଅଂଚଳ ପରିଷଦ ରେ କାର୍ଯ୍ୟରତ ଥିବା କନିଷ୍ଠ ଯନ୍ତ୍ରୀ ସୁଶୀଲ କୁମାର ବେହେରା ପୋଲିସ ଟୋପି କୁ ମଥା ରେ ପିନ୍ଧିଥିବା ଫୋଟୋ ଏବେ ସୋସିଆଲ ମିଡିଆ ଓ…

ଧାରଣାରୁ ଉଠିଲେ ବିଜେପି ବିଧାୟକ, ଜାଣନ୍ତୁ ପ୍ରେସମିଟରେ କ’ଣ କହିଲେ ବିରୋଧୀ ଦଳ ନେତା

ଭୁବନେଶ୍ୱର, ୪ା୪ (ଓଡିଶା ଭାସ୍କର): ଶେଷରେ ଧାରଣାରୁ ଉଠିଛନ୍ତି ବିଜେପି ବିଧାୟକ । ବାଚସ୍ପତିଙ୍କ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ବିଧାୟକମାନେ ବିଧାନସଭା ପରିସରରେ ଥିବା ଗାନ୍ଧି ମୂର୍ତ୍ତି ତଳେ ଗତକାଲି ଠାରୁ…

ରାଜ୍ୟରେ କରୋନାର ଭୟାନକ ସ୍ଥିତି: ଆଜି ଚିହ୍ନଟ ହେଲେ ୪୭୧ ପଜିଟିଭ୍, ଜାଣନ୍ତୁ କେଉଁଠୁ କେତେ

ଭୁବନେଶ୍ୱର, ୪ା୪ (ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଦିନକୁ ଦିନ ନୂଆ ସଂକ୍ରମିତଙ୍କ ଚିହ୍ନଟ ହେବା ପ୍ରଶାସନ ଓ ଜନସାଧାରଣଙ୍କୁ ଚିନ୍ତାରେ ପକାଇଛି । ଏହା ମଧ୍ୟରେ ଆଜି ପୁଣି…

ଦେଶରେ ମୃତ୍ୟୁସଂଖ୍ୟା ୫ ଶହ ଟପିଲା, ଆକ୍ରାନ୍ତ ସଂଖ୍ୟା ୯୦ ହଜାର ଟପିଲା

ନୂଆଦିଲ୍ଲୀ, ୪ା୪ : ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୫୧୩ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୬୪ ହଜାର ୬୨୩କୁ ବୃଦ୍ଧି…

ଛତିଶଗଡ଼ରେ ମାଓବାଦୀଙ୍କ ସହିତ ମୁହାଁମୁହିଁ: ୮କୁ ବଢ଼ିଲା ଯବାନଙ୍କ ମୃତ୍ୟୁସଂଖ୍ୟା, ୧୫ ନିଖୋଜ

ରାୟପୁର, ୪ା୪: ଛତିଶଗଡ଼ରେ ମାଓବାଦୀଙ୍କ ସହ ମୁହାଁମୁହିଁ ଘଟଣାରେ ଯବାନଙ୍କ ମୃତ୍ୟୁସଂଖ୍ୟା ୮ରେ ପହଞ୍ଚିଛି । ତେବେ ୩୦ ଜଣ ଆହତ ଯବାନଙ୍କ ଚିକିତ୍ସା ଜାରି ରହିଥିବା ବେଳେ ୧୫ ଯବାନ ନିଖୋଜ ଅଛନ୍ତି । ବିଜାପୁର ତେରମ ଥାନା…

ଅକ୍ଷୟ କୁମାର କରୋନାରେ ଆକ୍ରାନ୍ତ

ନୂଆଦିଲ୍ଲୀ, ୪ା୪: ବଲିଉଡ୍ ଅଭିନେତା ଅକ୍ଷୟ କୁମାର କରୋନାରେ ଆକ୍ରାନ୍ତ ହୋଇଛନ୍ତି । ତେବେ ଅକ୍ଷୟ ବର୍ତ୍ତମାନ ହୋମ୍ କ୍ୱାରେଣ୍ଟାଇନରେ ରହିବା ସହ ଆବଶ୍ୟକ ଅନୁଯାୟୀ ତାଙ୍କର ମେଡିକାଲ ପରୀକ୍ଷା ଚାଲିଛି । ଆଜି ସକାଳୁ ସେ…

ଲକଡାଉନରେ ଚାକିରି ହରାଇଲେ ଯୁବକ: ପ୍ରତିଶୋଧପରାୟଣ ହୋଇ ଭାଙ୍ଗିଲେ ମନ୍ଦିର

ନୂଆଦିଲ୍ଲୀ, ୪ା୪: ଦେଶର ରାଜଧାନୀ ଦିଲ୍ଲୀରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି । ଚାକିରି ହରାଇଥିବା ଜଣେ ଯୁବକ ପ୍ରଭୁଙ୍କ ଉପରେ ପ୍ରତିଶୋଧ ନେବାକୁ ଯାଇ ମନ୍ଦିରକୁ ଭଙ୍ଗାରୁଜା କରିଛନ୍ତି । ତେବେ ଏହି ଘଟଣାରେ ଉକ୍ତ…

ବାଚସ୍ପତିଙ୍କୁ ଚପଲ ଫିଙ୍ଗିବା ଘଟଣା: ବିଜେପି ବିଧାୟକଙ୍କ ଧାରଣା ଜାରି, ଭେଟିବେ ରାଜ୍ୟପାଳଙ୍କୁ

ଭୁବନେଶ୍ୱର, ୪ା୪ (ଓଡିଶା ଭାସ୍କର): ଗତକାଲି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଉପରକୁ ବିଜେପି ବିଧାୟକମାନେ ଚପଲ ଫିଙ୍ଗିବା ଘଟଣାଟି ଭିନ୍ନ ମୋଡ଼ ନେଇଛି । ଚପଲ ଫିଙ୍ଗିବା ଘଟଣାରେ ବାଚସ୍ପତି ବିଜେପିର ତିନିଜଣ…