
Browsing Category
Top Stories
ବିଶ୍ୱର ବୃହତ୍ତମ କ୍ରିକେଟ ଷ୍ଟାଡିୟମ ଉଦଘାଟନ କରିବେ ରାଷ୍ଟ୍ରପତି: ଭାରତ-ଇଂଲଣ୍ଡ ହେବେ ମୁହାଁମୁହିଁ
ଅହମ୍ମଦାବାଦ, ୨୪ା୨: ବିଶ୍ୱର ସର୍ବବୃହତ କ୍ରିକେଟ ଗ୍ରାଉଣ୍ଡରେ ଆଜି ଭାରତ ଓ ଇଂଲଣ୍ଡ ମଧ୍ୟରେ ୩ୟ ଟେଷ୍ଟ ମ୍ୟାଚ ଅନୁଷ୍ଠିତ ହେବ । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ଗୁଜୁରାଟର ମୋଟେରା ଷ୍ଟାଡିୟମକୁ ଉଦ୍ଘାଟନ କରିବେ ।…
ଇନୋଭାକୁ ଧକ୍କା ଦେଲା ଡିଜେଲ ଟ୍ୟାଙ୍କର: ୭ ମୃତ
ମଥୁରା, ୨୪ା୨: ଉତ୍ତରପ୍ରଦେଶର ମଥୁରରେ ଯମୁନା ଏକ୍ସପ୍ରେସ ୱେରେ ଏକ ଭୟଙ୍କର ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ୭ ଜଣଙ୍କର ମୃତ୍ୟୁ ଘଟିଛି । ଏକ ଡିଜେଲ ଟ୍ୟାଙ୍କର ନିୟନ୍ତ୍ରଣ ହରାଇ ଏକ ଇନୋଭା କାରକୁ ଧକ୍କା…
ବିଶ୍ୱରେ କରୋନା ମୃତ୍ୟୁସଂଖ୍ୟା ୨୪.୯୫ ଲକ୍ଷରେ ପହଞ୍ଚିଲା
ନୂଆଦିଲ୍ଲୀ, ୨୪ା୨: କରୋନାର ପ୍ରଭାବ କ୍ରମଶଃ କମିବାରେ ଲାଗିଛି । ବିଶ୍ୱରେ କରୋନା ମୃତ୍ୟୁ ୨୪ ଲକ୍ଷ ୯୫ ହଜାର ୩୩୯ରେ ପହଞ୍ଚିଛି । ତେବେ ବିଶ୍ୱରେ ମୋଟ ୮ କୋଟି ୮୨ ଲକ୍ଷ ୨୩ ହଜାର ୬୧୪ ଜଣ ସୁସ୍ଥ ହୋଇଛନ୍ତି । ମୋଟ…
Govt. confirms two new variants of Coronavirus in India
New Delhi,24/2 : In a major development, Indian government confirmed the presence of two new variants of Coronavirus.
According to the Union Health Ministry on Tuesday said two…
ବିଭିନ୍ନ ଉପକାରୀ ଗୁଣରେ ଭରପୁର ଡାଳଚିନି, ଜାଣନ୍ତୁ ଏହାର ଫାଇଦା
ଡାଳଚିନିକୁ ସ୍ୱାଦ ବୃଦ୍ଧି ପାଇଁ ମସଲା ରୂପରେ ରୋଷେଇରେ ବ୍ୟବହାର କରାଯାଏ । ଡାଳଚିନି ରକ୍ତକୁ ପରିଷ୍କାର ରଖିବା ସହ ଓଜନ ହ୍ରାସ କରିଥାଏ । ଥକ୍କାପଣ, ମୁଣ୍ଡବିନ୍ଧା ଠାରୁ ଆରମ୍ଭ କରି ବହୁ ରୋଗ ପାଇଁ ଡାଳଚିନିକୁ…
ନିମ ଚା’ ଶରୀରରେ ଅନେକ ରୋଗକୁ ଦୂର କରିବାରେ ସହାୟକ ହୋଇଥାଏ
ନିମ ଚା’ ହେଉଛି ଏକ ହର୍ବାଲ୍ ତିକ୍ତଯୁକ୍ତ ଚା, ଯାହାକୁ ଆୟୁର୍ବେଦର ବିଭିନ୍ନ ଚିକିତ୍ସା ନିମନ୍ତେ ବ୍ୟବହାର କରାଯାଏ । ନିମ ଚା ଦାନ୍ତକୁ ସଫା ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ ।
ଶରୀରର ବିଭିନ୍ନ ରୋଗକୁ ଦୂର…
ଲଜ୍ଜା: ୬୫ ବର୍ଷୀୟ ପାକିସ୍ତାନୀ ସାଂସଦ ୧୪ ବର୍ଷର ଝିଅକୁ ହେଲେ ବାହା, ଚାଲିଛି ତନାଘନା
ତେବେ ଜମିୟତ ଉଲେମା-ଇ-ଇସଲାମର ନେତା ଓ ବାଲୁଚିସ୍ତାନର ୬୨ ବର୍ଷୀୟ ସାଂସଦ ମୌଲାନା ସାଲାହଉଦ୍ଦିନ ଅୟୁବି ୧୪ ବର୍ଷର ନାବାଳିକା ସହ ବିବାହ ରଚିଛନ୍ତି ।
ଓଡିଆ ବିଶ୍ୱବିଦ୍ୟାଳୟ ଡିଜାଇନକୁ ଅନୁମୋଦନ
ଭୁବନେଶ୍ୱର,୨୩ ।୨(ଓଡିଶା ଭାସ୍କର): ସତ୍ୟବାଦୀରେ ଓଡିଆ ବିଶ୍ୱବିଦ୍ୟାଳୟକୁ ମିଳିଛି ଅନୁମୋଦନ । ବିଶ୍ୱବିଦ୍ୟାଳୟ ଡିଜାଇନକୁ ଅନୁମୋଦନ ଦେଇଛନ୍ତି ମୁଖ୍ରମନ୍ତ୍ରୀ ନବୀନ ପଟ୍ଟନାୟକ । ବନବିଦ୍ୟାଳୟ ଢାଞ୍ଚାରେ ଓଡିଆ…
ସମ୍ମୁଖ ଯୋଦ୍ଧାଙ୍କୁ ପୁଣି ଟିକା ଦେବାକୁ ଚିଠି
ଭୁବନେଶ୍ୱର,୨୩ ।୨(ଓଡିଶା ଭାସ୍କର): ଟିକା ନେଇ ନଥିବା ସ୍ୱାସ୍ଥ୍ୟକର୍ମୀ ଓ ସମ୍ମୁଖ ଯୋଦ୍ଧାଙ୍କୁ ଟିକା ଦେବାକୁ ଜିଲ୍ଲାପାଳ, ମ୍ୟୁନିସିପାଲ କମିଶନରଙ୍କୁ ଚିଠି ଲେଖିଛନ୍ତି ସ୍ୱାସ୍ଥ୍ୟ ବିଭାଗ ଉପସଚିବ । କାରଣ ନଥାଇ…
ବିଷ ବଳୟରେ ରହିଛି ରାଜ୍ୟର ୭ ସହର
ଭୁବନେଶ୍ୱର,୨୩ ।୨(ଓଡିଶା ଭାସ୍କର): ରାଜ୍ୟର ୭ଟି ସହରରେ ପ୍ରଦୂଷଣର ମାତ୍ରା ବଢିଚାଲିଛି । ସହରରେ କଟକ, ଭୁବନେଶ୍ୱର, ବାଲେଶ୍ୱର, ଅନୁଗୁଳ, ତାଳଚେର, ରାଉରକେଲା ଓ କଳିଙ୍ଗନଗରରେ ପ୍ରଦୂଷଣ ବଢୁଛି । ଏହି ୭ଟି ସହରରେ…