Browsing Category

Top Stories

ରଙ୍ଗରୁଟରେ ଚଢିଗଲା ଭ୍ୟାନ୍, ୨ ଭଉଣୀ ମୃତ

ଢେଙ୍କାନାଳ, ୧୫ା୨(ଓଡିଶା ଭାସ୍କର): ଢେଙ୍କାନାଳ ଟାଉନ୍ଥାନା ବାଜିଚୌକରେ ଆଜି ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଯାଇଛି । ପିକଅପ୍ ଭ୍ୟାନ୍ ଦୁର୍ଘଟଣାରେ ଚାଲିଯାଇଛି ୨ ଭଉଣୀଙ୍କ ଜୀବନ । ଫ୍ଲାଇଓଭର ତଳେ ଖେଳୁଥିବା ବେଳେ ଏକ…

କେନ୍ଦ୍ରକୁ ମୁଖ୍ୟ ଶାସନ ସଚିବଙ୍କ ଚିଠି

ଭୁବନେଶ୍ୱର, ୧୫ା୨(ଓଡିଶା ଭାସ୍କର): ଏକାମ୍ରକ୍ଷେତ୍ରରୁ ବାଇ-ଲ ପ୍ରତ୍ୟାହାର କରିବା ପ୍ରସଙ୍ଗରେ କେନ୍ଦ୍ରକୁ ଚିଠି ଲେଖିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ଉପନିୟମ ପ୍ରତ୍ୟାହାର ଦାବିରେ କେନ୍ଦ୍ର ସଂସ୍କୃତି…

ତୈଳଦର ବୃଦ୍ଧି ପ୍ରତିବାଦରେ ମାଲକାନଗିରି ଜିଲ୍ଲା କଂଗ୍ରେସ ପକ୍ଷରୁ ୬ ଘଣ୍ଟିଆ ବନ୍ଦ ଡାକରା।

ମାଲକାନଗିରି , 15/2 : ମାଲକାନଗିରି ଜିଲ୍ଲା ସଦର ମହକୁମା ସହ ଜିଲ୍ଲାର ସାତୋଟି ବ୍ଲକ ଓ ବାଲିମେଳା ଅଞ୍ଚଳରେ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଆଜି ୬ ଘଣ୍ଟିଆ ବନ୍ଦ ସଫଳ ହୋଇଥିବା ଦେଖିବାକୁ ମିଳିଛି।ମାଲକାନଗିରି…

ଭୁବନେଶ୍ୱରରୁ ଲେଡି ଡନ୍ ଗିରଫ

ଭୁବନେଶ୍ୱର, ୧୫ା୨(ଓଡିଶା ଭାସ୍କର): ଲେଡି ଡନ୍ ଆସମା ବିବିଙ୍କୁ ଗିରଫ କରିଛି ଏୟାରଫିଲ୍ଡ ଥାନା ପୋଲିସ । ଏୟାରଫିଲ୍ଡ ଥାନା ଅଧିନ ଆଜାଦ ନଗରରେ କଙ୍ଗାରୁ କୋର୍ଟ ଚଳାଇଥିଲା ଏହି ମହିଳା । ଛେଳି ଚୋରୀ ଅଭିଯୋଗରେ ୨…

କାଲି ସେବାୟତ କରିବେ ପ୍ରତିବାଦ, ବଜାଇବେ ଘଣ୍ଟା

ଭୁବନେଶ୍ୱର, ୧୫ା୨(ଓଡିଶା ଭାସ୍କର): ବାଇ-ଲ ପ୍ରତ୍ୟାହାର ଦାବିରେ ଆସନ୍ତାକାଲି ପ୍ରତିବାଦ କରିବେ ସେବାୟତ । ରାଜ୍ୟର ସବୁ ମନ୍ଦିରରେ ସକାଳ ୧୦ ଘଟିକାରେ ପ୍ରତିବାଦ କରାଯିବ । ବାଇ ଲ’କୁ ବିରୋଧ କରି ସରସ୍ୱତୀ ପୂଜା ଦିନ…

ଗୁଜରାଟ ମୁଖ୍ୟମନ୍ତ୍ରୀଙ୍କୁ କରୋନା

ଗୁଜରାଟ,୧୫ ।୨: ସାରା ଦେଶରେ କରୋନା ସଂକ୍ରମଣ କମୁଥିବା ବେଳେ ଟିକାକରଣ ଜୋରସୋରରେ ଚାଲିଛି । ଏହାରି ମଧ୍ୟରେ ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣି କରୋନା ଭୂତାଣୁରେ ସଂକ୍ରମିତ ହୋଇଛନ୍ତି । ଅହମଦାବାଦର ୟୁ.ଏନ ମେହତା…

ତୈଳ ଦର ଆକାଶଛୁଆଁ: ପେଟ୍ରୋଲ ଲିଟର ୧୦୦ ଛୁଇଁଲା

ଦିଲ୍ଲୀ, ୧୫ା୨: ଦିଲ୍ଲୀରେ ପେଟ୍ରୋଲ ଲିଟର ପାଖାପାଖି ୧୦୦ ଟଙ୍କାକୁ ଛୁଇଁଛି । ଗତ ସପ୍ତାହକ ମଧ୍ୟରେ ଉଭୟ ପେଟ୍ରୋଲ ଓ ଡିଜେଲ ଦର କ୍ରମାଗତ ଭାବେ ବଢ଼ି ଚାଲିଛି । ମୁମ୍ବାଇରେ ପେଟ୍ରୋଲ ଲିଟର ୯୫.୪୬ ଟଙ୍କା ଓ ଦିଲ୍ଲୀରେ…

ମାର୍ଚ୍ଚ ୧ରୁ ବରିଷ୍ଠ ନାଗରିକଙ୍କୁ ଟିକା

ଭୁବନେଶ୍ୱର, ୧୫ା୨(ଓଡିଶା ଭାସ୍କର): ଆଜିଠାରୁ ରାଜ୍ୟରେ କୋଭିଡ ଟିକାର ଦ୍ୱିତୀୟ ଡୋଜ ଆରମ୍ଭ ହୋଇଛି । ମାର୍ଚ୍ଚ ୧ରୁ ରାଜ୍ୟରେ ବରିଷ୍ଠ ନାଗରିକଙ୍କୁ ଟିକାକରଣ ଆରମ୍ଭ ହେବ ବୋଲି ଡାକ୍ତର ଜୟନ୍ତ ପଣ୍ଡା ସୂଚନା ଦେଇ…

ବନ୍ଦ ପାଳନ ବେଳେ ପୋଲିସ-କଂଗ୍ରେସ କର୍ମୀ ମୁହାଁମୁହିଁ

ଭୁବନେଶ୍ୱର, ୧୫ା୨(ଓଡିଶା ଭାସ୍କର): କଂଗ୍ରେସ ପକ୍ଷରୁ ଆଜି ୬ ଘଣ୍ଟିଆ ଓଡିଶା ବନ୍ଦ ପାଳନ କରାଯାଉଛି । ଭୁବନେଶ୍ୱରରେ କଂଗ୍ରେସର ବନ୍ଦ ପାଳନ ବେଳେ ବିକ୍ଷୋଭ ଦେଖିବାକୁ ମିଳିଛି । ବିଧାନସଭା ଆଡକୁ ଆସୁଥିବା ବେଳେ…