Browsing Category

Top Stories

ଆଜିଠୁ ଦୁଇ ଦିନିଆ ରାଜ୍ୟପାଳ ସମ୍ମିଳନୀ

ନୂଆଦିଲ୍ଲୀ,୨୩ା୧୧: ରାଷ୍ଟ୍ରପତି ଭବନରେ ଆଜିଠୁ ରାଜ୍ୟପାଳ ସମ୍ମିଳନୀ ଦୁଇ ଦିନିଆ ଚାଲିବ । ଏହି ସମ୍ମିଳନୀରେ ଯୋଗ ଦେଇଛନ୍ତି ଓଡ଼ିଶା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ସେହି ସମ୍ମିଳନୀରେ ୫ଟି ଗ୍ରୁପ ଅଫ୍ ଗଭର୍ଣ୍ଣରସ…

ଅଜିତଙ୍କ ନିଷ୍ପତ୍ତି ବ୍ୟକ୍ତିଗତ ଥିଲା, ଏନସିପିର ନୁହେଁ: ଶରଦ ପାୱାର

ମହାରାଷ୍ଟ୍ର,୨୩ା୧୧: ଆଜି ମହାରାଷ୍ଟ୍ରରେ ମହାନାଟକର ପୂର୍ଣ୍ଣଛେଦ ପଡ଼ିଛି । ସେଠାରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଦେବେନ୍ଦ୍ର ପଡ଼ନଭିସ । ଏହାସହ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଅଜିତ ପାୱାର । ବିଜେପିକୁ…

ମହାରାଷ୍ଟ୍ରରୁ ହଟିଲା ରାଷ୍ଟ୍ରପତି ଶାସନ

ମହାରାଷ୍ଟ୍ର,୨୩ା୧୧: ମହାରାଷ୍ଟ୍ରରୁ ଆଜି ରାଷ୍ଟ୍ରପତି ଶାସନ ହଟିଆ ହୋଇଛି । ରାଷ୍ଟ୍ରପତି ଶାସନ ପ୍ରତ୍ୟାହାର କରିଛନ୍ତି ରାଷ୍ଟ୍ରପତି । ଗତ ୧୨ତାରିଖରୁ ରାଷ୍ଟ୍ରପତି ଶାସନ ଲାଗୁ ହୋଇଥିଲା । ସେଠାରେ ସରକାର ଗଠନ…

ସରକାର ଗଠନ ପରେ ସଞ୍ଜୟ କହିଲେ ଧୋକା ଦେଲେ ଅଜିତ

ମହାରାଷ୍ଟ୍ର,୨୩ା୧୧: ସରକାର ଗଠନ ନେଇ ଶିବସେନା ନେତା ସଞ୍ଜୟ ରାଉତ ଏକ ବଡ଼ ବୟାନ ଦେଇଛନ୍ତି । ସେ କହିଛନ୍ତି ଗତକାଲି ବୈଠକରେ ଅଜିତ ପାୱାର ଉପସ୍ଥିତ ରହିଥିଲେ । ବିଜେପି ସହ ମିଶି ସରକାର ଗଠନ କରି ଶରଦ ପାୱାରଙ୍କୁ ଧୋକା…

ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଦେବେନ୍ଦ୍ର ଫଡ଼ନଭିସ

ମହାରାଷ୍ଟ୍ର,୨୩ା୧୧: ସମସ୍ତ କଳ୍ପନାଜଳ୍ପନାର ଅନ୍ତଘଟାଇ ଶେଷରେ ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ଦେବେନ୍ଦ୍ର ଫଡ଼ନଭିସ । ସେ ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ନେଇଛନ୍ତି ।ତାଙ୍କୁ ପଦ ଓ ଗୋପନୀୟତାର ସହ ଶପଥପାଠ…

ନିଲମ୍ବିତ ହେଲେ ବରଗଡ ସିଏସଓ

ବରଗଡ,୨୨ ।୧୧(ଓଡିଶା ଭାସ୍କର): ବରଗଡ ଜିଲ୍ଲା ଯୋଗାଣ ଅଧିକାରୀ ବା ସିଏସଓଙ୍କୁ ନିଲମ୍ବନ କରାଯାଇଛି । କାର୍ଯ୍ୟରେ ଅବହେଳା କରିବା ଯୋଗୁଁ ସିଏସଓଙ୍କୁ ନିଲମ୍ବିତ କରିଛନ୍ତି ରାଜ୍ୟ ସରକାର । ଅଧିକାରୀ ଜଣକ ହେଉଛନ୍ତି…

ଦୁଷ୍କର୍ମ, ହତ୍ୟାକୁ ନେଇ ରାଜନୀତି ନହେଉ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୨ ।୧୧(ଓଡିଶା ଭାସ୍କର): ଆଜି ବିଧାନସଭାରେ ନିଜର ବିବୃତି ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ମତରେ, ‘ଦୁଷ୍କର୍ମ ଓ ହତ୍ୟା ଭଳି ଘଟଣାକୁ ନେଇ ରାଜନୀତି ନହେଉ । ମହିଳାଙ୍କ ଉପରେ…

୧୦୬ ରନରେ ଅଲଆଉଟ ହେଲା ବାଙ୍ଗଲାଦେଶ

କୋଲକାତା, ୨୨ା୧୧: ଭାରତ ଓ ବାଙ୍ଗଲାଦେଶ ମଧ୍ୟରେ କୋଲକାତାରେ ଆଜି ଇଡ଼େନ ଗାର୍ଡ଼େନ୍ସରେ ଦିବାରାତ୍ର ଟେଷ୍ଟ ମ୍ୟାଚ ଖେଳାଯାଇଛି । ୧୦୬ ରନ୍ କରି ଅଲଆଉଟ ହୋଇଛି ବାଙ୍ଗଲାଦେଶ । ଇଶାନ୍ତ ଶର୍ମାଙ୍କୁ ସର୍ବାଧିକ ୫ଟି ୱିକେଟ…

ପୁଅ ଲୋଭରେ ୧୨ଟି ପିଲା ଜନ୍ମ କଲେ ୪୧ ବର୍ଷିୟା ମହିଳା, ପତି ବିକୁଛି ଚା’

ରାଜସ୍ଥାନ,୨୨ ।୧୧: ରାଜସ୍ଥାନର ଚୁରୂ ଜିଲ୍ଲାର ତାରାନଗର ତହସିଲରେ ୪୧ ବର୍ଷିୟା ଜଣେ ମହିଳା ପୁଅ ପାଇବା ଆଶାରେ ୧୨ ଥର ପ୍ରସବ କରାଇଛନ୍ତି । ଗତ ୨୦ ନଭେମ୍ବରରେ ଗୁଡୀ ନାମକ ଏହି ମହିଳା ଏକ ଶିଶୁ ପୁତ୍ରକୁ ଜନ୍ମ…

ବିଦ୍ୟୁତ ଚୋରିରେ ଗତ ୫ବର୍ଷରେ ଗିରଫ ହୋଇଛନ୍ତି ୬୨୦ଜଣ

ଭୁବନେଶ୍ୱର, ୨୨ା୧୧(ଓଡ଼ିଶା ଭାସ୍କର): ବିଧାନସଭାର ଶୀତକାଳିନ ଅଧିବେଶନର ଆଜି ନବମ ଦିନ । ବିଦ୍ୟୁତ ଚେରି ପାଇଁ ଗତ ୫ବର୍ଷରେ ୬୨୦ଜଣ ଗିରଫ ହୋଇଛନ୍ତି ।ଏନେଇ ଗୃହରେ ସୂଚନା ଦେଇଛନ୍ତି ଶକ୍ତି ମନ୍ତ୍ରୀ ଦିବ୍ୟ ଶଙ୍କର…