Browsing Category

Top Stories

ନାଗରିକତ୍ୱ ସଂଶୋଧନ ବିଲକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ

ନୂଆଦିଲ୍ଲୀ, ୪ା୧୨: କେନ୍ଦ୍ର କ୍ୟାବିନେଟ ବୈଠକରେ ନାଗରିକତ୍ୱ ସଂଶୋଧନ ବିଲକୁ ମଞ୍ଜୁରି ଦିଆଯାଇଛି । ଆଗାମୀ ସପ୍ତାହରେ ସଂସଦରେ ଏହି ବିଲ୍ ଉପସ୍ଥାପିତ ହେବ । ନାଗରିକତ୍ୱ ଆଇନ ୧୯୫୫ରେ ସଂଶୋଧନ ପାଇଁ ବିଲରେ ପ୍ରସ୍ତାବ…

ଆଇଟିବିପିିି ଯବାନଙ୍କ ମଧ୍ୟରେ ସଂଘର୍ଷ, ୬ ମୃତ

ଛତିଶଗଡ,୪ ।୧୨: ଛତିଶଗଡ ନାରାୟଣପୁର ସ୍ଥିତ ଆଇଟିବିପି କ୍ୟାମ୍ପରେ ଯୁବାନଙ୍କ ମଧ୍ୟରେ ସଂଘର୍ଷ ହୋଇଛି । ଏହି ଘଟଣାରେ ଭାରତ-ତିଦ୍ଦତୀୟ ସୀମା ପୋଲିସର ୬ କର୍ମଚାରୀ ମୃତ୍ୟୁବରଣ କରିଥିବା ବେଳେ ୨ ଗୁରୁତର ଆହତ ହୋଇଛନ୍ତି…

ପୁରୀ ଗଣଦୁଷ୍କର୍ମ ମାମଲା, ମିଳିଲା ଆଉ ଏକ ରହସ୍ୟମୟ ତଥ୍ୟ !

ପୁରୀ,୪ା୧୨(ଓଡ଼ିଶା ଭାସ୍କର): ପୁରୀରେ ଏକ ଯୁବତୀଙ୍କୁ ଗଣଦୁଷ୍କର୍ମ ଘଟଣା ଘଟିଥିଲା । ସେହି ଘଟଣାରେ ଆଜି ଆଉ ଏକ ନୂଆ ତଥ୍ୟ ମିଳିଥିବା ଜଣାପଡ଼ିଛି । ଯୁବତୀଙ୍କୁ କାରରେ ନୀମାପଡ଼ାରୁ ଆଣି ପୁରୀରେ ଗଣଦୁଷ୍କର୍ମ କରିଥିବା…

ପିଆଜ @ ୧୨୦

କଟକ, ୪ା୧୨(ଓଡ଼ିଶା ଭାସ୍କର): ପିଆଜ ଦର ଦିନକୁ ଦିନ ଆକାଶ ଛୁଆଁ ହେବାରେ ଲାଗିଛି । ରୋଷେଇ ଘରେ ଅତି ଆବଶ୍ୟକୀୟ ଜିନିଷ ମଧ୍ୟରେ ପିଆଜ ରହିଛି । ବର୍ତ୍ତମାନ ପିଆଜ କାଟିଲେ ନୁହେଁ କିଣିଲା ବେଳେ ଆଖିରୁ ଲୁହ ବୋହୁଛି ।…

ପି.ଚିଦାମ୍ବରମଙ୍କୁ ମିଳିଲା ଜାମିନ

ନୂଆଦିଲ୍ଲୀ,୪ା୧୨: ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ତଥା କଂଗ୍ରେସ ନେତା ପି.ଚିଦାମ୍ବରମଙ୍କୁ ଆଜି ଜାମିନ ମିଳିଥିବା ସୂଚନା ମିଳିଛି । ସୁପ୍ରିମକୋର୍ଟରୁ ଆଇଏନଏକ୍ସ ମିଡ଼ିଆ ସମ୍ପର୍କିତ ଇଡ଼ି ମାମଲାରେ ତାଙ୍କୁ ଜାମିନ…

ପୀୟୁଷ ଗୋଏଲଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର

ନୂଆଦିଲ୍ଲୀ,୪ା୧୨:  କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋଏଲଙ୍କୁ ଚିଠି ଲେଖିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଅନୁଗୁଳ ଆଲୁମିନିୟମ ପାର୍କ ପ୍ରକଳ୍ପ ପୁଣି ଥରେ ଚାଲୁ କରିବା ଲାଗି ସେ ଚିଠି ଲେଖିଥିବା ଜଣାପଡ଼ିଛି । ସେ ଏଥିରେ…

ରାଜ୍ୟପାଳଙ୍କୁ ଭେଟିଲେ ସାମ୍ୱାଦିକ

ଭୁବନେଶ୍ୱର,୩ ।୧୨(ଓଡିଶା ଭାସ୍କର): ରାଜ୍ୟପାଳଙ୍କୁ ଭେଟିଛନ୍ତି OUJ ସଭାପତି ପ୍ରସନ୍ନ ମହାନ୍ତି । ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ ନେଇ ସେ ରାଜ୍ୟପାଳଙ୍କ ନିକଟରେ ଦାବି କରିଛନ୍ତି । ପ୍ରତିନିଧି ଦଳ ସହ…

୮ ଦିବ୍ୟାଙ୍ଗଙ୍କୁ ପୁରସ୍କୃତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୩ ।୧୨(ଓଡିଶା ଭାସ୍କର): ଆଜିର ଭିନ୍ନକ୍ଷମ ଦିବସରେ ୮ ଦିବ୍ୟାଙ୍ଗଙ୍କୁ ପୁରସ୍କୃତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିନ୍ନକ୍ଷମ ଥଇଥାନରେ ଅବଦାନ ପାଇଁ ସମ୍ବଲପୁର ଜିଲ୍ଲାର ପୁରସ୍କୃତ ହୋଇଛି ।…

ହାଜତ ମୃତ୍ୟୁ ଘଟଣାରେ ଜେଲ ଗଲେ ପୋଲିସ ବାବୁ

କେନ୍ଦ୍ରପଡା,୩ ।୧୨(ଓଡିଶା ଭାସ୍କର): କେନ୍ଦ୍ରପଡା ଜିଲ୍ଲା ମହାକାଳପଡା ଥାନାରେ ହାଜତ ମୃତ୍ୟୁ ଘଟଣା ଘନେଇବାରେ ଲାଗିଛି । ଏହି ଘଟଣାରେ ଆତ୍ମସମର୍ପଣ କରି ଜେଲ ଗଲେ ତତ୍କାଳୀନ ଆଇଆଇସି ଶ୍ୟାମଘନ ବେହେରା । ଜିଲ୍ଲା…

ରାଜ୍ୟସଭାରେ ଏସପିଜି ସଂଶୋଧନ ବିଲ୍ ପାସ୍

ନୂଆଦିଲ୍ଲୀ,୩ ।୧୨: ଆଜି ରାଜ୍ୟସଭାରେ ସ୍ପେଶାଲ ପ୍ରୋଟେକସନ୍ ଗ୍ରୁପ୍ ବା ଏସପିଜି ସଂଶୋଧନ ବିଲ୍-୨୦୧୯ ପାସ୍ ହୋଇଛି । ଏହି ବିଲ୍ ପୂର୍ବରୁ ଲୋକସଭାରେ ପାସ୍ ହୋଇସାରିଛି । ରାଜ୍ୟସଭାରେ ଏହି ବିଲ ଉପରେ ଚର୍ଚ୍ଚା ହେଉଥିବା…