Browsing Category

Top Stories

ବସ୍ ଦୁର୍ଘଟଣା: ମୃତକଙ୍କ ପରିବାର ପାଇଁ ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଛତିଶଗଡ଼, ୫ା୯: ଛତିଶଗଡ଼ ଛେରିଖେଡ଼ିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିଲା । ବଦ୍ ଓ ଟ୍ରକ୍ ମୁହାଁମୁହିଁ ହେବା ଫଳରେ ୭ଜଣଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ଗଭୀର ଦୁଃଖ ପ୍ରକାଶ…

ଗୋଟିଏ ଦିନରେ ୮୬,୪୩୨ ନୂଆ ଆକ୍ରାନ୍ତ ଚିହ୍ନଟ ଓ ୧୦୮୯ଜଣ ମୃତ

ନୂଆଦିଲ୍ଲୀ, ୫ା୯: ଦେଶରେ ଦିନକୁ ଦିନ କରୋନା ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ଗତ ୨୪ଘଣ୍ଟାରେ ସର୍ବାଧିକ ୮୬,୪୩୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୦୮୯ ଜଣଙ୍କ ମୃତ୍ୟୁ ହୋଇଛି ।…

ବସ୍‌-ଟ୍ରକ୍‌ ମୁହାଁମୁହିଁ ଧକ୍କା, ୬ ମୃତ

ଛତିଶଗଡ଼, ୫/୯: ଛତିଶଗଡ଼ ଛେରିଖେଡ଼ିରେ ଏକ ଅଭାବନୀୟ ଘଟଣା ଘଟିଛି। ସେଠାରେ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି। ବସ୍‌-ଟ୍ରକ୍‌ ମୁହାଁମୁହିଁ ଧକ୍କା ହେବା ଫଳରେ ୬ ଜଣଙ୍କର ମୃତ୍ୟୁ ଘଟିଛି।  ଓଡ଼ିଶାରୁ ଶ୍ରମିକ ନେଇ…

ଦୁର୍ଘଟଣାରେ ଟ୍ରକ୍ ସହ ଜଳିଗଲେ ଡ୍ରାଇଭର

ଖୋର୍ଦ୍ଧା,୫/୯(ଓଡିଶା ଭାସ୍କର): ଖୋର୍ଦ୍ଧା ନାଚୁଣୀ ଫାଣ୍ଡି ହରିକୁଣ୍ଡ ବରଡି ଛକରେ ଆଜି ଘଟିଛି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଟ୍ରକ୍‌କୁ ଧକ୍କା ଦେଇଛି ଟ୍ରକ୍‌। ଫଳରେ ଟ୍ରକ୍ ସହ ଜଳିଗଲେ ଡ୍ରାଇଭର। ଡ୍ରାଇଭରଙ୍କ…

ସବୁବେଳେ ଗୋଡ ବିନ୍ଧୁଥିଲେ ଆପଣାନ୍ତୁ ଏହି ଉପାୟ

ଅଧିକ ଚଲାବୁଲା କରିବା ଦ୍ଵାରା କେତେକ ଲୋକଙ୍କର ଗୋଡ଼ ବିନ୍ଧିବା ଭଳି ସମସ୍ୟା ଦେଖାଯାଏ। କିନ୍ତୁ ଆଜି ଆମେ ଏପରି ଉପାୟଗୁଡ଼ିକ ବିଷୟରେ ଜାଣିବା ଯାହା ଅବଲମ୍ବନ କଲେ ଆମେ ଗୋଡ଼ ଯନ୍ତ୍ରଣାରୁ ସମ୍ପୂର୍ଣ୍ଣ ମୁକ୍ତି…

ଅତ୍ୟଧିକ ରସୁଣ ଖାଉଥିଲେ ହୋଇଯାଆନ୍ତୁ ସାବଧାନ, ସମସ୍ୟାରେ ପଡିପାରନ୍ତି!

ରସୁଣ ଶରୀର ପାଇଁ ବେଶ ଉପକାରୀ ଓ ଏଥିରେ ଅନେକ ଔଷଧୀୟ ଗୁଣ ରହିଛି। ରସୁଣ ଖାଇଲେ ବିଭିନ୍ନ ରୋଗରୁ ମଧ୍ୟ ମୁକ୍ତି ମିଳିଥାଏ। କିନ୍ତୁ ଅତ୍ୟଧିକ ମାତ୍ରାରେ ରସୁଣ ଖାଇବା ଶରୀର ପାଇଁ କ୍ଷତିକାରକ ହୋଇଥାଏ। ଆସନ୍ତୁ ଜାଣିବା…

ଭୁବନେଶ୍ୱରରୁ ଆଜି ୫୫୦ ପଜିଟିଭ୍ ଚିହ୍ନଟ, ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

ଭୁବନେଶ୍ୱର, ୪ ।୯ (ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରେ କ୍ରମାଗତ ଭାବେ ବହୁ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଏହାରି ମଧ୍ୟରେ ଆଜି ବି ମଧ୍ୟ ଭୁବନେଶ୍ୱରରୁ ୫୫୦ କରୋନା ଆକ୍ରାନ୍ତ ଚିହ୍ନଟ…

ଖୁସି ଖବର: ରାଜ୍ୟରେ ଆଜି ୨୯୮୦ ଆକ୍ରାନ୍ତ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ ?

ଭୁବନେଶ୍ୱର,୪ ।୯(ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୨୯୮୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ…

ନିଲମ୍ବିତ ହେଲେ ବଲାଙ୍ଗିର ଉପଜିଲ୍ଲାପାଳ

ବଲାଙ୍ଗିର,୪ ।୯(ଓଡିଶା ଭାସ୍କର): ମହଙ୍ଗା ପଡିଲା ମହିଳା କର୍ମଚାରୀଙ୍କ ଅସଦାଚରଣ ଅଭିଯୋଗ । ଅଭିଯୋଗ ଭିତ୍ତିରେ ନିଲମ୍ବିତ ହୋଇଛନ୍ତି ବଲାଙ୍ଗିର ଉପଜିଲ୍ଲାପାଳ ସଞ୍ଜୟ କୁମାର ମିଶ୍ର । ନିଲମ୍ବନ ନେଇ ସୂଚନା ଦେଇଛନ୍ତି…