fbpx
BSKY SKY
BSKY SKY
Browsing Category

ୟୁକ୍ରେନ-ରୁଷିଆ ଯୁଦ୍ଧ

‘ଭାରତକୁ ଯୁଦ୍ଧରେ ମଧ୍ୟସ୍ଥତା ପାଇଁ ଋଷର ଅଫର’: ପ୍ରଧାନମନ୍ତ୍ରୀ ମୋଦୀଙ୍କର କଲେ ପ୍ରଶଂସା

ନୂଆଦିଲ୍ଲୀ: ଋଷ ବିଦେଶ ମନ୍ତ୍ରୀ ସର୍ଗେଇ ଲାବରୋବ ବୁଧବାର ଦୁଇଦିନିଆ ଭାରତ ଗସ୍ତରେ ପହଞ୍ଚିଛନ୍ତି । ୟୁକ୍ରେନ ସହ ଯୁଦ୍ଧ ଆରମ୍ଭ ହେବା ପରେ ପ୍ରଥମ ଥର ଭାରତ ଆସିଥିବା ଋଷ ବିଦେଶ ମନ୍ତ୍ରୀ ସର୍ଗେଇ ଲାବରୋବ ଶୁକ୍ରବାର…

ଦୁର୍ଘଟଣା ନା ଆକ୍ରମଣ?: ଋଷ ତେଲ ଡିପୋ ସହ ୟୁକ୍ରେନର ହେଲିକପ୍ଟର ଧକ୍କାରେ ହେଲା ଭୟଙ୍କର ବିସ୍ଫୋରଣ

ନୂଆଦିଲ୍ଲୀ: ଋଷ-ୟୁକ୍ରେନ ଯୁଦ୍ଧରେ ଦେଖିବାକୁ ମିଳିଛି ଆଉ ଏକ ନୂଆ ଘଟଣା । ଋଷର ଏକ ତେଲ ଡିପୋ ସହ ୟୁକ୍ରେନର ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ବାରମ୍ବାର ଆଲୋଚନା ଏବଂ ଶାନ୍ତିବାର୍ତ୍ତା ପରେ ବି ପରିସ୍ଥିତିରେ…

ଭାରତକୁ ନିଜ ପକ୍ଷରୁ ନେବାକୁ ରୁଷ-ଆମେରିକା ମଧ୍ୟରେ ପ୍ରତିଯୋଗିତା: ଆମେରିକାର ଧମକ ପରେ କଡ଼ା ଜବାବ ଦେଲା ଭାରତ

ନୂଆଦିଲ୍ଲୀ: ରୁଷ-ୟୁକ୍ରେନ ଯୁଦ୍ଧ ପାଇଁ ଆଜି କଠିନ ପଶାପାଲିରେ ପଡ଼ିଯାଇଛି ଭାରତ । ରୁଷର ଆକ୍ରମଣ ବିରୋଧରେ ପୂର୍ବରୁ ମିଳିତ ଜାତିସଂଘରେ ଉଠିଥିବା ପ୍ରସ୍ତାବର ଭୋଟିଂରୁ ଭାରତ ଏକାଧିକ ବାର ବିରତ ରହିଥିଲା । ଭାରତର ଉକ୍ତ…

ୟୁକ୍ରେନରେ ଏବେ ବି ଫସି ରହିଛନ୍ତି ୫୦ରୁ ଅଧିକ ଭାରତୀୟ: ରାଜ୍ୟସଭାରେ ଖୋଲିଲା ରହସ୍ୟ

ନୂଆଦିଲ୍ଲୀ: ଆଜି ରାଜ୍ୟସଭାରେ ଜାଣିବାକୁ ମିଳିଛି ଏକ ବଡ ସତ୍ୟ । ଏବେ ବି ୟୁକ୍ରେନରେ ୫୦ରୁ ଅଧିକ ଭାରତୀୟ ଫସି ରହିଥିବା ଦାବି କରିଛନ୍ତି ବିଦେଶ ରାଜ୍ୟମନ୍ତ୍ରୀ ମୀନାକ୍ଷୀ ଲେଖି । ତେବେ ଦୂତାବାସ ଦ୍ୱାରା ସେମାନଙ୍କୁ…

କଥା ଦେଇ ରଖିଲାନି ଋଷ!: ଶାନ୍ତି ବାର୍ତ୍ତା ପରେ ବି ୟୁକ୍ରେନରେ ଜାରି ରହିଛି ଜୋରଦାର ଆକ୍ରମଣ

ନୂଆଦିଲ୍ଲୀ: ଋଷ-ୟୁକ୍ରେନ ମଧ୍ୟରେ ଇସ୍ତାନବୁଲ ଆଲୋଚନାରେ ଶାନ୍ତି ପାଇଁ ରାଜି ହୋଇଥିବା ଋଷ କଥାରୁ ଓହରି ଯାଉଥିବା କୁହାଯାଉଛି । କାରଣ ସଂଘର୍ଷ ବନ୍ଦ କରିବାକୁ ଗତକାଲି ସମ୍ମତି ଦେଇଥିଲା ଋଷ । କିନ୍ତୁ ୟୁକ୍ରେନର ଜଣେ…

ଋଷ-ୟୁକ୍ରେନ ଯୁଦ୍ଧରେ ନୂଆ ମୋଡ: ବ୍ରେକ ଦେବା ପାଇଁ ହଁ ରେ ହଁ ଭରିଲେ ପୁତିନ

ନୂଆଦିଲ୍ଳୀ: ଋଷ-ୟୁକ୍ରେନ ଯୁଦ୍ଧର ୩୪ ଦିନରେ ଆସିଛି ଏକ ଆଶ୍ୱସ୍ତିକର ଖବର । ଋଷ ଏବଂ ୟୁକ୍ରେନ ମଧ୍ୟରେ ହୋଇଥିବା ଆଲୋଚନାରେ ମିଳିଛି ଗ୍ରୀନ ସିଗନାଲ । ଗତ ୩୪ ଦିନରୁ ଚାଲିଥିବା ଭୟଙ୍କର ଯୁଦ୍ଧରେ ବିରତୀ ଲଗାଇବାକୁ ରାଜି…

ସମୁଦ୍ରକୁ ଓହ୍ଲାଇଲା ଋଷର ନ୍ୟୁକ୍ଲିୟର ବୁଡ଼ାଜାହାଜ, ପରମାଣୁ ଯୁଦ୍ଧ ନେଇ ବଢ଼ିଲା ବିପଦ!

ୟୁକ୍ରେନ ଉପରେ ଋଷ ଆକ୍ରମଣକୁ ଏକମାସ ପୂରିଛି । ଏବେବି ଆକ୍ରମଣ ଜାରି ରହିଛି । ଆକ୍ରମଣ ବନ୍ଦ ହେବାର ନାଁ ନେଉ ନାହିଁ । ଏହାରି ମଧ୍ୟରେ ଋଷ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନ ପରମାଣୁ ବଳକୁ ଆଲର୍ଟ ରହିବାକୁ କହିବାର କିଛି…

ରୁଷର ପରମାଣୁ ବୁଡ଼ାଜାହାଜ ଉତ୍ତର ଆଟଲାଣ୍ଟିକ ମହାସାଗରରେ ମାରିଲା ପଇଁତରା, ଭୟଙ୍କର ଦିଗକୁ ମୁହାଁଉଛି ଯୁଦ୍ଧର ଗତିବିଧି

ନୂଆଦିଲ୍ଲୀ: ୟୁକ୍ରେନ-ରୁଷିଆ ଯୁଦ୍ଧ ଆଜି ୩୧ ଦିନରେ ପହଞ୍ଚିଛି । ଏହା ମଧ୍ୟରେ ଉଭୟ ପକ୍ଷର ବହୁ ଧନଜୀବନ ନଷ୍ଟ ହୋଇଛି । ଯୁଦ୍ଧ ସମାପ୍ତ ପାଇଁ ଏକାଧିକ ବାର ଦୁଇ ରାଷ୍ଟ୍ର ମଧ୍ୟ ଆଲୋଚନା ହୋଇଥିଲେ ହେଁ ସମାଧାନର ସୂତ୍ର…

ଏହି ତାରିଖରେ ଯୁଦ୍ଧ ବନ୍ଦ କରିବେ ପୁଟିନ! ସୈନିକଙ୍କୁ ପଠାଇଲେ ସିକ୍ରେଟ ମେସେଜ

ନୂଆଦିଲ୍ଲୀ: ଋଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି । ଏମିତିରେ ୟୁକ୍ରେନକୁ ଯୁଦ୍ଧରେ ଅନେକ କ୍ଷତି ସହିବାକୁ ପଡ଼ିଛି । ଋଷର ସୈନିକଙ୍କର ମଧ୍ୟ ଅନେକ କ୍ଷତି ହୋଇଛି । ଏହାରି ମଧ୍ୟରେ ଋଷ ସେନା ଅନେକ ଥର ୟୁକ୍ରେନ…

ନାଟୋ ଯଦି ଉସ୍କାଇବ ତେବେ ଛାଡ଼ିବୁନି… ୨୪ ଘଣ୍ଟା ମଧ୍ୟରେ ଦ୍ୱିତୀୟ ଥର ପରମାଣୁ ଆକ୍ରମଣ ନେଇ ଋଷର ଧମକ

ୟୁକ୍ରେନ ଉପରେ ଋଷର ଆକ୍ରମଣ ଜାରି ରହିଛି । ଏହାରି ମଧ୍ୟରେ ପୁଣି ଥରେ ଋଷ ତରଫରୁ ପରମାଣୁ ବୋମା ଆକ୍ରମଣ ନେଇ ଧମକ ଦିଆଯାଇଛି । ୨୪ ଘଣ୍ଟା ମଧ୍ୟରେ ଦ୍ୱିତୀୟ ଥର ଧମକ ଦେଇଛି ଋଷ । ଆମେରିକାରେ ଋଷର ରାଜଦୂତ ଦିମିତ୍ରୀ…