Browsing Category
ଖବର
ଆସାମ-ମେଘାଳୟ ସୀମା ବିବାଦ, ୫୦ ବର୍ଷ ପରେ ହେଲା ସମାଧାନ, ଐତିହାସିକ ବୁଝାମଣାପତ୍ରରେ ସ୍ୱାକ୍ଷର କଲେ ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀ
ନୂଆଦିଲ୍ଲୀ : ଦୀର୍ଘ ୫୦ ବର୍ଷ ଧରି ଆସାମ ଓ ମେଘାଳୟ ମଧ୍ୟରେ ଲାଗି ରହିଥିବା ସୀମା ବିବାଦର ମଙ୍ଗଳବାର ସମାଧାନ ହୋଇଛି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଉପସ୍ଥିତିରେ ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀ ଏ ନେଇ ଏକ…
ମାଡ଼ି ଆସୁଛି ଓମିକ୍ରନର ସବ୍ ଭାରିଆଣ୍ଟ, ବିଶ୍ୱରେ ଧିରେ ଧିରେ କାୟା ମେଲାଇଲାଣି ‘ବିଏ.୨’ ଭାରିଆଣ୍ଟ
ନୂଆଦିଲ୍ଲୀ: ଦୀର୍ଘ ଦୁଇବର୍ଷ ଧରି ସାରା ବିଶ୍ୱ ମହାମାରୀ ସହ ଲଢ଼େଇ ହେଉଥିବା ବେଳେ ବେଶ୍ କିଛି ମାସ ହେଲା ଏଥିରୁ ସାମାନ୍ୟ ଆଶ୍ୱସ୍ତିଲାଭ ମିଳିଥିଲେ । ମାତ୍ର ଧିରେ ଧିରେ ବିଶ୍ୱରେ ପୁଣି ଅନେକ ସ୍ଥାନରେ ବର୍ତ୍ତମାନ…
ଲଟେରି ଟିକେଟ୍ କିଣି ଭୁଲି ଯାଇଥିଲେ, ହଠାତ୍ ବଦଳିଗଲା ଭାଗ୍ୟ… ଏତିକି କୋଟିର ମାଲିକ ପାଲଟିଗଲେ ଯୁବକ
ନୂଆଦିଲ୍ଲୀ: ଭାଗ୍ୟ କାହାର କେତେବେଳେ ଖୋଲିବ ସେ କଥା କିଏ ବା କହିବ । ରାତାରାତି କୋଟିତି ହେବାର ଅନେକ କାହାଣୀ ଶୁଣିଥିବେ । କିନ୍ତୁ ଏହା କାହାଣୀ ନୁହେଁ । କାହାଣୀ ଭଳି କିନ୍ତୁ ସତ ଘଟଣା । ବନ୍ଦ ଆଲମିରାରେ…
ଆଜି କୋଲକାତା ନାଇଟ ରାଇଡର୍ସ ଓ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ କଡ଼ା ଫାଇଟ୍, ସଂନ୍ଧ୍ୟାରେ ରୋମାଞ୍ଚକର ମ୍ୟାଚ୍ ଦେଖିବେ ଦର୍ଶକ
ମୁମ୍ବାଇ : ଆଇପିଏଲ୍ -୧୫ର ଷଷ୍ଠ ଲିଗ୍ ମ୍ୟାଚ୍ରେ କୋଲକାତା ନାଇଟ ରାଇଡର୍ସ ଓ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମୁହାଁମୁହିଁ ହେବାକୁ ଯାଉଛନ୍ତି । ନଭି ମୁମ୍ବାଇ ସ୍ଥିତ ଡି ୱାଇ ପାଟିଲ ଷ୍ଟାଡିୟମ୍ରେ ୭:୩୦ରେ…
ପାଇକ ଆଖଡ଼ାକୁ ରାଜ୍ୟ କ୍ରୀଡ଼ା ମାନ୍ୟତା ନେଇ ନିଖିଳ ଓଡ଼ିଶା ପାଇକ ମହାସଂଘର ଦାବି
ଭୁବନେଶ୍ୱର (ଭାସ୍କର ନ୍ୟୁଜ୍): ରାଜ୍ୟ ସରକାର ମାର୍ଚ୍ଚ ୨୯ ତାରିଖକୁ ‘ପାଇକ ବିଦ୍ରୋହ ଦିବସ’ ଭାବେ ଘୋଷଣା କରିବା ସହିତ ରାଜ୍ୟବ୍ୟାପୀ ପାଳନ କରିବା ଏବଂ ଖୁବ୍ ଶୀଘ୍ର ‘ପାଇକ ଆଖଡ଼ା’କୁ ରାଜ୍ୟ କ୍ରୀଡ଼ାର ମାନ୍ୟତା…
ଅସହ୍ୟ ତାତିରେ ସିଝୁଛି ଓଡିଶା, ଆହୁରୀ ୪ ଦିନ କଲବଲ କରିବ ପ୍ରଚଣ୍ଡ ରୋଦ୍ର ତାପ, ଖରା ନେଇ ୮ଟି ଜିଲ୍ଳା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି
ଭୁବନେଶ୍ୱର (ଭାସ୍କର ନ୍ୟୁଜ୍) : ସାରା ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି। ଅସହ୍ୟ ଗରମରେ ଅସ୍ତବ୍ୟସ୍ତ ଜନତା। ସକାଳ ୮ଟାରୁ ତାତି ଅପରାହ୍ଣ ୫ଟା ପର୍ଯ୍ୟନ୍ତ ଆକାଶରୁ ନିଆଁ ବର୍ଷା । ଆହୁରି ୩ରୁ ୪ ଦିନ…
ଆନ୍ତଃରାଜ୍ୟ ନକଲି ନୋଟ ଠକ ଗ୍ୟାଙ୍ଗକୁ ଧରିଲା ପୋଲିସ, ୫ ଠକଙ୍କ ଠାରୁ ବିଭିନ୍ନ ସାମଗ୍ରୀ ଜବତ
ମାଲକାନଗିରି (ଭାସ୍କର ନ୍ୟୁଜ୍): ମାଲକାନଗିରି ପୋଲିସ ଏକ ଆନ୍ତଃରାଜ୍ୟ ନକଲି ନୋଟ ଠକ ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି । ଏହି ଗ୍ୟାଙ୍ଗ ଠକେଇର ବେଆଇନ ନକଲି ନୋଟ ଲୋକଙ୍କୁ ଯୋଗାଇବା ବାହାନା କରି ଠକେଇ କରିଛି । ଏହି…
ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ମାଡ ଘଟଣା, ୯ ଅଭିଯୁକ୍ତକୁ ଗିରଫ କଲା ପୋଲିସ
ଭୁବନେଶ୍ୱର (ଭାସ୍କର ନ୍ୟୁଜ୍): ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ମାଡ ମାରିବା ଘଟଣାରେ ପୋଲିସ ୯ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ବ୍ଲକ ସଭାପତି ନିର୍ବାଚନ ପୂର୍ବରୁ ବିଧାୟକ ପ୍ରଶାନ୍ତ…
ଭାରତୀୟ ମହିଳା ଟିମ୍କୁ ସାନ୍ତନା ଦେଲେ ସଚିନ୍, ଆଗାମୀ ସମୟରେ ଭଲ ପ୍ରଦର୍ଶନ କରିବାକୁ ଚେଷ୍ଟା ଜାରି ରଖ
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟରଙ୍କୁ ତେନ୍ଦୁଲକରଙ୍କ ସାନ୍ତନା । ମହିଳା ବିଶ୍ୱକପରେ ମହିଳା ଦଳ ହାରିଯାଇଥିବା ବେଳେ ଆଗାମୀ ସମୟରେ ଭଲ ପ୍ରଦର୍ଶନ କରିବାକୁ ତେନ୍ଦୁଲକର ଉତ୍ସାହ ଦେଇଛନ୍ତି ।
ସୂଚନାଯୋଗ୍ୟ ଯେ, ମହିଳା…
କେନ୍ଦ୍ରସରକାରଙ୍କ ବଡ଼ ନିଷ୍ପତ୍ତି, ରାସ୍ତାରୁ ହଟିବ ଟୋଲ୍ ପ୍ଲାଜା, ମଝିରାସ୍ତାରେ ଗାଡି ଆଉ ଅଟକିବନି
ନୂଆଦିଲ୍ଲୀ: ଆଗକୁ ରାସ୍ତାରୁ ହଟିଯିବ ଟୋଲ୍ ପ୍ଲାଜା । ଟୋଲ୍ ପ୍ଲାଜା ଗୁଡିକରେ ଗାଡ଼ି ଅଟକିବାକୁ ପଡ଼ିବନି କିନ୍ତୁ, ଟିକସ କଟିବ । ପୁଣି ଜିପିଏସ ଟେକ୍ନୋଲୋଜି ଜରିଆରେ ଖୁବଶୀଘ୍ର ଏଭଳି ସୁବିଧା ପାଇବେ ଗାଡି ଚାଳକ ।…