fbpx

ତାଲିବାନ ବିରୋଧରେ ସମାନ ଆଭିମୁଖ୍ୟ ପାଇଁ ନିଷ୍ପତ୍ତି

ନୂଆଦିଲ୍ଲୀ: ଆଫଗାନିସ୍ତାନକୁ ନିଜ କବଜାକୁ ନେବା ପରେ ଆତଙ୍କ ଖେଳାଉଛି ତାଲିବାନ୍ । ତାଲିବାନ୍ ବିରୋଧରେ ସମାନ ଆଭିମୁଖ୍ୟ ପାଇଁ ଅନ୍ତର୍ଜାତୀୟ ସଙ୍ଗଠନ ନିଷ୍ପତ୍ତି ନେଇଛି । ଏଥିରେ ଜି-୭, ୟୁରୋପୀୟ ୟୁନିୟନ, ଏନଏଟିଓ, ୟୁଏନ୍ ସମାନ ଆଭିମୁଖ୍ୟ ନେବେ । ତାଲିବାନର କାର୍ଯ୍ୟ ଉପରେ ନଜର ତୀକ୍ଷଣ ନଜର ରଖିବାକୁ ସମସ୍ତେ ସହମତି ଦେଇଛି । ତାଲିବାନର କାର୍ଯ୍ୟ ପ୍ରଣାଳୀ ଦେଖିବା ପରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ମିଳିଛି ।

Get real time updates directly on you device, subscribe now.