fbpx

ଯବାନ-ମାଓବାଦୀ ମଧ୍ୟରେ ଗୁଳିବିନିମୟ

କନ୍ଧମାଳ,୨୦ ।୧୨(ଓଡିଶା ଭାସ୍କର): କନ୍ଧମାଳ ଗୋଛାପଡାର ବିରେଣୀ ଗାଁ ଜଙ୍ଗଲରେ ଯବାନଙ୍କ ସହ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏସଓଜି ଯବାନଙ୍କ ପାଲଟା ଗୁଳି ମାଡରେ ଭୟଭୀତ ହୋଇ ଛତ୍ରଭଙ୍ଗ ଦେଇଛନ୍ତି ମାଓବାଦୀ । ଜଣେ ମିଲିସିଆ ଅଟକ ରହିଥିବା ବେଳେ ତାକୁ ପୋଲିସର ପଚରାଉଚରା ଜାରି ରହିଛି । ଏହା ସହିତ ୨ଟି ଦେଶୀ ବନ୍ଧୁକ, ମାଓ ପୋଷାକ,ରେଡିଓ ଓ ଔଷଧ ଜବତ ହୋଇଛି ।

Get real time updates directly on you device, subscribe now.