fbpx

ଗାନ୍ଧିଜୀଙ୍କ ଓଡ଼ିଶା ଆବିଷ୍କାର ପୁସ୍ତକର ଲୋକାର୍ପଣ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ମହାତ୍ମାଗାନ୍ଧୀଙ୍କ ଓଡ଼ିଶା ଆଗମନ ପୁସ୍ତକ ଲୋକାର୍ପଣ । ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ ଲିଖିତ ପୁସ୍ତକର ଲୋକାର୍ପଣ ହୋଇଯାଇଛି । ଉକ୍ତ ଲୋକାର୍ପଣ ଉତ୍ସବରେ ବରିଷ୍ଠ ସାମ୍ବାଦିକ ରବି ଦାସ,କଂଗ୍ରେସ ନେତା ଆର୍ୟ୍ୟ କୁମାର ଜ୍ଞାନେନ୍ଦ୍ରଙ୍କ ସହିତ ବରିଷ୍ଠ ନେତୃବୃନ୍ଦ ଉତ୍ସବରେ ଯୋଗଦେଇ ଗାନ୍ଧୀଙ୍କ ଓଡ଼ିଶା ଆଗମନ ଓ ଗାନ୍ଧୀଙ୍କ ଜଗନ୍ନାଥ ଦର୍ଶନ ଉପରେ ବିଭିନ୍ନ ମତ ରଖିଥିଲେ ।
ବରିଷ୍ଠ ସାମ୍ବାଦିକ ରବି ଦାସ ଗାନ୍ଧୀଙ୍କ ଜଗନ୍ନାଥ ଦର୍ଶନ ଉପରେ ଯେଉଁ ବିବୃତି ରଖିଥିଲେ ସେଥିରୁ ଜଣା ଯାଏ ତାହା କେବଳ ଶୁଣିବାକୁ ମିଳୁଛି ।ତାହା କେତେଦୂର ସତ୍ୟତା ରହିଛି ସେ ବିଷୟରେ ଆଲୋଚନା ପର୍ୟ୍ୟାଲୋଚନା କଲେ ନିଷ୍କର୍ଷ ବାହାରି ପାରେ

Get real time updates directly on you device, subscribe now.