fbpx

ଏଠାରେ ଗୋରା ଶିଶୁଙ୍କୁ ମିଳିଥାଏ ମୃତ୍ୟୁଦଣ୍ଡ, ଆଉ କଳା ଶିଶୁଙ୍କୁ…

ଆଜି ବି ଆଦିବାସୀ ଲୋକମାନେ ଦୁନିଆଠାରୁ ଅଲଗା ଭାବେ ନିଜ ଜୀବନ ବିତାଉଛନ୍ତି । ସେହି ଆଦିବାସୀଙ୍କ ପରମ୍ପରା ମଧ୍ୟ ସୁବୁଠାରୁ ଅଲଗା ହୋଇଥିବା ବେଳେ ସେମାନେ ଏହାର ପାଳନ କରିଥାନ୍ତି । ଏପରି ଏକ ପ୍ରଥା ଆଣ୍ଡମାନରେ ରହୁଥିବା ଜାରୱା ଆଦିବାସୀଙ୍କର ରହିଛି, ଯାହାକୁ ଶୁଣି ଆପଣ ବି ଆଶ୍ଚର୍ଯ୍ୟ ହେବେ । ଏହି ପରମ୍ପରା ହିସାବରେ ସେଠାରେ ବିଧବା ଓ ଅନ୍ୟ ସମ୍ପ୍ରଦାୟର ପିତାଠାରୁ ଜନ୍ମିତ ଶିଶୁକୁ ହତ୍ୟା କରାଯାଏ ।

ଏହି ସମ୍ପ୍ରଦାୟରେ ଶିଶୁ ରଙ୍ଗ କଳା ନହୋଇ ଯଦି ସାମାନ୍ୟ ବି ଗୋରା ହୁଏ, ତେବେ ତାକୁ ବି ହତ୍ୟା କରାଯାଏ । ଗତ କିଛି ମାସ ହେବ ସେଠାରେ ଶିଶୁଙ୍କୁ ହତ୍ୟା କରାଯାଉଥିବା ମାମଲା ସାମ୍ନାକୁ ଆସୁଛି । ଅନେକ ଏଜେନ୍ସି ଏହି ପରମ୍ପରାକୁ ବିରୋଧ କରି ଆନ୍ଦୋଳନ କରୁଥିଲେ ବି କିଛି ସୁଫଳ ମିଳୁନାହିଁ । ଏହି ଆଦିବାସୀଙ୍କ ଜନସଂଖ୍ୟା ପ୍ରାୟ ୪୦୦ । ସେମାନେ ଆଣ୍ଡାମାନ ଦ୍ୱୀପର ଉତ୍ତର ଅଞ୍ଚଳରେ ବସବାସ କରୁଛନ୍ତି । ପ୍ରାୟ ୫୫ ହଜାର ବର୍ଷ ହେବ ଜରୱା ଆଦିବାସୀ ସେଠାରେ ରହୁଥିବା ଦାବି କରାଯାଉଛି । ସେହି ଅଞ୍ଚଳରେ ବିଦେଶୀ କିମ୍ବା ବାହାର ଲୋକଙ୍କ ଆଗମନ ଉପରେ ନିଷେଧାଦେଶ ରହିଛି ।

Get real time updates directly on you device, subscribe now.