fbpx

କଟକରେ ଚାଲିଛି କାଳୀପୂଜା ଭସାଣ ଉତ୍ସବ

କଟକ,୧୫ ।୧୧(ଓଡିଶା ଭାସ୍କର): କଟକରେ ଚାଲିଛି ମାଆ କାଳୀଙ୍କ ଭସାଣ ଉତ୍ସବ । କରୋନା କଟକଣା ମଧ୍ୟରେ ମାଙ୍କର ବିସର୍ଜନ କରାଯାଉଛି । ବିଭିନ୍ନ ସ୍ଥାନରେ ଥିବା ୧୧ଟି କୃତ୍ରିମ ପୋଖରୀରେ ବିସର୍ଜନ ହେବ ।

Get real time updates directly on you device, subscribe now.