“କାହାର ଗାଳି, ପ୍ରାଣ ହାରିବାର କାରଣ ହୋଇପାରିବ ନାହିଁ”, ସୁପ୍ରିମ କୋର୍ଟଙ୍କ ବଡ଼ ନିଷ୍ପତ୍ତି

ପ୍ରାଣ ହାରିବାର କାରଣ ହୋଇପାରିବନି କିଏ ଗାଳି ଦେବା, ସୁପ୍ରିମକୋର୍ଟଙ୍କ ରାୟ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ପ୍ରାଣହାରିବା କାରଣରୁ ଜଣେ ବ୍ୟକ୍ତିଙ୍କୁ ଦୋଷମୁକ୍ତ କରିଛନ୍ତି। କୋର୍ଟ ନିଦ୍ଦେ୭ଶରେ କହିଛନ୍ତି ଯେ, କାହାରି ଗାଳି ପ୍ରାଣ ହାରିବାର କାରଣ ହୋଇପାରିବ ନାହିଁ।

ଏହି ବ୍ୟକ୍ତି ଏକ ସ୍କୁଲ ଏବଂ ହଷ୍ଟେଲର ଇନଚାର୍ଜରେ ଥିଲେ। ତାଙ୍କ ଛାତ୍ର ଅଭିଯୋଗରେ ଅନ୍ୟ ଛାତ୍ରଙ୍କୁ ଗାଲିଦେଇଥିଲେ। ଏହପାରେ ସେହି ଛାତ୍ରା ଜଣକ ରୁମରେ ଫାଶି ଦେଇ ପ୍ରାଣ ହାରିଥିଲା।

ବିଚାରପତି ଅହସାନିଦ୍ଦୀନ ଏବଂ ଜଷ୍ଟିସ ପ୍ରଶାନ୍ତ କୁମାର ମିଶ୍ରାଙ୍କ ବେଞ୍ଚ କହିଥିଲା ଯେ, କୌଣସି ମଣିଷ ଏହା କଳ୍ପନା କରିପାରିବନି ଗାଳି ଯୋଗୁଁ କିଏ ଏତେ ବଡ଼ ପଦକ୍ଷେପ ଗ୍ରହଣ କରିବ ନାହିଁ।

କୋର୍ଟ ମାଡ୍ରାସ ହାଇକୋର୍ଟଙ୍କୁ ନିର୍ଦ୍ଦେଶ ଦେଇଥିଲେ ଯେ, ଏହି ହଷ୍ଟେଲ ଇନଚାର୍ଜଙ୍କ ଉପରେ ଲାଗିଥିବା ସମସ୍ତ ଦୋଷ ମୁକ୍ତ କରାଯାଉ।