ଆଜି ରବିବାରରେ ମେଷ, ବୃଷ, କର୍କଟ ରାଶିର ଲୋକଙ୍କ ଉପରେ ହାତୀ ଢାଳିବ ସୁନା କଳସ, ଚାରିଆଡ଼ୁ ମିଳିବ ଲାଭ…

ଓଡିଶା ଭାସ୍କର: ଆଜି ରବିବାର, ଭାଦ୍ରପଦ ଶୁକ୍ଳ ପକ୍ଷର ଅଷ୍ଟମୀ ତିଥି। ଅଷ୍ଟମୀ ତିଥି ଆଜି ରାତି 12:58 ପର୍ଯ୍ୟନ୍ତ ରହିବ। ବୈଦୃତି ଯୋଗ ଆଜି ଅପରାହ୍ନ 3:59 ପର୍ଯ୍ୟନ୍ତ ରହିବ। ଏହା ସହିତ, ଅନୁରାଧା ନକ୍ଷତ୍ର ଆଜି…

ଗେଟ୍ ମାଧ୍ୟମରେ ଏଇଇ ପରୀକ୍ଷାକୁ ବିରୋଧ, ଉଦ୍ଦେଶ୍ୟମୂଳକ ଭାବେ ଜଳ ସମ୍ପଦ ବିଭାଗ ଏପରି କରୁଥିବା ଅଭିଯୋଗ

ଭୁବନେଶ୍ୱର: ରାଜ୍ୟରେ ଲକ୍ଷଲକ୍ଷ ଇଞ୍ଜିନିୟରିଂ ଡିଗ୍ରୀ ଧାରୀ ଥିଲେ ମଧ୍ୟ ସହକାରୀ ନିର୍ବାହୀ ଯନ୍ତ୍ରୀ (ଏଇଇ) ପାଇଁ ଆବେଦନ କରିପାରୁ ନାହାଁନ୍ତି। ଓଡ଼ିଶା ଲୋକ ସେବା ଆୟୋଗ (ଓପିଏସସି) ଠାରୁ ପରୀକ୍ଷା ପରିଚାଳନା…

ଏହି ବ୍ୟାଙ୍କରେ FD କରନ୍ତୁ ୧,୦୦,୦୦୦ଟଙ୍କା, ଗୋଟେ ବର୍ଷରେ ସୁଧ ୧୪,୩୨୫ ଟଙ୍କା

ନୂଆଦିଲ୍ଲୀ: ଏହି ବର୍ଷ, ରେପୋ ହାରରେ 1.00 ପ୍ରତିଶତ ହ୍ରାସ ଯୋଗୁଁ, ଗୋଟିଏ ପଟେ ଋଣ ଶସ୍ତା ହୋଇଥିଲା। ଅନ୍ୟପଟେ FD ର ସୁଧ ହାର ମଧ୍ୟ ହ୍ରାସ ପାଇଥିଲା। ତଥାପି, ସାର୍ବଜନୀନ କ୍ଷେତ୍ରର କାନାରା ବ୍ୟାଙ୍କ ଏବେ ବି ତାର…

ଚାକିରି ଦେବା ନାଁରେ ଯୁବତୀଙ୍କୁ ଚଳନ୍ତା ଗାଡ଼ିରେ ଗଣଦୁଷ୍କର୍ମ ଅଭିଯୋଗ

ଉଦଳା: ଚଳନ୍ତା ଗାଡ଼ିରେ ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ। ଚାକିରି ଦେବା ନାଁରେ ବାଙ୍ଗିରୁପୋଷୀରୁ ଗାଡ଼ିରେ ଉଠାଇ ଆଣି ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। କମ୍ପାନୀରେ ଚାକିରି ଦେବାକୁ କହି ଯୁବତୀଙ୍କୁ ଗାଡ଼ିରେ…

T-20, ଟେଷ୍ଟ କ୍ରିକେଟରୁ ଅବସର ନେବା ପରେ ବୁଲାବୁଲିରେ ମାତିଛନ୍ତି ବିରାଟ କୋହଲି, ସୋସିଆଲ ମିଡିଆରେ ଭାଇରାଲ ହେଉଛି ଫଟୋ

ଇଂଲଣ୍ଡ: ଭାରତୀୟ କ୍ରିକେଟର ବିରାଟ କୋହଲି ବର୍ତ୍ତମାନ ଅନ୍ତର୍ଜାତୀୟ କ୍ରିକେଟରୁ ଦୂରରେ ଅଛନ୍ତି। ଟି-୨୦ ବିଶ୍ୱକପ୍ ପରେ ବିରାଟ ଏହି ଫର୍ମାଟରୁ ଅବସର ଘୋଷଣା କରିଥିଲେ। ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପୂର୍ବରୁ ୧୨ ମେ'…

IPL ୨୦୨୬ ପୂର୍ବରୁ ରାହୁଲ ଦ୍ରାବିଡ ନେଲେ ବଡ଼ ନିଷ୍ପତି, ଫ୍ରାଞ୍ଚାଇଜ୍‌ରୁ ହେଲେ ଅଲଗା

ନୂଆଦିଲ୍ଲୀ: IPL ୨୦୨୬ ପୂର୍ବରୁ ରାଜସ୍ଥାନ ରୟାଲ୍ସର ବଡ଼ ଘୋଷଣା। ଦଳର ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ ହଠାତ୍ ରାଜସ୍ଥାନ ରୟାଲ୍ସଠାରୁ ଅଲଗା ହୋଇଯାଇଛନ୍ତି। ରାଜସ୍ଥାନ ରୟାଲ୍ସ ସୋସିଆଲ ମିଡିଆରେ ଏକ ପୋଷ୍ଟ…

ସାଂସଦମାନଙ୍କ ଭତ୍ତାକୁ ନେଇ ରାଗିଗଲେ ଲୋକେ, ସଂସଦରେ ଲଗାଇଲେ ନିଆଁ, ୩ ମୃତ

ଜାକର୍ତ୍ତା: ସଂସଦ ଭବନରେ ନିଆଁ ଲଗାଇ ଦେଲେ ଉତ୍ୟକ୍ତ ଲୋକ। ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଛି। ଅନେକ ଆହତ ହୋଇଛନ୍ତି। ଇଣ୍ଡୋନେସିଆରେ ସାଂସଦମାନଙ୍କୁ ଦିଆଯାଉଥିବା ବିପୁଳ ଭତ୍ତା ଉପରେ ଜନସାଧାରଣଙ୍କ କ୍ରୋଧ ରାସ୍ତା…

ମ୍ୟାକକୁଲମ, ରସେଲଙ୍କୁ ପଛରେ ପକାଇଲେ ପୁରନ୍, ୫୦୦ରୁ ଅଧିକ ଛକ୍କା ମାରି ନିଜ ନାଁରେ କଲେ ରେକର୍ଡ

ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ୍ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ନିକୋଲାସ୍ ପୁରନ୍ ଟି-୨୦ କ୍ରିକେଟରେ ଆଉ ଏକ ବଡ଼ ସଫଳତା ହାସଲ କରିଛନ୍ତି। ୨୯ ବର୍ଷୀୟ ପୂରନ୍ ଏହି ଦଶନ୍ଧିରେ ୫୦୦ରୁ ଅଧିକ ଛକା ମାରିଥିବା ପ୍ରଥମ ଖେଳାଳି…

ବୁଡ଼ିବା ପରେ ମାଳଦ୍ୱୀପ ଭଳି ଦେଶଗୁଡ଼ିକର ପରିଚୟ କିପରି ରକ୍ଷା ପାଇବ? ନାମ, ଚିହ୍ନ ପାଣିରେ ଲିଭି ଯିବ କି?

ନୂଆଦିଲ୍ଲୀ: ଜଳବାୟୁ ପରିବର୍ତ୍ତନର ବିପଦ। ଟୁଭାଲୁ, କିରିବାଟି, ମାଳଦ୍ୱୀପ ଏବଂ ମାର୍ଶାଲ ଦ୍ୱୀପପୁଞ୍ଜ ଭଳି ଛୋଟ ଦ୍ୱୀପପୁଞ୍ଜ ରାଷ୍ଟ୍ରଗୁଡ଼ିକ ପାଇଁ ଏକ ଗମ୍ଭୀର ଚ୍ୟାଲେଞ୍ଜ ସୃଷ୍ଟି କରୁଛି ଜଳବାୟୁ ପରିବର୍ତ୍ତନ।…

ରାଜଧାନୀରେ ଡବଲ ମର୍ଡର, କଇଁଚିରେ ଛେଚି ସ୍ତ୍ରୀ- ଶାଶୁକୁ ହତ୍ୟା, ଜ୍ୱାଇଁ ଫେରାର

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଡବଲ ମର୍ଡର। ଦିଲ୍ଲୀର ରୋହିଣୀ ସେକ୍ଟର ଘଟିଛି ଏହି ହତ୍ୟାକାଣ୍ଡ। ସ୍ତ୍ରୀ ଆଉ ଶାଶୁଙ୍କୁ କଇଁଚିରେ ମାରି ହତ୍ୟା କଲା ଜ୍ୱାଇଁ। ଏଭଳି ଜଘନ୍ୟ ହତ୍ୟାକାଣ୍ଡ ଘଟାଇବା ପରେ ଫେରାର ହୋଇଯାଇଛି…