ଲୋକଙ୍କ ପାଖକୁ ଯିବ ନେତା, ମନ୍ତ୍ରୀଙ୍କ ଫୋନ୍, ସରକାରୀ ଯୋଜନା ପହଞ୍ଚୁଛି କି ନାହିଁ କରିବେ ତଦାରଖ
ଭୁବନେଶ୍ୱର: ଆଜିଠାରୁ ରାଜ୍ୟରେ ଆରମ୍ଭ ହେଲା ଆମ ଶାସନ ବ୍ୟବସ୍ଥା। ଲୋକସେବା ଭବନରେ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ଏହି କାର୍ଯ୍ୟକ୍ରମ ଜରିଆରେ ଜନତାଙ୍କ ଠାରୁ ମତାମତ ନେବେ…