ଏସବିଆଇ ଗ୍ରାହକଙ୍କ ପାଇଁ ବଡ଼ ଖବର: ଏଣିକି ଟଙ୍କା ଉଠାଇଲେ ଦେବାକୁ ପଡ଼ିବ ଟ୍ୟାକ୍ସ
ଏସବିଆଇ ଗ୍ରାହକଙ୍କ ପାଇଁ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଏଣିକି ଜମା ଖାତାରୁ ଟଙ୍କା ଉଠାଇଲେ ଟ୍ୟାକ୍ସ ଦେବାକୁ ପଡ଼ିବ । ଏସବିଆଇ ତାର ଗ୍ରାହକ ମାନଙ୍କୁ ସତର୍କ କରାଇବା ପାଇଁ ଏନେଇ ଏକ ଟ୍ୱିଟ ମଧ୍ୟ କରିଛି । ତେବେ…