ମନୋଜ ବାଜପେୟୀଙ୍କ ବଡ ଖୁଲାସା, କହିଲେ-‘ଆତ୍ମହତ୍ୟା କରିବାକୁ ଯାଉଥିଲି, କିନ୍ତୁ ସାଙ୍ଗମାନେ ବଞ୍ଚାଇଦେଲେ’
ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ପରେ ବଲିଉଡ ଓ ଟିଭି ଇଣ୍ଡଷ୍ଟ୍ରିର ଅନେକ ସେଲିବ୍ରିଟ ନିଜ ନିଜର ସମସ୍ୟାକୁ ଖୋଲାଖୋଲି ଭାବେ କହିବା ଆରମ୍ଭ କରିଛନ୍ତି । ନିକଟରେ ଜାତୀୟ ପୁରସ୍କାର ବିଜେତା…