ଶୁଭମନ ଗିଲ୍ ଅସୁସ୍ଥ, ଏସିଆ କପ ପୂର୍ବରୁ ଖରାପ ହୋଇଗଲା ଦେହ, ଏହି ଟୁର୍ଣ୍ଣାମେଣ୍ଟରୁ ବାହାରିଗଲେ
ନୂଆଦିଲ୍ଲୀ: ଏସିଆ କପ ୨୦୨୫ ପୂର୍ବରୁ ଭାରତୀୟ କ୍ରିକେଟ ଟିମର ଉପଅଧିନାୟକ ଶୁଭମନ ଗିଲ୍ଙ୍କ ଦେହ ହଠାତ୍ ଖରାପ ହୋଇଗଲା। ତାଙ୍କୁ ଭାଇରାଲ ଜ୍ୱର ହୋଇଯାଇଛି। ଏସିଆ କପ ୯ ସେପ୍ଟେମ୍ବରରୁ ୨୮ ସେପ୍ଟେମ୍ବର ମଧ୍ୟରେ ୟୁଏଇରେ…