ବଢିବ ଚାଷୀଙ୍କ ପଞ୍ଜୀକରଣ ଅବଧି, ସୂଚନା ଦେଲେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର

ଭୁବନେଶ୍ୱର: ଚାଷୀଙ୍କ ପଞ୍ଜୀକରଣ ଅବଧି ବଢିବ। ଯେଉଁ ଚାଷୀମାନେ ଏପର୍ଯ୍ୟନ୍ତ ପଞ୍ଜୀକରଣ କରି ନାହାନ୍ତି ସେମାନଙ୍କୁ ସୁଯୋଗ ଦିଆଯିବ। ଅବଧି ବଢିବା ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି। ସେ…

ଦ୍ରୁତ ବୋଲର ଜସପ୍ରିତ ବୁମରାହଙ୍କୁ ପଛରେ ପକାଇଲେ ପାକିସ୍ତାନର ଏହି ଖେଳାଳି, ଟି-୨୦ କ୍ରିକେଟରେ କଲେ କମାଲ

ନୂଆଦିଲ୍ଲୀ: ଟ୍ରାଇ ସିରିଜର ପ୍ରଥମ ମ୍ୟାଚ୍‌ରେ ପାକିସ୍ତାନୀ ଦଳ ଆଫଗାନିସ୍ତାନକୁ ୩୯ ରନ୍‌ରେ ପରାସ୍ତ କରିଥିଲା। ଏହି ମ୍ୟାଚ୍‌ରେ ଶାହିନ ଆଫ୍ରିଦି ପାକିସ୍ତାନୀ ଦଳ ପାଇଁ ଭଲ ପ୍ରଦର୍ଶନ କରିଥିଲେ ଏବଂ ଦଳକୁ ବିଜୟୀ…

ନିଦ ବଟିକା ଦେଇ ସ୍ୱାମୀକୁ ଶୁଆଇଲା, ତଣ୍ଟି ଚିପି, ମୁଣ୍ଡକୁ ପିଟିଦେଲା, ପ୍ରେମିକ ସହ ମିଶି ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ

ନୂଆଦିଲ୍ଲୀ: ହାଇଦ୍ରାବାଦରୁ ଏକ ହତ୍ୟା ମାମଲା ସାମ୍ନାକୁ ଆସିଛି। ହାଇଦ୍ରାବାଦରେ ଜଣେ ମହିଳା ନିଜ ସ୍ୱାମୀକୁ ହତ୍ୟା କରିଛି। ମହିଳା ଜଣକ ନିଜ ପ୍ରେମିକ ସହ ମିଶି ନିଜ ସ୍ୱାମୀକୁ ହତ୍ୟା କରିଛି। ତା'ପରେ ହତ୍ୟାକୁ…

(video)୧୭ ବର୍ଷ ତଳେ ଶ୍ରୀସନ୍ଥଙ୍କୁ ପଡ଼ିଆ ମଝିରେ ଚାପୁଡ଼ା ମାରିଥିଲେ ହରଭଜନ, ଭିଡ଼ିଓ ଭାଇରାଲ୍ ପରେ ଗାଳି କଲେ ଶ୍ରୀସନ୍ଥଙ୍କ ସ୍ତ୍ରୀ

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ ଇତିହାସର ସବୁଠାରୁ ବଡ଼ ବିବାଦ ମଧ୍ୟରୁ ଗୋଟିଏ ହେଉଛି ହରଭଜନ ସିଂହ ତାଙ୍କ ଜୁନିଅର ସାଥୀ ଏସ୍ ଶ୍ରୀସନ୍ଥଙ୍କୁ ଚାପୁଡ଼ା ମାରିଥିବା ଘଟଣା। ଯାହାର ଭିଡ଼ିଓ ପ୍ରଥମ ଥର ପାଇଁ ବିଶ୍ୱ…

(Video) ଯାତ୍ରା ମଞ୍ଚରେ ନିଶାଙ୍କୁ ଚେୟାର ମାଡ଼, ଅଶ୍ଳୀଳ ନୃତ୍ୟ ପରିବେଷଣକୁ ବିରୋଧ କଲେ ଦର୍ଶକ

ଜଟଣୀ: ଖୋର୍ଦ୍ଧା ଜଟଣୀରେ ଗଣେଶ ପୂଜା ଧୁମଧାମର ସହ ହୋଇଥାଏ। ଚଳିତ ବର୍ଷ ଗଣେଶ ପୂଜା ଅବସରରେ ଯାତ୍ରା ମଞ୍ଚସ୍ଥ ହେଉଥିଲା। ଏହି ଯାତ୍ରାରେ ନିଶା ମହାରଣା ଆଇଟମ ଡ୍ୟାନ୍ସ କରୁଥିଲେ। ହଠାତ୍ ଜଣେ ଯୁବକ ତାଙ୍କର ଏହି…

ଦୀର୍ଘ ୯ ବର୍ଷ ପରେ ଏହି ଦଳ ବିପକ୍ଷରେ ଟି-୨୦ ମ୍ୟାଚ୍ ଖେଳିବ ପାକିସ୍ତାନ, ପ୍ଲେଇଂ ୧୧ରେ ରହିପାରନ୍ତି ଏମାନେ

ନୂଆଦିଲ୍ଲୀ: ଟ୍ରାଇ ସିରିଜ୍ ୨୦୨୫ର ପ୍ରଥମ ମ୍ୟାଚ୍‌ରେ ପାକିସ୍ତାନୀ ଦଳ ଆଫଗାନିସ୍ତାନକୁ ୩୯ ରନ୍‌ରେ ପରାସ୍ତ କରିଥିଲା। ଏବେ ଏହାର ଦ୍ୱିତୀୟ ମ୍ୟାଚ୍ ଅଗଷ୍ଟ ୩୦ ଅର୍ଥାତ୍ ଆଜି UAE ଦଳ ବିପକ୍ଷରେ ହେବ। ଏହି ମ୍ୟାଚ୍…

ଆଇନଜୀବୀ ଲାଇସେନ୍ସ ଥିଲେ କରିପାରିବେନି ଅନ୍ୟ ବ୍ୟବସାୟ, ସମସ୍ତ ବାର୍ ଆସୋସିଏସନକୁ ନିର୍ଦ୍ଦେଶ

ଭୁବନେଶ୍ୱର: ଆଇନଜୀବୀ ଲାଇସେନ୍ସ ହାସଲ କରିଥିବା ବ୍ୟକ୍ତିଙ୍କ ପାଇଁ ବଡ଼ ଖବର। ଏଣିକି ଆପଣଙ୍କ ପାଖେ ଆଇନଜୀବୀ ଲାଇସେନ୍ସ ଥିଲେ, ଆପଣ ଅନ୍ୟ ବ୍ୟବସାୟ କରିପାରିବେନି। ଆଇନଜୀବୀ ଲାଇସେନ୍ସ ପ୍ରାପ୍ତ ବ୍ୟକ୍ତି ଅନ୍ୟ…

ଅଧରାତିରେ ପ୍ରକୃତିର ତାଣ୍ଡବ, ପୁଣି ବାଦଲଫଟା ବର୍ଷା, ୩ ଜଣଙ୍କ ମୃତ୍ୟୁ, ମାଟି ତଳେ ଚାପି ହୋଇ ଅନେକ ନିଖୋଜ

ଜମ୍ମୁକାଶ୍ମୀର: ପୁଣି ତାଣ୍ଡବ ରଚିଲା ପ୍ରକୃତି।  ଅଧରାତିରେ ବାଦଲଫଟା ବର୍ଷା।  ମାଟି ତଳେ ଚାପି ହୋଇ ମରିଗଲେ ସାଧାରଣ ଲୋକ। ଏବେବି ଅନେକ ଲୋକ ନିଖୋଜ। ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି ଉଦ୍ଧାରକାରୀ ଦଳ।…

ଇଞ୍ଜିନିୟର ଚାକିରି ଛାଡ଼ି ଗୁପଚୁପ ବିକ୍ରି କରୁଥିଲା ଝିଅ, ଏବେ ଶାଶୁଘରୁ ମିଳିଲା ମୃତଦେହ, ବାପା-ମାଆ କହିଲେ- ମାରିଦେଲେ ତାକୁ..

ନୂଆଦିଲ୍ଲୀ: କର୍ଣ୍ଣାଟକର ବେଙ୍ଗାଲୁରୁରେ ଜଣେ ବିବାହିତ ମହିଳା ଫାଶୀ ଦେଇ ପ୍ରାଣ ହାରିଛନ୍ତି। ଏହି ମହିଳାଙ୍କ ନାମ ଶିଳ୍ପା। ସେ ଜଣେ ଇଞ୍ଜିନିୟର ଥିଲେ। ଶିଳ୍ପା ତିନି ବର୍ଷ ପୂର୍ବେ ପ୍ରବୀଣ ନାମକ ଜଣେ ଯୁବକଙ୍କୁ…

ମନ୍ଦିରରେ ରକ୍ତର ଛିଟା, ସେବାୟତ ଓ ଭକ୍ତଙ୍କ ମଧ୍ୟରେ ମାରପିଟ୍, ଶ୍ରଦ୍ଧାଳୁଙ୍କ ମାଡ଼ରେ ପୂଜାରୀ ମୃତ

ନୂଆଦିଲ୍ଲୀ: ମନ୍ଦିରରେ ହାଇଡ୍ରାମା। ପୂଜାରୀ ଏବଂ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଜୋରଦାର ମାରପିଟ୍।  ଫଳରେ ଶ୍ରଦ୍ଧାଳୁଙ୍କ ଆକ୍ରମଣରେ ପୂଜାରୀଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଘଟଣାଟି ୨୯ ତାରିଖ ରାତିରେ ଦିଲ୍ଲୀର…